କୃତ୍ରିମ ଗୋଡ଼, ହାତ ସହ ହ୍ୱିଲ୍ଚେୟାର ଓ ବିଭିନ୍ନ ସହାୟକ ଯନ୍ତ୍ର ମାଗଣାରେ ପ୍ରଦାନ। ପୁରୀ, ୨୧/୦୯: ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆରମ୍ଭ ହୋଇଛି। ରାଜସ୍ଥାନର ଜୟପୁରସ୍ଥିତ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଆନୁକୂଲ୍ୟରେ ଏବଂ ରୋଟାରୀ କ୍ଲବ ଅଫ୍ ପୁରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜୟ ଗୋପାଳଜୀ ଭବନ, ବଡ଼ଶଙ୍ଖ ଠାରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏଠାରେ ହିତାଧିକାରୀମାନଙ୍କୁ କୃତ୍ରିମ ଗୋଡ଼, ହାତ, ହ୍ୱିଲ୍ଚେୟାର, ବାଡ଼ି ସମେତ ବିଭିନ୍ନ ସହାୟକ ଯନ୍ତ୍ର ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଶିବିର ପାଇଁ ୯୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବାବେଳେ ୫୦ରୁ ଅଧିକ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିତାଧିକାରୀମାନେ ଶିବିରରେ ଯୋଗଦେଇ ସହାୟତା ପାଇବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋଟାରିଆନ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିଲ କୁମାର ସାମଲ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି, ମନୋଜ କୁମାର ତ୍ରିପାଠୀ, ବ୍ରହ୍ମପୁର ଇଷ୍ଟ କ୍ଲବର ସଭାପତି ହୃଷିକେଶ ପ୍ରଧାନ ଓ ପ୍ରକଳ୍ପ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ। ରୋଟାରୀ କ୍ଲବ ଅଫ୍ ଜଗନ୍ନାଥ ଧାମର ସଭାପତି ସନମୋହନ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବ୍ରହ୍ମପୁର ଇଷ୍ଟ ପକ୍ଷରୁ ଡ଼. ସମ୍ବିତ ବେଗ୍ରାୟ, ପ୍ରଦୀପ କୁମାର ପଣ୍ଡା, କାମରାଜୁ ମହାରଣା, ଜୟନ୍ତ ପାତ୍ର, ଶାନ୍ତନୁ ପାତ୍ର ଓ ଅସିତ ଦତ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶିବିର ଭିନ୍ନକ୍ଷମ ହିତାଧିକାରୀଙ୍କୁ ନୂଆ ଆଶା ଓ ସ୍ୱାବଲମ୍ବନର ସୁଯୋଗ ଦେଇଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
କୃତ୍ରିମ ଗୋଡ଼, ହାତ ସହ ହ୍ୱିଲ୍ଚେୟାର ଓ ବିଭିନ୍ନ ସହାୟକ ଯନ୍ତ୍ର ମାଗଣାରେ ପ୍ରଦାନ। ପୁରୀ, ୨୧/୦୯: ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆରମ୍ଭ ହୋଇଛି। ରାଜସ୍ଥାନର ଜୟପୁରସ୍ଥିତ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଆନୁକୂଲ୍ୟରେ ଏବଂ ରୋଟାରୀ କ୍ଲବ ଅଫ୍ ପୁରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ସହଯୋଗରେ ଏହି ଶିବିର
ଆୟୋଜିତ ହୋଇଛି। ସ୍ଥାନୀୟ ଜୟ ଗୋପାଳଜୀ ଭବନ, ବଡ଼ଶଙ୍ଖ ଠାରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏଠାରେ ହିତାଧିକାରୀମାନଙ୍କୁ କୃତ୍ରିମ ଗୋଡ଼, ହାତ, ହ୍ୱିଲ୍ଚେୟାର, ବାଡ଼ି ସମେତ ବିଭିନ୍ନ ସହାୟକ ଯନ୍ତ୍ର ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଶିବିର ପାଇଁ ୯୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବାବେଳେ ୫୦ରୁ ଅଧିକ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିତାଧିକାରୀମାନେ ଶିବିରରେ
ଯୋଗଦେଇ ସହାୟତା ପାଇବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋଟାରିଆନ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିଲ କୁମାର ସାମଲ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି, ମନୋଜ କୁମାର ତ୍ରିପାଠୀ, ବ୍ରହ୍ମପୁର ଇଷ୍ଟ କ୍ଲବର ସଭାପତି ହୃଷିକେଶ ପ୍ରଧାନ ଓ ପ୍ରକଳ୍ପ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ। ରୋଟାରୀ କ୍ଲବ ଅଫ୍ ଜଗନ୍ନାଥ ଧାମର ସଭାପତି
ସନମୋହନ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବ୍ରହ୍ମପୁର ଇଷ୍ଟ ପକ୍ଷରୁ ଡ଼. ସମ୍ବିତ ବେଗ୍ରାୟ, ପ୍ରଦୀପ କୁମାର ପଣ୍ଡା, କାମରାଜୁ ମହାରଣା, ଜୟନ୍ତ ପାତ୍ର, ଶାନ୍ତନୁ ପାତ୍ର ଓ ଅସିତ ଦତ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶିବିର ଭିନ୍ନକ୍ଷମ ହିତାଧିକାରୀଙ୍କୁ ନୂଆ ଆଶା ଓ ସ୍ୱାବଲମ୍ବନର ସୁଯୋଗ ଦେଇଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
