Shuru
Apke Nagar Ki App…
ଶରତ ଅଞ୍ଚଳ ରେନ୍ ନାମା କଳାକାର କଆଃ ଝଲକ୍
Someone V.i.P
ଶରତ ଅଞ୍ଚଳ ରେନ୍ ନାମା କଳାକାର କଆଃ ଝଲକ୍
More news from Mayurbhanj and nearby areas
- ମୟୁରଭଞ୍ଜ ଖାସି ମାଂସ ମୁଢି 😘😘1
- କରଞ୍ଜିଆ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖ ଦୋକାନରେ ଅଗ୍ନିକାଣ୍ଡ,ନିଜ ଦୋକାନରେ ନିଆଁ ଲଗାଇଲେ ମାନସିକ ରୋଗୀ1
- ଜାମୁନିଆ ଆଞ୍ଚଳିକ ଉତ୍ସବ (ମୟୁରଭଞ୍ଜ )1
- class-6 odia poetry#ଶରତ ନଈ କୂଳେ #education #1
- ତାଜା ଖବର, ଖବର ଉପରେ ନଜର ପକାଇବା - ଦର୍ଶକ ବନ୍ଧୁ ମାନବିକତା ଭୁଲିଗଲେ ସମ୍ପର୍କୀୟ...ବlଡ ବେଢ଼ିବାକୁ ନେଇ ଗଣ୍ଡଗୋଳ, ଗୁରୁତର ଅବସ୍ଥା ରେ ଉଦଳା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି, ଘର ନିକଟରେ ବାଡ଼ି ସୀମାରେ ବlଡ ବସାଇବାକୁ ନେଇ ଗ୍ରାମରେ ଖଣ୍ଡ ଯୁଦ୍ଧ, ସାମାନ୍ୟ ବlଡ କୁ ସମ୍ପର୍କୀୟ ହେଲେ ରକ୍ତ ମୁଖା,ଘରୋଇ କଳି ରେ, ଆରମ୍ଭ ହେଲା ଝଗଡା ,ଆଉ ଝଗଡା ପରେ କଥା କଟାକଟି ହେଲା,ହଁ ଆଜ୍ଞା ଏମିତି ଘଟଣା ଘଟିଲା , ଶେଷରେ ଥାନରେ ଯାଇ ପହଁଚିଲା.. ନୂଆ ବର୍ଷ ଆରମ୍ଭ ପୂର୍ବରୁ ହୋଇ ଥିବା ଝଗଡା କୁ ନେଇ ଉଭୟ ପରିବlର ପକ୍ଷରୁ ଥାନରେ ହାଜିର ହୋଇ ଥିବାବେଳେ ଅଭିଯୋଗ ହୋଇଛି , ହେଲେ ସମାଧାନ ର ବାଟ ଫିଟି ପାରି ନଥିଲା...ହଁ ଆଜ୍ଞା ମାନବିକତା ଭୁଲିଗଲେ ସମ୍ପର୍କୀୟ ଯାହା ଏବେ ଚର୍ଚ୍ଚା ରେ, ପୋଲିସ ର ତଦନ୍ତ ଜାରି ରହିଛି, ତେବେ ଆଗକୁ ଦେଖିବାକୁ ଅଛି ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉ ଥିବାପରିବାର କୁ କେଉଁ ପ୍ରକାର ନ୍ୟାୟ ମିଳୁଛି,, ତାହାଦେଖିବାକୁ ବାକିଅଛି...4
- #୨୦ଫୁଟ_ତଳକୁଖସି_ପଡିଲା_୨_ବର୍ଷିୟା_ଛୁଆ_ହାତୀ ମୟୁରଭଞ୍ଜ କରଞ୍ଜିଆ ବନବିଭାଗ ଅନ୍ତର୍ଗତ ପୋକମୁଣ୍ଡା ଜଙ୍ଗଲ କୁ ଲାଗି ମୁରୁମ ଖୋଳା ଯାଇଥିବା ଗାଢ଼ର ୨୦ ଫୁଟ ତଳକୁ ଖସି ପଡିଥିଲା ୨ ବର୍ଷିୟା ଛୁଆ ହାତୀ। ଦୀର୍ଘ ୧୮ ଘଣ୍ଟା ପରେ ତାକୁ ରେସକ୍ୟୁ ଟିମ ଙ୍କ ସହାୟତାରେ ଉଦ୍ଧାର କରାଯାଇଛି। ଏହା ପରେ ଛୁଆ ହାତୀକୁ ଚନ୍ଦକାକୁ ସ୍ତାନ୍ତରିତ କରିବ ବୋଲି ବନବିଭାଗ ପକ୍ଷୀରୁ ଜଣାପଡିଛି।1
- #ଉତ୍କଳମଣି_ସେବା_ସଂଘ ମୟୁରଭଞ୍ଜ ଜିଲ୍ଲାରେ ଅସହାୟ ମାନଙ୍କ ସେବାରେ1
- #ନିର୍ମାଣ_ହେବ_ଗ୍ରାଣ୍ଡ_ରିଂ_ରୋଡ଼ #୨୪_ଘଣ୍ଟାରେ_ମାଲକାନଗିରିରୁ_ମୟୂରଭଞ୍ଜ ରାଜ୍ୟରେ ନିର୍ମାଣ ହେବ ୨୬ଶହ କିଲୋମିଟର ଲମ୍ବର ଗ୍ରାଣ୍ଡ ରିଂ ରୋଡ୍। ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ସଂଯୋଗ ସହ ଯାତାୟତକୁ ଆହୁରି ସୁଗମ କରିବାକୁ ବଡ଼ଯୋଜନା କରିଛନ୍ତି ରାଜ୍ୟ ସରକାର।1