Shuru
Apke Nagar Ki App…
ଆରମ୍ଭ ହେଲା ଦିଆଲି ପରବ |କାଶୀପୁର ବ୍ଲକ ସହର ଠାରୁ ଆରମ୍ଭ କରି ପୂର୍ଵପଲ୍ଲୀ ପର୍ଯ୍ୟନ୍ତ ଖୁସିର ମାହୋଲ
Jabrius Lugun
ଆରମ୍ଭ ହେଲା ଦିଆଲି ପରବ |କାଶୀପୁର ବ୍ଲକ ସହର ଠାରୁ ଆରମ୍ଭ କରି ପୂର୍ଵପଲ୍ଲୀ ପର୍ଯ୍ୟନ୍ତ ଖୁସିର ମାହୋଲ
More news from Kashipur and nearby areas
- ରାୟଗଡା!କାଶୀପୁର!ଉପଜିଲ୍ଲାପାଳ ଙ୍କ ଶୁଙ୍ଗେର ପଞ୍ଚାୟତ ଗସ୍ତ1
- ସୁରଭି ପ୍ରୋଗ୍ରାମ କାଶୀପୁର ୨୦୨୪1
- ଓଡିଶା ଡ୍ରାଇଭର୍ ମହାସଂଘ କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ରେ like comment share subscribe1
- 📖କାଶୀପୁର ଡ଼ାଇରୀ 📔Part - 23📔ଏକ ଆଦିବାସୀ ଅଞ୍ଚଳର କାହାଣୀ1
- ଆରମ୍ଭ ହେଲା ଦିଆଲି ପରବ |କାଶୀପୁର ବ୍ଲକ ସହର ଠାରୁ ଆରମ୍ଭ କରି ପୂର୍ଵପଲ୍ଲୀ ପର୍ଯ୍ୟନ୍ତ ଖୁସିର ମାହୋଲ1
- ଜୟପାଟଣା ପାଖରେ ରେଲୱେ ଟ୍ରାକ୍ ଏବଂ ବ୍ଲକ ସ୍ଥରରେ ଫ୍ରି କୋଚିଂ ଫ୍ରି ହଷ୍ଟେଲ ରହିଲେ ଭଲ ହୁଅନ୍ତା1
- ହଜାରିଡାଙ୍ଗ ପଞ୍ଚାୟତ ମାଣ୍ଡିଆ ବିକ୍ରୟ ସନ୍ଦେହ,,, ବ୍ଲକ ଏମ୍ ଆଇ ଙ୍କ ନାମରେ ଅଭିଯୋଗ,,, ଅଣି ଲେ ୮ୱାଡ ର ପଥର ଗ୍ରାମ ବାସିନ୍ଦା। ରିପୋର୍ଟର ନରୋତ୍ତମ ପାଢ଼ୀ ବିଷମକଟକ(:୩୦/୧୦) ରାୟଗଡ଼ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ ହାଜାରୀଡାଙ୍ଗ ଗ୍ରାମ ପଞ୍ଚାୟତ ରେ ଆଠ ନମ୍ବର ୱାର୍ଡର ପତରଗଡ ଗ୍ରାମ କୁ ମାଣ୍ଡିଆ ନ ଦେବା ଯୋଗୁଁ ବ୍ଲକ ଏମ୍ ଆଇ ଶ୍ରୀ ଦେବ ଦତ ଲେଙ୍କା ଙ୍କ ନାମରେ ବିକ୍ରୟ କରିଦେଇଥିବା ଓ ମାଣ୍ଡିଆ ମାଗିବାରୁ କୋଟୁ କଥା କହିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମ ବାସିମାନେ । ମାଣ୍ଡିଆ ନ ଦେଲେ କ'ଣ ସକ୍କି କାଟିଦେବେ କି,,,? ମାଣ୍ଡିଆ ନ ଦେଲେ କ'ଣ ଅସୁବିଧା ହୋଇଯିବ କି ,,,,? ଏହି