Shuru
Apke Nagar Ki App…
୪ଟି ବନ୍ଧୁକ ସହ ୫ ଜଣଙ୍କୁ ଗିରଫ କଲା ତିଗିରିଆ ପୋଲିସ | || Utkal News
Nilofar parveen
୪ଟି ବନ୍ଧୁକ ସହ ୫ ଜଣଙ୍କୁ ଗିରଫ କଲା ତିଗିରିଆ ପୋଲିସ | || Utkal News
More news from Badamba and nearby areas
- Maa magala chtralaya ବଡମ୍ବା କଟକ 91246560931
- Lehenga👗👗 PRICE =6999 Premium quality1
- .mention your love __💕😘💕😘💕😘#viratkohli #reelsvideo trendingreels #viral reels #foryou viralreels #odialovesong1
- Tag your Babu 💗1
- Mention your love 💞👈💕😘💕💞#viratkohli reelsinstagram trendingreels #foryou reels #foryou #odialovesong odialovesong #viral1
- ଢେଙ୍କାନାଳ ଜିଲ୍ଲା ମିନୀ ଷ୍ଟାଡିୟମ ରେ ମେଳା1
- #Big_Breaking #ଖଣିଭିତରୁ_ଦ୍ରୁତଗତିରେ_ଆସି_ଧକ୍କାଦେଇ_ଫେରାର_ହେଲା_ଟ୍ରକ_ଘଟଣାସ୍ଥଳରେ_ବ୍ୟକ୍ତିଙ୍କ_ମୃତ୍ୟୁ.!! ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଖଣିରେ ଦୁର୍ଘଟଣା l ଖଣି ଭିତରୁ ଦ୍ରୁତଗତିରେ ଆସି ଧକ୍କା ଦେଇ ଫେରାର ହେଲା ଟ୍ରକ l ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ l ତେବେ ବ୍ୟକ୍ତି ଜଣଙ୍କ ଗୁଣ୍ଡୁରାପଷି ଗ୍ରାମର ଅଜୟ ନାୟକ ବୋଲି ଜଣାପଡ଼ିଛି l ଖଣି ଭିତରକୁ କାଠ ସଂଗ୍ରହ ପାଇଁ ଯାଇ ଫେରୁଥିବାବେଳେ ଘଟିଛି ଏଭଳି ଅଘଟଣ l ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଁଚି ମୃତ ଦେହକୁ ଜବତ କରି ଶଵ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି l1
- ଫତେଗଡ ଥାନା ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତ ନିମପାଟଣା ଗ୍ରାମରେ ଦୁଃଖଦ ଘଟଣା। ପ୍ରଥମାଷ୍ଟମୀ ଦିନ ପୋଷାକ କିଣାକୁ ନେଇ ଯୁବକଙ୍କ ଆତ୍ମହତ୍ୟା ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ନିମପାଟଣା ଗ୍ରାମର ରମେଶ ବେହେରାଙ୍କ ବଡ଼ପୁଅ ଚିନ୍ମୟ ବେହେରା (୧୮) । ଚିନ୍ମୟ ନବମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି ଅସାମାଜିକ ଯୁବକଙ୍କ ମିଶି ନିଶା ସେବନ କରୁଥିଲେ। ବାପା ମାଆ ବାରଣ କଲେ ମଧ୍ୟ ନିଶା ନିଶାରୁ ନିବୃତ ହେଉ ନଥିଲେ। କିଛି ମାସ ହେବ ଚିନ୍ମୟ ଜଣେ ଠିକାଦାରଙ୍କ ସହିତ ଭୁବନେଶ୍ବରରେ ରଙ୍ଗ କାମ କରୁଥିଲେ। ପ୍ରଥମାଷ୍ଟମୀ ଥିବାରୁ ଘରକୁ ଦୁଇଦିନ ତଳେ ଆସିଥିଲେ। ପ୍ରଥମାଷ୍ଟମୀ ଉପଲକ୍ଷେ ମାମୁଁ ଘର ଲୋକେ ନୂଆ ଡ୍ରେସ୍ କିଣିବାକୁ ଟଙ୍କା ଦେଇଥିଲେ। ବାପା ରମେଶ ବଡପୁଅ ଚିନ୍ମୟ ପାଇଁ ନୂଆଁ ପୋଷାକ କିଣିଥିଲେ। ହେଲେ ନୂଆ ଡ୍ରେସ୍ ଚିନ୍ମୟକୁ ପସନ୍ଦ ଆସିନଥିଲା। ସେଥିପାଇଁ ବାପା ପୁଅ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା଼ । ଚିନ୍ମୟ ଠିକାଦାରଙ୍କୁ ଫୋନ୍ କରି ହଜାର ଟଙ୍କା ଆଣି ନୂଆ ଡ୍ରେସ୍ କିଣି ଆଣିଥିଲେ। ବାପା କିଣି ଥିବା ଡ୍ରେସକୁ ମଝିଆ ଭାଇଙ୍କୁ ଦେଇଥିଲେ। ପ୍ରଥମାଷ୍ଟମୀ ଦିନ ପିଠାପଣା ଖାଇ ଅଷ୍ଟମୀ ପାଳନ କରିଥିଲେ଼ ସନ୍ଧ୍ୟା ସାଢେ଼ ସାତଟା ବେଳେ ଘର ଭିତରେ କବାଟ ଦେଇଥିଲେ । ପରିବାର ଲୋକେ କବାଟ ଭାଙ୍ଗି ଦେଖିଥିଲେ ପୁଅ ଚିନ୍ମୟ ବେକରେ ରଶି ଗାମୁଛା ଲଗାଇ ଝୁଲି ରହିଛନ୍ତି। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡକ୍ଟର ମୃତ୍ୟୁ ଘୋଷଣା କରିବା ସହ ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡାଙ୍କୁ ସୂଚନା ଦେଇଥିଲେ। ଫତେଗଡ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଥିଲେ। ଆଜି ସକାଳୁ ଫତେଗଡ ଥାନାର ଏଏସଆଇ ଅକ୍ଷୟ କୁମାର ଗୁମାନ ସିଂ, ଏଏସଆଇ ଭାବଗ୍ରାହୀ ମଲ୍ଲିକ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ବାପା ରମେଶ କହିଛନ୍ତି ପୁଅ ଅଧିକାଂଶ ସମୟରେ ନିଶା ସେବନ ଯୋଗୁଁ ଚିନ୍ତାଗ୍ରସ୍ତ ରହିବା ସହିତ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ଼।1
- Babu🥰🥰🥰1