Shuru
Apke Nagar Ki App…
Mahindra Scorpio Most Demanding Model ଏବେ Surebuy Cars ରେ😍🚗 | Iphone Gift | Surebuy Cars | Used Car Showroom In Bhubaneswar |#Reels #Instagram #carHere are the info about the vehicle:Call Us: 9658101001, 8079978834, 7656838313, 8079978835,8079978845 Visit Us: Surebuy Cars, Plot No-117, Puri Bypass, Near HDFC Bank, Bhubaneswar Find Us On Google Maps: Surebuy Cars We will be happy to help you find your perfect car 😊🙏
SWADHIN BOHIDAR

More news from Dhenkanal Sadar and nearby areas
- ଢେଙ୍କାନାଳ ସଦର: ଆମ୍ବେଦକର ସେବା ସଙ୍ଗଠନ ପକ୍ଷରୁ ସହରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।1
- ଢେଙ୍କାନାଳ ସଦର: ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ୭୫ତମ ସମ୍ବିଧାନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।1
- ଢେଙ୍କାନାଳ ବାଇଁଶିଆ କୃଷ୍ଣ ପୂଜା ଭସାଣୀ 2024 !! Top 10 Dj At Dhenkanal Baisia !! by Prince prabhu 981
- *ବାଇଟ୍ -୧- ଝିଲି ମାଝି(ଆକ୍ରମଣ ର ଶିକାର ହୋଇଥିବା ଝିଅ)* ଏକୁଟିଆ ଥିବାବେଳେ ଘରେପଶି ଝିଅକୁ ଆକ୍ରମଣ, ଦୃବୃତ୍ତଙ୍କୁ ଆଣି ସସମ୍ମାନେ ଖଲାସ କରିଦେଲା ପୋଲିସ । ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମ ମଙ୍ଗଳା ସାହି ବାସିନ୍ଦା ଗିରିଧାରୀ ମାଝିଁ ଏବଂ ମମତା ମାଝୀଙ୍କ ଝିଅ ଶିଲି ମାଝି ଘରେ ଏକୁଟିଆ ଥିବା ସମୟରେ ଗ୍ରାମର ଚନ୍ଦନ ମଲ୍ଲିକ ଘରେ ପଶି ଆକ୍ରମଣ ସହିତ ଦୁର୍ବ୍ୟବହାର କରିଥିଲେ । ଆକ୍ରମଣରେ ସିଲୀଙ୍କର ହାତ ଆଙ୍ଗୁଠି ଏବଂ ପିଠିରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ବାପା ମାଁ ଏବଂ ସାହିପଡିଶା ଝିଅକୁ ଅଚେତ ଅବସ୍ଥାରେ ଘର ଭିତରୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ଏନେଇ ଭୁବନ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।ମାତ୍ର ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଦୁର୍ବୃତ୍ତ ଚନ୍ଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ମନେ କରୁନାହିଁ ଭୁବନ ପୋଲିସ।ସୂଚନାରୁ ଏହା ମଧ୍ୟ ଜଣା ପଡ଼ିଛି,ଚନ୍ଦନ କୁ ଭୁବନ ପୋଲିସ ଥାନାକୁ ଆଣି ମଧ୍ୟ ସସ୍ନମାନେ ଖଲାସ କରିଦେଇଛି । ପକେଟ୍ ଭଲ ଗରମ କରିଥିବା ଜଣାପଡ଼ୁଛି ପୋଲିସ ।ନହେଲେ ଜଣେ ମହିଳାଙ୍କ ଉପରେ ଆକ୍ରମଣ ସହିତ ର୍ଦୁବ୍ୟବହାର ଦଣ୍ଡ କଣ ପୋଲିସ ଷ୍ଟେସନ ରୁ ଖସାଇ ଦେବା । ଏନେଇ ଭୁବନ ପୋଲିସ ଉପରେ ବର୍ଷିଛନ୍ତି ଆକ୍ରମଣ ର ଶିକାର ହୋଇଥିବା ସିଲୀ ଏବଂ ମମତା ।କହିଛନ୍ତି ଭୁବନ ପୋଲିସ ଯଦି ନ୍ୟାୟ ଦେବାକୁ କୁଣ୍ଠାବୋଧ କରିବ ତେବେ ଉପରେ ତ କେହି ଜଣେ ସଚ୍ଚୋଟ ଅଫିସର ଥିବେ ।ଆମେ ତାଙ୍କୁ ଗୁହାରି କରିବୁ ।ତେବେ ଜଣେ ମହିଳାଙ୍କୁ ପୋଲିସ ନ୍ୟାୟ ଦେଇପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । *ବାଇଟ୍ -୨-ମମତା ମାଝି (ମାଁ)*1