ପରି ବିଭିନ୍ନ ପ୍ରକାରର କଟୁ କଥା ଗୁଡ଼ିକ ବିଷମକଟକ ବ୍ଲକ ଏମ୍ ଆଇ ଅଧିକାରୀ ଶ୍ରୀ ଦେବ ଦତ ଲେଙ୍କା କହିଥିବା ଏବଂ ତାହା ମଧ୍ୟ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟଙ୍କ ଫୋନ୍ କଲ୍ ସମୟରେ ସମସ୍ତ ଗ୍ରାମ ବାସିଙ୍କ ଉପସ୍ଥିତ ରେ କହିଥିବା ଆଜି ପତରଗଡ ଗ୍ରାମ ବାସିମାନେ ଅଭିଯୋଗ ଆଣିଛନ୍ତି। ଗ୍ରାମ ବାସିନ୍ଦା ଙ୍କ ପ୍ରତିକ୍ରିୟା ପାଇବା ପରେ ଆମେ ବ୍ଲକ ଏମ୍ ଆଇ ଅଧିକାରୀ ଶ୍ରୀ ଦେବ ଦତ ଲେଙ୍କା ଙ୍କୁ ଫୋନ ମାଧ୍ୟମରେ ପଚାରିବାରୁ ସେ ଏହି ଅଭିଯୋଗ ଟି ସମ୍ପୁର୍ଣ୍ଣ ମିଥ୍ୟା ଓ ଆକୃଷ୍ଟ ଅଟେ ମୁଁ କେବଳ ସରକାର ଙ୍କ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିଛି ମୋ ଦାରା କୋୖଣସି ଖରାପ ବ୍ୟବହାର ହୋଇନାହିଁ କହିଛନ୍ତି । ଏପଟେ ଗ୍ରାମ ବାସିନ୍ଦାଙ୍କ କହିବା ଅନୁଯାୟୀ ଆଜି କୁ ପ୍ରାୟ ଏକମାସ ବିତିଯାଇଥିଲେ ମଧ୍ୟ ହାଜାରିଡାଙ୍ଗ ଗ୍ରାମ ପଞ୍ଚାୟତ ର ୧୧ ଟି ୱାର୍ଡ ମଧ୍ୟରୁ ୧୦ ଟି ୱାର୍ଡକୁ ମାଣ୍ଡିଆ ଦିଆଗଲା କିନ୍ତୁ ଆମ ୱାର୍ଡ କୁ କାହିଁକି ଆଜି ଯାଏଁ ମାଣ୍ଡିଆ ଦିଆଯାଉ ନାହିଁ । କ'ଣ ଆମେ ମଣିଷ ନାହିଁ କି ? କ'ଣ ଆମେ ନିର୍ବାଚନ ରେ ଭୋଟ୍ ଦେଇନୁ କି ? କ'ଣ ସରକାର ଆମ ଗ୍ରାମ ପାଇଁ ମାଣ୍ଡିଆ ପଠାଇ ନାହାନ୍ତି କି ? ଏହିପରି ଅନେକ ଅଭିଯୋଗ ଆଣିଛନ୍ତି ଗ୍ରାମ ବାସିମାନେ। ଉକ୍ତ ଗ୍ରମକୁ ମାଣ୍ଡିଆ ନ ଦେବାର ଉଦେଶ୍ୟ କ'ଣ ରହିଛି। ଏହି ଉଦେଶ୍ୟ ରେ କାହାର ହାତ ରହିଛି ତାହା ଯଥା ଶୀଘ୍ର ଅନୁସନ୍ଧାନ କରାଯାଉ ଏବଂ ଏହାର ସମାଧାନ କରାଯାଉ ନଚେତ୍ ଆଗାମୀ ଦିନରେ ଗ୍ରାମ ବାସିମାନେ ବ୍ଲକ ଏବଂ ପଞ୍ଚାୟତ ଘେରାଉ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ମାନେ ଆଜି ବ୍ଲକ ପ୍ରଶାସନ ଙ୍କୁ ଜଣାଇଛନ୍ତି ।4
- JHO JHO BARSHA PANI 💦 (30.10.2023)1