Shuru
Apke Nagar Ki App…
ଜଗନ୍ନାଥ ଧାମ,ପୁରୀ
Ananda Meher
ଜଗନ୍ନାଥ ଧାମ,ପୁରୀ
More news from Dhama and nearby areas
- #ବରଫ_ଭିତରେ_ଯାହାଙ୍କ_ବାସ_ନାଁ_ତାଙ୍କର_ବାବା_ବଦ୍ରିନାଥ .. ପ୍ରବଳ ବରଫପାତ ଭିତରେ ଆହୁରି ସୁନ୍ଦର ଦିଶୁଛି ବାବା ବଦ୍ରିନାଥଙ୍କ ଧାମ । ବାବା ବଦ୍ରିବିଶାଳଙ୍କ ମନ୍ଦିରକୁ ବରଫ ଚାଦରରେ ଘୋଡ଼ାଇ ଦେଇଛି ପ୍ରକୃତିରାଣୀ1
- #ସାଇକେଲରେ_ଚାରି_ଧାମ_ଭ୍ରମଣ ସାଇକେଲରେ ଜାତୀୟ ପତାକା ଲଗାଇ ଚାରିଧାମ ଭ୍ରମଣରେ ୪ ସାଙ୍ଗ । ଚାରି ଧାମ ସହ ୧୨ ଜ୍ୟୋତିର୍ଲିଙ୍ଗ ପରିବ୍ରହ୍ମଣ କରିବାକୁ ରଖିଛନ୍ତି ଲକ୍ଷ୍ୟ । ଏବେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ଅଭିମୁଖେ ସାଇକେଲ ଆରୋହି1
- ମୋ ଗାଆଁ ସ୍ଵର୍ଣ୍ଣ କଳସକ୍ଷେତ୍ର ଯେଉଁଠି ଅଛି ପବିତ୍ର ଅତ୍ରିମୁନିଙ୍କ ଆଶ୍ରମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେଉଁ ବାଟ ଦେଇ ବନବାସ ଯାଇଥିଲେ।ଆଉ ଅତ୍ରି ମୁନିଙ୍କୁ ଦେଇ ଯାଇଥିଲେ ତିନିଗୋଟି ଶାଳଗ୍ରାମ ପୂଜିବା ପାଇଁ।ପରବର୍ତ୍ତୀ ସମୟରେ ଯେଉଁଠି ମନ୍ଦିର ତିଆରି ହେଇଥିଲା।ଆଉ ଅଦ୍ୟାବଧି ସେଠି ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣ ଆଉ ମାତା ସୀତା ରଘୁନାଥ ଜୀଉ ଧାମ ଭାବରେ ଯେଉଁ କ୍ଷେତ୍ର ପୁରା ଦେଶ ପ୍ରସିଦ୍ଧ।1
- ଆଜି ବକୁଳ ଲାଗି ଅମାବାସ୍ୟା (ବ୍ୟାଖ୍ୟା-ପଣ୍ଡିତ ରାଜେଶ ମହାପାତ୍ର) | JAY JAGANNATH TV ଜୟ ଜଗନ୍ନାଥ TV" କୁ ଆପଣମାନଙ୍କୁ ସ୍ୱାଗତ I "Jay Jagannath TV ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ ସିଧାପ୍ରସାରଣରେ ଦେଖନ୍ତୁ : ଭୋର 5ଟା ରୁ ଶ୍ରୀ ପତିତପାବନଙ୍କ ମଙ୍ଗଳ ଆଳତୀ ଓ ନୀଳଚକ୍ର ଦର୍ଶନ, ସଂଧ୍ୟା 5ଟା ରୁ ପତାକାଲାଗି LIVE ଦର୍ଶନ ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ର ସିଧା ପ୍ରସାରଣ I ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଏହା ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି..ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ Watch "JAY JAGANNATH TV" on DTH: Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U1
- ଖୋର୍ଦ୍ଧା : ପ୍ରାରମ୍ଭ କନସେପ୍ଟ ସ୍କୁଲ ର 5ମ ବାର୍ଷିକ ଉତ୍ସବ "ଧୁନ -୨୦୨୪" ବହୁ ଧୁମ୍ ଧାମ ରେ ପାଳିତ (27/12)1
- ନିଧି ବନର ବଣ ତୁଳସୀ, ବୃନ୍ଦାବନ ଧାମ1
- କାଳିଆ ନାମ କାଳିଆ ଧାମ #odia ଭଜନ1