Shuru
Apke Nagar Ki App…
🥰 Cute Baby Girl Order Drawing From📍ଓଡ଼ିଶା, ଗଜପତି artistjayshankar
Guna Pradhan
🥰 Cute Baby Girl Order Drawing From📍ଓଡ଼ିଶା, ଗଜପତି artistjayshankar
More news from Gajapati and nearby areas
- ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ l ଗଜପତି ଜିଲ୍ଲା ଅଡବା ଥାନା ନଳାଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା l ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରି ବିରୀକୋଟ ମେଡିକାଲରେ ଭର୍ତ୍ତି କରିଛନ୍ତି । ଖୋର୍ଦ୍ଧାରୁ ରାୟଗଡ଼ା ଜିଲ୍ଲା ଟିକିରି ଅଭିମୁଖେ ଯାଉଥିବା ଥଣ୍ଡା ପାନୀୟ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।1
- ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ଅଞ୍ଚଳ ଗୁଲୁବାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ। ସରକାର ଆଦିବାସୀ ଛାତ୍ରଙ୍କ ନିମନ୍ତେ ଶିକ୍ଷାର ବିକାଶ ଲାଗି କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି ଏହି ଅଞ୍ଚଳରେ। କିନ୍ତୁ କିଛି ଅସାଧୁ ଶିକ୍ଷକଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି।1
- ପ୍ରଶଂସାରେ ଶତମୁଖ ଲାଞ୍ଜିଆ ସୌରା ଯୁବକ । ଜନ୍ମ ପ୍ରମାଣପତ୍ର ପାଇବା ହେଲା ସହଜ । କୁରୁଗୁଡ଼ା ଗ୍ରାମରେ ପିଏମ୍ ଜନମନ କାର୍ଯ୍ୟକ୍ରମର ଅନନ୍ୟ ସଫଳତା ।4
- Crime Corner ଭିଜିଲାନ୍ସ ଦେଖି JE ଛାନିଆ, ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ଭିଜିଲାନ୍ସ ଜାଲରେ ରାୟଗଡ଼ା କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଶେଷ ଖବର ସୁଦ୍ଧା ଘରୁ ମିଳିଛି ୨୫ ଭରି ସୁନା, ନଗଦ ୧୪.୮୦ ଲକ୍ଷ ଟଙ୍କା, JEଙ୍କ ଟିକିରିରେ ଆନୁମାନିକ କୋଟିଏ ଟଙ୍କାର ୩ ମହଲା କୋଠା, ରାୟଗଡ଼ାରେ ପତ୍ନୀଙ୍କ ନାଁରେ ୪ଟି ଦାମୀ ପ୍ଲଟ୍, ଭିଜିଲାନ୍ସ ୨ଟି ଲେଖାଏଁ ୨ ଚକିଆ ଓ ୪ ଚକିଆ ଗାଡ଼ି ଜବତ୍1
- ଦିନକୁ ଦିନ ପରିବେଶ ନଷ୍ଟ ହେବା ସାଙ୍ଗକୁ ଜଙ୍ଗଲ ମଧ୍ୟ ନଷ୍ଟ ହେବାରେ ଲାଗିଛି । ବୃକ୍ଷ ହିଁ ଜୀବନ ବୋଲି କୁହାଯାଉଛି । ତଥାପି ଜଙ୍ଗଲ ସୃଷ୍ଟି ହୋଇପାରୁ ନାହିଁ । ହେଲେ କିନ୍ତୁ ଗଂଜାମ ଜିଲ୍ଲା ଅ।ସିକା ବ୍ଲକ ବାବନପୁର ଗ୍ରାମ ପଂଚାୟତର ସରପଂଚ ସଂଜୟ କୁମାର ନାଏକ ଗଛର ମଣିଷ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । କାରଣ ସେ ପ୍ରକୃତିକୁ ବଂଚାଇ ରଖିବା ପାଇଁ ଗାଁ ଗାଁରେ ବୃକ୍ଷ ରୋପଣ କରିବା ସହ ନିଜ ଗାଡିରେ ବୃକ୍ଷ ରୋପଣର ସଚେତନତା ବାର୍ତ୍ତା ଲଗାଇ ଘୁରି ବୁଲନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ସେ ଉଦାହରଣ ପାଲିଛନ୍ତି ।1
- फेसबुक, इंस्टा या वॉट्सऐपः2024 में सबसे ज्यादा इस्तेमाल किसका ? #thesankshep #year2024 #socialmedia #ActiveUsers #facebook #instagram #WhatsApp #Youtube #Telegram #snapchat #socialmediausers #EveningNews1
- ଭୁବନେଶ୍ୱର : ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ "କନ୍ଧମାଳ -ଗଜପତି ଯୋଜନାରେ" ସାମିଲକରି ସ୍ୱତନ୍ତ୍ର ଆର୍ଥିକ ଅନୁଦାନର ବ୍ୟବସ୍ଥା କରିବାପାଇଁ ବିଧାନ ସଭାରେ ନିଜର ଯୁକ୍ତି ରଖିବା ଅବସରରେ ମାନ୍ୟବର ବିଧାୟକ ଶ୍ରୀ #ରମେଶ_ଚନ୍ଦ୍ର_ବେହେରା l1
- 🥰 Cute Baby Girl Order Drawing From📍ଓଡ଼ିଶା, ଗଜପତି artistjayshankar1