Shuru
Apke Nagar Ki App…
ସୋନପୁର ଲଙ୍କା ପୋଡ଼ି
Sasmita Mishra
ସୋନପୁର ଲଙ୍କା ପୋଡ଼ି
More news from Sonapur and nearby areas
- #କୁଆଲେ_ଗଲେ_ମାଲିକ ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ଅଜଣା ବାଇକ ଉଦ୍ଧାର।ବିଳମ୍ବିତ ରାତିରେ ସୋନପୁର ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ମହାନଦୀ ପୋଲ ଉପରେ ଏକ ବାଇକ ଉଦ୍ଧାର କରିଛି ।1
- ଜୁହାର୍,,,କଲା ସଂସ୍କୃତି ର ମାଏଟ୍ ସୋନପୁର ର ଲଙ୍କାପୋଡ଼ି ପରବ୍ ଗୁଟେ ଛୋଟିଆ ଦୁରୁଶ୍ ଦେଖୁଁନ୍।।1
- ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ଅଜଣା ବାଇକ୍ ଉଦ୍ଧାର ହୋଇଛି । ରାତିରେ ସୋନପୁର ପୋଲିସ ପାଟ୍ରୋଲିଙ୍ଗ୍ କରୁଥିବା ସମୟରେ ମହାନଦୀ ପୋଲ ଉପରେ ଏକ ଟିଭିଏସ ଆପାଚି ବାଇକ ରଖାଯାଇଥିବା ଦେଖିଥିଲା । ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।1
- ଜନଶୁଣାଣୀ ରେ ହଟହଟା ହେଲେ ଥୁଆମୂଳ ରାମପୁର ବିଡ଼ିଓ । ପ୍ରାୟ ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ଅଟକ ରଖିଲେ ଗ୍ରାମବାସୀ। Exclusive video Only on News71
- ବଲାଙ୍ଗୀର ମିଟିଙ୍ଗରେ ସରୋଜବେଦବାକ ମହୋଦୟଙ୍କ ବହୁତ ସୁନ୍ଦର ଉପଦେଶ ବା ଉଦବୋଧନ ବା ନୀତିଶିକ୍ଷା ଜୟ ଜୟ ଶ୍ରୀ ରାଧେ ରାଧେ dt 01 09 241
- ଆଜି ସପ୍ତପୁରୀ ଅମାବାସ୍ୟା (ବ୍ୟାଖ୍ୟା-ପଣ୍ଡିତ ରାଜେଶ ମହାପାତ୍ର) | JAY JAGANNATH TV ଜୟ ଜଗନ୍ନାଥ TV" କୁ ଆପଣମାନଙ୍କୁ ସ୍ୱାଗତ I "Jay Jagannath TV ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ ସିଧାପ୍ରସାରଣରେ ଦେଖନ୍ତୁ : ଭୋର 5ଟା ରୁ ଶ୍ରୀ ପତିତପାବନଙ୍କ ମଙ୍ଗଳ ଆଳତୀ ଓ ନୀଳଚକ୍ର ଦର୍ଶନ, ସଂଧ୍ୟା 5ଟା ରୁ ପତାକାଲାଗି LIVE ଦର୍ଶନ ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ର ସିଧା ପ୍ରସାରଣ I ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଏହା ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି..ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ Watch "JAY JAGANNATH TV" on DTH: Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U1
- ସେପ୍ଟେମ୍ବର 2, 2024, ବରଗଡ (ଓଡ଼ିଶା) ରେ ହରବାଇସିଡ ଦ୍ୱାରା ନଷ୍ଟ ହୋଇଥିବା କୃଷକଙ୍କ ଧାନ ଫସଲ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ସ୍ଥାନୀୟ କୃଷକଙ୍କ ଧାନ ଫସଲ 5.36 ଏକର ଜମିରେ କ୍ଷେତରେ ଜରୁରୀକାଳୀନ ହରବାଇସିଡ ସ୍ପ୍ରେ କରିବା ପରେ ନଷ୍ଟ ହୋଇଯାଇଥିଲା। ବରଗଡ ଜିଲ୍ଲାର ଭେଡେନ ବ୍ଲକର ଦେଶଭଟଲି ପଞ୍ଚାୟତ ଅନ୍ତର୍ଗତ ଉଦପୁର ଠାରେ ଏହି ଘଟଣା ଘଟିଛି। ଏହି ପରିସ୍ଥିତି ଚାଷୀଙ୍କ ପରିବାର ପାଇଁ ବିପୁଳ ଆର୍ଥିକ ତଥା ଭାବପ୍ରବଣତା ସୃଷ୍ଟି କରିଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି ଏବଂ ଏହି କାର୍ଯ୍ୟ ପଛରେ ଦୋଷୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି। ଫସଲ ନଷ୍ଟ ପାଇଁ ନ୍ୟାୟ ଏବଂ କ୍ଷତିପୂରଣ ପାଇଁ କୃଷକ ନିବେଦନ କରିଛନ୍ତି। Farmer's Paddy Crop Destroyed by Herbicide in Udepur Mouja, Bargarh (Odisha). September 2, 2024: In a shocking incident, a local farmer's paddy crop spread across 5.36 acres was destroyed after someone sprayed Emergency Herbicide on the field. The incident occurred in Udepur Mouja, under Deshbhatli Panchayat of Bheden Block in Bargarh district. The situation has caused immense financial and emotional distress to the farmer's family.The local authorities have been informed, and an investigation is underway to identify the culprits behind this act. The farmer has appealed for justice and compensation for the loss of the crop.4
- ସୋନପୁର ଲଙ୍କା ପୋଡ଼ି1