Shuru
Apke Nagar Ki App…
ଆପଣଙ୍କ ଖବର - ବିଷମକଟକ ବ୍ଲକର ବିଭିନ୍ନ ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ହତାଶ ଚାଷୀ
Bhanja
ଆପଣଙ୍କ ଖବର - ବିଷମକଟକ ବ୍ଲକର ବିଭିନ୍ନ ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ହତାଶ ଚାଷୀ
More news from Bishamakatak and nearby areas
- ଆପଣଙ୍କ ଖବର - ବିଷମକଟକ ବ୍ଲକର ବିଭିନ୍ନ ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ହତାଶ ଚାଷୀ1
- ଅବ୍ୟବସ୍ଥା ରେ ପାଳିତ ହେଲା କଲ୍ୟାଣସିଂପୁର ଚଇତି ମହୋତ୍ସବ !1
- This Is Team Work1
- 100K VIEWS TARGET 🎯,🥹1
- And I felt that 🥹🧿😘1
- ମୈତ୍ରୀ କମ୍ପାନୀ ବିରୋଧ ଆନ୍ଦୋଳନ. ରାୟଗଡା. RAYAGADA. DEKNEWS10 ODISHA. DEKNEWS101
- 22 December 2024. କିଶ ମାସ ଓ ନିଉଏରେ। ଚନ୍ଦ୍ରପୁର ଚର୍ଚ୍ଚ 🙏🙏👍👍💒💒🎄🎄🎁🎆🎇1
- slug-ହାଟମୁନିଗୁଡା ଠାରେ ଖରିଫ ଧାନ ମଣ୍ଡି ଉଦ୍ ଘାଟିତ | ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡା ଜିଲା ବିଷମକଟକ ଲ୍ୟାମ୍ପ ଅଧିନସ୍ଥ ହାଟମୁନିଗୁଡା ଠାରେ ଖରିଫ ଧାନ ମଣ୍ଡି ଉଦ୍ ଘାଟିତ ହେଇଯାଇଛି |ବିଷମକଟକ ଲ୍ୟାମ୍ପ ଅଧିକାରି MD ସାନ୍ତୁନୁ ସାହୁ , ଉପସଭାପତି ଶ୍ରୀମତି ଅନିତା ପିଡିକାକା,RMC କର୍ମଚାରି ମିଳିତ ସ°ଯୋଜନା ର ଅନୁଷ୍ଟିତ କର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଷମକଟକ ତହସିଲଦାର ଶ୍ରୀଯୁକ୍ତ କେ ଭେଙ୍କେଟଶ୍ବର ରେଡି ଯୋଗ ଦେଇ ଥିଲେ | ତତ୍ ପରେ ଉପସଭା ପତି ଅନିତା ପିଡିକାକା ପ୍ରଦୀପ ପ୍ରଜଲନ କରିଥିଲେ ,ପ୍ରଦୀପ ପ୍ରଜଳନ ସରିଲା ପରେ ତହସିଲଦାର କେ ଭେଙ୍କେଟଶ୍ବର ରେଡି ନଡିଆ ବାଡେଇ ମଣ୍ଡି କୁ ଉଦ୍ଘାଟନ କରିଥିଲେ ,ତହସିଲ କେ ଭେଙ୍କେଟେଶ୍ବର ରେଡି ପଚାସ ମିନିଟ ଧରି ମଣ୍ଡିର ନିୟମବଳି ଓ ଏହାର କାର୍ଯ୍ୟକାରିତା କୁ ନେଇ ସରକାର ଙ୍କ ନୁଆ ନିୟମ ବିଷୟ ରେ ଅତି ପ୍ରାଞ୍ଜଳ ଭାବେ ଚାଷି ମାନଙ୍କୁ ବୁଝାଇ ଥିଲେ ,ଚାଷି ମାନେ ଯେଉଁ ପ୍ରଶ୍ନ କରୁଥିଲେ ତାହା ଅତି ସରଳ ଭବେ ତାହାର ଉତ୍ତର ପ୍ରଦାନ କରିଥିଲେ |ଏବ° MD ସାନ୍ତୁନୁ ସାହୁ ପ୍ରତି ଶୁକ୍ରବାର ଦୀନ ଧାନ କ୍ରୟ କରାଯିବ,ଟୋକେନ ଯାହାର ଥିବ ତାହାର କ୍ରୟ କରାଯିବ, ଟୋକେନ ର ସମୟ ସିମା ମାସେ ରହିବ , ବୋଲି ଚାଷି ମାନଙ୍କୁ ସୁଚନା ଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ ଲ୍ୟାମ୍ପ କର୍ମଚାରି,RMC କର୍ମଚାରି,ହାଟମୁନିଗୁଡା ଆର୍ ଆଇ,ପ୍ରାୟ ଶହେ ରୁ ଉର୍ଧ ଚାଷି ବାଦଲ କୁମାର ରଣା,ନାଗେଶ୍ବର ରାଓ,ରମେଶପାକି,ଡମ୍ବରୁ ପିଡିକାକା,ଜୋତି ସାହୁ ,ପ୍ରମୁଖ ଉପସ୍ଥିତ ରହି ମଣ୍ଡି ଉଦ୍ଘାଟନ ର ସହଯୋଗ କରିଥିଲେ ,4