Shuru
Apke Nagar Ki App…
ଖଣ୍ଡପଡ଼ା ଏନଏସି ୧୨ ନଂ ୱାର୍ଡ଼ ସ୍ଥିତ ଗୋଳାପୋଖରୀ ରାସ୍ତାରେ ଲାଗିଥିବା ଷ୍ଟ୍ରିଟଲାଇଟ ଗୁଡିକୁ ଚୋରିକରିନେଇଛନ୍ତି l
Mukesh Dash
ଖଣ୍ଡପଡ଼ା ଏନଏସି ୧୨ ନଂ ୱାର୍ଡ଼ ସ୍ଥିତ ଗୋଳାପୋଖରୀ ରାସ୍ତାରେ ଲାଗିଥିବା ଷ୍ଟ୍ରିଟଲାଇଟ ଗୁଡିକୁ ଚୋରିକରିନେଇଛନ୍ତି l
More news from Khandapada and nearby areas
- ଖଣ୍ଡପଡ଼ା ଏନଏସି ୧୨ ନଂ ୱାର୍ଡ଼ ସ୍ଥିତ ଗୋଳାପୋଖରୀ ରାସ୍ତାରେ ଲାଗିଥିବା ଷ୍ଟ୍ରିଟଲାଇଟ ଗୁଡିକୁ ଚୋରିକରିନେଇଛନ୍ତି l1
- ନୟାଗଡ ସହରରେ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।1
- ଉତ୍ତରପ୍ରଦେଶର କାନପୁର ଜଗନ୍ନାଥ ମନ୍ଦିରରେ ସତସଙ୍ଗ କାର୍ଯ୍ୟକ୍ରମ || #uttarpradesh #kanpur #jagannath Mandir1
- 🥰🥰🙏(ଜନ୍ମାଷ୍ଟମୀ#ଓ ନନ୍ଦୋତ୍ସବ )🙏😔😘#( ନୟାଗଡ) 🥰(ବାଲୁଗାଁ)❤️💯#1
- (ଜନ୍ମାଷ୍ଟମୀ#ଓ ନନ୍ଦୋତ୍ସବ )🙏😔😘#( ନୟାଗଡ) 🥰(ବାଲୁଗାଁ)❤️💯1
- ରାମନାଟକ ଯାତ୍ରା ବୋଲଗଡ଼ /Ramnatak jatra Labakusha Janam ଲବକୁଶ ଜନ୍ମ1
- ନୀଳ ମାଧବ ମନ୍ଦିର ନୟାଗଡ1
- #ନୟାଗଡ଼ରେ ଜାତୀୟ କ୍ରୀଡା ଦିବସ ପାଳିତ #khandapadabarta# #latestupdates# ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିଵସ ଅବସରରେ ସାରା ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଥିବା ବେଳେ ନୟାଗଡ଼ରେ ମଧ୍ୟ ଏହି ଜାତୀୟ କ୍ରୀଡା ଦିବସକୁ ପାଳନ କରାଯାଇଛି। ଏହି ଅବସରରେ ସକାଳ ୭ଘଟିକା ସମୟରେ ନୟାଗଡ଼ ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରା ନୟାଗଡ଼ର କ୍ରୀଡ଼ାପ୍ରେମୀ, ଛାତ୍ରାବାସର ଅନ୍ତେବାସୀଙ୍କୁ ନେଇ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ପରେ ପରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ଓ ସ୍ଥାନୀୟ ଫୁଟବଲ ଖେଳାଳିଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ବିଜୟ ଲାଭ କରିଥିଲା। ଅପରାହ୍ନରେ ନୟାଗଡ଼ ଜିଲ୍ଲା ରଣପୁର ଠାରେ ଫୁଟବଲ, ହକି ଓ ଭଲିବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ପୁରୀ ସମ୍ବିତ ପାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକ ତଥା ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।1