୮ କେନ୍ଦ୍ରରେ ପରୀକ୍ଷା ଦେବେ ୧୪୦୭ ମାଟ୍ରିକ ପରୀକ୍ଷାର୍ଥୀ - ବୀରମହାରାଜପୁର ଶିକ୍ଷାଜିଲ୍ଲା ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ସବୁଠି ପ୍ରସ୍ତୁତି ଚୁଡାନ୍ତ ହୋଇସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷାଜିଲ୍ଲା ରେ ମଧ୍ୟ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ସରିଛି। ଚଳିତ ବର୍ଷ ବୀରମହାରାଜପୁର ଶିକ୍ଷା ଜିଲ୍ଲାରେ ୮ ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ସମୁଦାୟ ୧୪୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ଚଳିତ ବର୍ଷ ବୀରମହାରାଜପୁର ବ୍ଲକ ରେ ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ, ଜଟେସିଂହା ହାଇସ୍କୁଲ, ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲ,ସୁବଳୟା ପିଏମଶ୍ରୀ ହାଇସ୍କୁଲ,ପିତମହୁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲ, ଲୁତୁରପଙ୍କ ହାଇସ୍କୁଲ ଓ ମୁର୍ଷୁଣ୍ଢୀ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି। ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ କୁ ନୋଡାଲ ସେଣ୍ଟର କରାଯାଇଛି। ବୀରମହାରାଜପୁର ସଦର ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ରେ ୨୮୩ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେବାକୁ ଥିବା ବେଳେ ବୀରମହାରାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ସୁବିଳୟା ଉଚ୍ଚ ବିଦ୍ୟାଳୟ ରେ ୪ ଜଣ ମଧ୍ୟମା ପରିକ୍ଷାର୍ଥୀ ଙ୍କୁ ମିଶାଇ ସମୁଦାୟ ୧୨୩ ଜଣ ପରୀକ୍ଷା ଦେବେ। ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ୨୨୯ ଜଣ , ଲୁତୁରପଙ୍କ ଉଚ୍ଚ ବିଦ୍ୟାଳୟରେ ୧୫୬ ଜଣ , ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ୧୮୧ ଜଣ ,ଜଟେସିଂହା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ୧୬୯ ଓ ପିତାମହୁଲ ଉଚ୍ଚ ବିଦ୍ୟାଳୟରେ ୧୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଚଳିତ ବର୍ଷ ପରୀକ୍ଷା ସୁପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ର ମାନଙ୍କ ରେ ସି ସି କ୍ୟାମେରା ନଜର ରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ପରୀକ୍ଷା ପରିଚାଳନା ପାଇଁ ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ମାନଙ୍କୁ ନିଯୁକ୍ତ କରାଯାଇଥିବା ଜଣାଯିଇଛି। ଏହା ସହିତ କୌଣସି ଅପ୍ରିତିକର ପରିସ୍ଥିତି କୁ ଏଡେଇବା ପାଇଁ ଆରକ୍ଷୀ ବାହିନୀ ଙ୍କୁ ବିଭିନ୍ନ କେନ୍ଦ୍ର ରେ ମୁତୟନ କରାଯିବ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।
୮ କେନ୍ଦ୍ରରେ ପରୀକ୍ଷା ଦେବେ ୧୪୦୭ ମାଟ୍ରିକ ପରୀକ୍ଷାର୍ଥୀ - ବୀରମହାରାଜପୁର ଶିକ୍ଷାଜିଲ୍ଲା ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ସବୁଠି ପ୍ରସ୍ତୁତି ଚୁଡାନ୍ତ ହୋଇସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷାଜିଲ୍ଲା ରେ ମଧ୍ୟ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ସରିଛି। ଚଳିତ ବର୍ଷ ବୀରମହାରାଜପୁର ଶିକ୍ଷା ଜିଲ୍ଲାରେ ୮ ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ସମୁଦାୟ ୧୪୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ଚଳିତ ବର୍ଷ ବୀରମହାରାଜପୁର ବ୍ଲକ ରେ ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ, ଜଟେସିଂହା ହାଇସ୍କୁଲ, ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲ,ସୁବଳୟା ପିଏମଶ୍ରୀ ହାଇସ୍କୁଲ,ପିତମହୁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲ, ଲୁତୁରପଙ୍କ ହାଇସ୍କୁଲ ଓ ମୁର୍ଷୁଣ୍ଢୀ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି। ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ କୁ ନୋଡାଲ ସେଣ୍ଟର କରାଯାଇଛି। ବୀରମହାରାଜପୁର ସଦର ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ରେ ୨୮୩ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେବାକୁ ଥିବା ବେଳେ ବୀରମହାରାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ
୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ସୁବିଳୟା ଉଚ୍ଚ ବିଦ୍ୟାଳୟ ରେ ୪ ଜଣ ମଧ୍ୟମା ପରିକ୍ଷାର୍ଥୀ ଙ୍କୁ ମିଶାଇ ସମୁଦାୟ ୧୨୩ ଜଣ ପରୀକ୍ଷା ଦେବେ। ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ୨୨୯ ଜଣ , ଲୁତୁରପଙ୍କ ଉଚ୍ଚ ବିଦ୍ୟାଳୟରେ ୧୫୬ ଜଣ , ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ୧୮୧ ଜଣ ,ଜଟେସିଂହା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ୧୬୯ ଓ ପିତାମହୁଲ ଉଚ୍ଚ ବିଦ୍ୟାଳୟରେ ୧୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଚଳିତ ବର୍ଷ ପରୀକ୍ଷା ସୁପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ର ମାନଙ୍କ ରେ ସି ସି କ୍ୟାମେରା ନଜର ରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ପରୀକ୍ଷା ପରିଚାଳନା ପାଇଁ ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ମାନଙ୍କୁ ନିଯୁକ୍ତ କରାଯାଇଥିବା ଜଣାଯିଇଛି। ଏହା ସହିତ କୌଣସି ଅପ୍ରିତିକର ପରିସ୍ଥିତି କୁ ଏଡେଇବା ପାଇଁ ଆରକ୍ଷୀ ବାହିନୀ ଙ୍କୁ ବିଭିନ୍ନ କେନ୍ଦ୍ର ରେ ମୁତୟନ କରାଯିବ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଥିବା ଉପଖାଣ୍ଡିୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଲୋକଙ୍କୁ ଠିକ ରେ ମିଳୁନି ଚିକିତ୍ସା। ରୋଗୀଙ୍କ ପାଇଁ ମିଳୁନି ଅକସିଜେନ। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆବଶ୍ୟକୀୟ ଡାକ୍ତର ନାହାନ୍ତି। ତେଣୁ ରୋଗୀ ସେବା ଠିକ୍ ରେ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା।1
- ସୋନପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରେ ଦୁଇ ବାଇକ ମଧ୍ୟ୍ୟ ରେ ମୁହାଁ ମୁହିଁ ପାଞ୍ଚ ଜଣ ଗୁରୁତର l1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- ଗର୍ଭବତୀ ବୋହୁକୁ ମାରିଦେଲେ ଶାଶୁଘର ଲୋକ1
- Ajira Samachar // କଦଳୀ ରୁ ବାହାରୁଛି ମଞ୍ଜି । ଗୋଟା ଗୋଟା ମଞ୍ଜି ଦେଖିବାକୁ ମିଳିଛି ।1
- ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର। ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଘିକୁଣ୍ଡି ଛକଠାରେ l କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଜଣକ ମୃତ୍ୟୁ ହୋଇଥିଵାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସୁଦର୍ଶନ ଜଗତ(22) ହୋଇଥିବାବେଳେ ଗୁରୁତର ଜଣକ ହେଲେ ପପୁନ ଛତ୍ରୀୟା(15 ) l ଉଭୟେ ଗଡଗଡ଼ବାହାଲ ବୋଲି ଜଣା ପଡିଛି l1
- କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସପ୍ତାହେ ତଳେ ଯୋଗଦାନ କରିଥିବା ଦୁଇ ଡାକ୍ତରଙ୍କ ବଦଳିକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହେ ତଳେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଯୋଗଦାନ କରିଥିଲେ | ଫଳରେ ବହୁ ଦିନରୁ ଡାକ୍ତର ନିଯୁକ୍ତି ପାଇଁ ଦାବି କରୁଥିବା ସ୍ଥାନୀୟ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା l ମାତ୍ର ଉଭୟ ଡାକ୍ତର ଯୋଗଦାନ କରିବାର ସପ୍ତାହେ ମଧ୍ୟରେ ସିଡ଼ିଏମଓ ଉଭୟଙ୍କୁ ବୌଦ୍ଧ ଡାକ୍ତର ଖାନାକୁ ବଦଳି କରିଥିଲେ | ଆଜି ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଡାକ୍ତର ଖାନା ଆସି ବିକଳ୍ପ ବ୍ୟବସ୍ଥା ହୋଇନଥିବା ସତ୍ବେ ଉଭୟ ବିଶେଷଜ୍ଞ ଡାକ୍ତରଙ୍କୁ କାହିଁକି ରିଲିଫ କରାଗଲା ବୋଲି ଡାକ୍ତରଖାନା ଅଧୀକ୍ଷକ ମହେନ୍ଦ୍ର କୁମାର ସଏଙ୍କୁ ପ୍ରଶ୍ନ କରିଥିଲେ | ବାରମ୍ବାର ବଦଳି ହେଉଥିଲେ ମଧ୍ୟ କିଛି ଦିନ ପରେ ପୁଣି ଏଠାକୁ ବଦଳି ହୋଇ ଆସି ଶ୍ରୀ ସଏ ମନମୁଣ୍ଡା ଡାକ୍ତର ଖାନାରେ ଦୀର୍ଘ 20 ବର୍ଷ ହେଲା ଆସ୍ଥାନ ଜମାଇ ନୂତନ ଭାବରେ ଆସୁଥିବା ଡାକ୍ତରଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ଧରି ବଦଳି କରାଉଥିବା ଅଭିଯୋଗ କରିଥିଲେ | ଅଧୀକ୍ଷକଙ୍କ ବଦଳି ଓ ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ କରା ନଗଲେ ସ୍ଥାନୀୟ ଲୋକେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି l1
- ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ସବୁଠି ପ୍ରସ୍ତୁତି ଚୁଡାନ୍ତ ହୋଇସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷାଜିଲ୍ଲା ରେ ମଧ୍ୟ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ସରିଛି। ଚଳିତ ବର୍ଷ ବୀରମହାରାଜପୁର ଶିକ୍ଷା ଜିଲ୍ଲାରେ ୮ ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ସମୁଦାୟ ୧୪୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ଚଳିତ ବର୍ଷ ବୀରମହାରାଜପୁର ବ୍ଲକ ରେ ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ, ଜଟେସିଂହା ହାଇସ୍କୁଲ, ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲ,ସୁବଳୟା ପିଏମଶ୍ରୀ ହାଇସ୍କୁଲ,ପିତମହୁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲ, ଲୁତୁରପଙ୍କ ହାଇସ୍କୁଲ ଓ ମୁର୍ଷୁଣ୍ଢୀ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି। ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ କୁ ନୋଡାଲ ସେଣ୍ଟର କରାଯାଇଛି। ବୀରମହାରାଜପୁର ସଦର ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ରେ ୨୮୩ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେବାକୁ ଥିବା ବେଳେ ବୀରମହାରାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ସୁବିଳୟା ଉଚ୍ଚ ବିଦ୍ୟାଳୟ ରେ ୪ ଜଣ ମଧ୍ୟମା ପରିକ୍ଷାର୍ଥୀ ଙ୍କୁ ମିଶାଇ ସମୁଦାୟ ୧୨୩ ଜଣ ପରୀକ୍ଷା ଦେବେ। ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ୨୨୯ ଜଣ , ଲୁତୁରପଙ୍କ ଉଚ୍ଚ ବିଦ୍ୟାଳୟରେ ୧୫୬ ଜଣ , ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ୧୮୧ ଜଣ ,ଜଟେସିଂହା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ୧୬୯ ଓ ପିତାମହୁଲ ଉଚ୍ଚ ବିଦ୍ୟାଳୟରେ ୧୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଚଳିତ ବର୍ଷ ପରୀକ୍ଷା ସୁପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ର ମାନଙ୍କ ରେ ସି ସି କ୍ୟାମେରା ନଜର ରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ପରୀକ୍ଷା ପରିଚାଳନା ପାଇଁ ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ମାନଙ୍କୁ ନିଯୁକ୍ତ କରାଯାଇଥିବା ଜଣାଯିଇଛି। ଏହା ସହିତ କୌଣସି ଅପ୍ରିତିକର ପରିସ୍ଥିତି କୁ ଏଡେଇବା ପାଇଁ ଆରକ୍ଷୀ ବାହିନୀ ଙ୍କୁ ବିଭିନ୍ନ କେନ୍ଦ୍ର ରେ ମୁତୟନ କରାଯିବ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।2