Shuru
Apke Nagar Ki App…
ବାଲ ବୈଜ୍ଞାନିକ ଗାଇସିଲେଟ ବ୍ଲକ ଠାରେ ବ୍ଲକ ସ୍ତରୀୟ ୨୯ ତମ ବିଜ୍ଞାନ ମେଳା ଅନୁଷ୍ଠିତ ||SAI SATYA NEWS
Nilakantha Sahu
ବାଲ ବୈଜ୍ଞାନିକ ଗାଇସିଲେଟ ବ୍ଲକ ଠାରେ ବ୍ଲକ ସ୍ତରୀୟ ୨୯ ତମ ବିଜ୍ଞାନ ମେଳା ଅନୁଷ୍ଠିତ ||SAI SATYA NEWS
More news from Padmapur and nearby areas
- #ଅନାସ୍ଥା ପ୍ରସ୍ତାବ କଥା ଶୁଣି ସରପଞ୍ଚ ବିଷ ପିଇ ଆତ୍ମହତ୍ୟା ର ଉଦ୍ୟମ କଲେ # #khandapadabarta# #LatestUpdates# ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଉର୍ମିଳା ସେଟଙ୍କ ନାମରେ ତାଲପାଲି ଗ୍ରାମପଞ୍ଚାୟତର ସମସ୍ତ ସଭ୍ୟସଭ୍ୟା ମିଶି ଏକ ଅନାସ୍ଥା ପ୍ରସ୍ତାବ କରିଥିଲେ। ହେବାକୁ ଯାଉଥିବା ଚଳିତ ମାସର ୧୨ ତାରିଖରେ ଗ୍ରାମପଞ୍ଚାୟତର ସମସ୍ତେ ଏକ ବୈଠକ ଅନୁଷ୍ଠିତ କରିଥିଲେ। ଏହି ବୈଠକ ସଭାରେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ। ତେଣୁ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ ଜାରି ହୋଇଥିଲା। ବେଳେ ସରପଞ୍ଚ ଉର୍ମିଳା ସେଟ ଦାୟିତ୍ୱ ଗ୍ରହଣ ଠାରୁ ମନମୁଖୀ କାର୍ଯ୍ୟ କରୁଥିବାରୁ ସରପଞ୍ଚଙ୍କ ସ୍ୱାମୀ ସବୁଦିନ ମଦ୍ୟ ପାନ କରି କାର୍ଯ୍ୟାଳୟକୁ ଆସି ସମସ୍ତଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରୁଥିବାରୁ ଗ୍ରାମପଞ୍ଚାୟତର ସଭ୍ୟସଭ୍ୟା ସମସ୍ତେ ମିଶି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ନୋଟିସ ପତ୍ର ଦାଖଲ କରିଥିଲେ। ତେଣୁ ସରପଞ୍ଚଙ୍କ ନାମରେ ମିଛ ଅଭିଯୋଗ କହି ଏହି ନୋଟିସକୁ କେନ୍ଦ୍ରକରୀ ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବୋଲି ତାଙ୍କ ପୁଅ ରାହୁଲ ସେଟ କହିଛନ୍ତି। ଶୀଘ୍ର ସରପଞ୍ଚଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତର ଖାନାକୁ ନିଆ ଯାଇଥିଲା। ତେଣୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି ସୂଚନା ଦେଇଛନ୍ତି।1
- ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଖୁଣ୍ଟପାଲି ଠାରେ ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ।। Kalinga24 News __________________________________1
- #ଧରା_ପଡ଼ୁନି_ହତ୍ୟା_ଅଭିଯୁକ୍ତ ହତ୍ୟା ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ । କଣ୍ଟାବାଞ୍ଜି-ପାଟଣାଗଡ଼ ରାସ୍ତାରେ ଯାତାୟତ ଠପ । ସଲଣ୍ଟି ଗାଁର ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିଲା ।1
- ଉପମୁଖ୍ୟମନ୍ତ୍ରୀ ନା ନେଇ ଚାକିରୀ ଦେବୁ କହି ଟଙ୍କା ମାଗି ଠକୁଥିଲେ ଯୁବକ, ବାନ୍ଧିଲା ପାଟଣାଗଡ଼ ପୋଲିସ ! Balangir1
- ରେଳ ଦୁର୍ଘଟଣା ପରେ କେମିତି ବଞ୍ଚିବ ଜୀବନ,କିପରି ହେବ ଉଦ୍ଧାର କାର୍ଯ୍ୟ,ବଲାଙ୍ଗୀର ରେଳଷ୍ଟେସନରେ କରାଯାଇଛି ମକଡ୍ରିଲ !1
- ହତ୍ୟା ଅଭିଯୋଗ ରେ ଗ୍ରାମବାସୀ ଙ୍କ ସହ ପରିବାର କଲେ। ରାସ୍ତା ଅବରୋଧ କଣ୍ଟାବାଞ୍ଜି ପାଟଣାଗଡ ମୁଖ୍ୟ ରାସ୍ତା ଗମନା ଗମନ ଠପ୍ l1
- ସୋହେଲା ଦୁର୍ଗା ପୂଜା 2024 ଅଗୋରି ଡାନ୍ସ ପ୍ରୋଗ୍ରାମ1
- ବରଗଡ଼ ସୋହେଲା ରେ ବିଜୁ ଜନତା ଦଳ ର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେଇଯାଇଛି!1
- ସୋହେଲା ରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ରେ ହଜାର ହଜାର ଲୋକଙ୍କ ସମାବେଶ । ସୁନୁନ ବର୍ଷା ସିଂ ବାରିହଙ୍କ ଭାଷଣ1