- କୃତ୍ରିମ ଗୋଡ଼, ହାତ ସହ ହ୍ୱିଲ୍ଚେୟାର ଓ ବିଭିନ୍ନ ସହାୟକ ଯନ୍ତ୍ର ମାଗଣାରେ ପ୍ରଦାନ। ପୁରୀ, ୨୧/୦୯: ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆରମ୍ଭ ହୋଇଛି। ରାଜସ୍ଥାନର ଜୟପୁରସ୍ଥିତ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଆନୁକୂଲ୍ୟରେ ଏବଂ ରୋଟାରୀ କ୍ଲବ ଅଫ୍ ପୁରୀ ଜଗନ୍ନାଥ ଧାମ ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜୟ ଗୋପାଳଜୀ ଭବନ, ବଡ଼ଶଙ୍ଖ ଠାରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏଠାରେ ହିତାଧିକାରୀମାନଙ୍କୁ କୃତ୍ରିମ ଗୋଡ଼, ହାତ, ହ୍ୱିଲ୍ଚେୟାର, ବାଡ଼ି ସମେତ ବିଭିନ୍ନ ସହାୟକ ଯନ୍ତ୍ର ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଶିବିର ପାଇଁ ୯୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବାବେଳେ ୫୦ରୁ ଅଧିକ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିତାଧିକାରୀମାନେ ଶିବିରରେ ଯୋଗଦେଇ ସହାୟତା ପାଇବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋଟାରିଆନ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିଲ କୁମାର ସାମଲ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି, ମନୋଜ କୁମାର ତ୍ରିପାଠୀ, ବ୍ରହ୍ମପୁର ଇଷ୍ଟ କ୍ଲବର ସଭାପତି ହୃଷିକେଶ ପ୍ରଧାନ ଓ ପ୍ରକଳ୍ପ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ। ରୋଟାରୀ କ୍ଲବ ଅଫ୍ ଜଗନ୍ନାଥ ଧାମର ସଭାପତି ସନମୋହନ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବ୍ରହ୍ମପୁର ଇଷ୍ଟ ପକ୍ଷରୁ ଡ଼. ସମ୍ବିତ ବେଗ୍ରାୟ, ପ୍ରଦୀପ କୁମାର ପଣ୍ଡା, କାମରାଜୁ ମହାରଣା, ଜୟନ୍ତ ପାତ୍ର, ଶାନ୍ତନୁ ପାତ୍ର ଓ ଅସିତ ଦତ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶିବିର ଭିନ୍ନକ୍ଷମ ହିତାଧିକାରୀଙ୍କୁ ନୂଆ ଆଶା ଓ ସ୍ୱାବଲମ୍ବନର ସୁଯୋଗ ଦେଇଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ତୁମେ ଚରିଯୁଗ ତୁମେ ଚାରିବେଦ ତୁମେ ନାଦବ୍ରହ୍ମ ତୁମେ ବ୍ରହ୍ମନାଦ ⭕❗⭕🙏1
- ଚିଲିକାରେ ୪ ଦିନ ଭସା ପୋଲ ବନ୍ଦ ରହିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା ସେପ୍ଟେମ୍ବର ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଭସା ପୋଲ ବନ୍ଦ ରହିବ। ଏନେଇ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି। ଚିଲିକା ହ୍ରଦରେ ସାତପଡ଼ା-ଜାହାନିକୁଦରେ ଭସା ପୋଲ ବନ୍ଦ ରହିବା କୁହାଯାଇଛି।1
- ବରିଷ୍ଠ ସାମ୍ବାଦିକଙ୍କ ଖୋଲା ମଞ୍ଚର ଖୋଲା କଥା ।,,,,,,,,,,,,, ବରିଷ୍ଠ ସାମ୍ବାଦିକଙ୍କ ଖୋଲା ମଞ୍ଚର ଖୋଲା କଥା ।,,,,1
- ମୋବଇଲ ଶୋଇଲା ବେଳକୁ ଦେଖିଲେ ରୋବର୍ଟ କିପରି ତାଗିତ କରି ମୋବାଇଲ ନେଇଯାଇ ଶୋଇବାକୁ ବାଧ୍ୟ କରୁଛି1
- ରାଜ୍ୟ ଓଡ଼ିଶା କହିବେ ଜନତା ଶୁଣିବେ ସରକାର ଜଳସମ୍ପଦ ବିଭାଗ ପ୍ରାଚି ଡିଭିଜନ ବାଲିଅନ୍ତା ଜଳସେଚନ ଉପଖଣ୍ଡ ଅଧିନରେ ଜାଉ ଥିବା କୁଶଭଦ୍ରା ନଦୀ ବନ୍ଧକୁ ଲୋକେ ଜାତାୟତ ଗଡ଼ା କରିବା ସହିତ ଜଳସମ୍ପଦ ବିଭାଗ କାମ କରିବା ପୂର୍ବରୁ ସାଧାରଣ ଲେକେଜାଣିବା ପାଇଁ କାମ କରିବା ସାଇନୀ ବୋର୍ଡ ଲଗାଜାଉ ତା ୨୧/୯/୨୦୨୬ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା1
- ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଲୋକାର୍ପିତ ଅଲଟ୍ରାସାଉଣ୍ଡ ମେସିନ୍ର ଶୁଭାରମ୍ଭ #Balakati #ବାଲିଅନ୍ତା#Balianta #,jayadevMLA #Jayadevnews #Nabamallik #BJDMLA #BJPMLA #BJDMLA #BajPMLA1
- *राधा अष्टमी के शुभ अवसर पर श्रीजी संकीर्तन सेवा समिति द्वारा आयोजित ठाकुर द्वारा मंदिर से दिल्ली गेट तक श्री राधा यात्रा में सम्मिलित हुआ* जनसेवक संजीव शर्मा शहर विधायक गाजियाबाद विधानसभा 561