Shuru
Apke Nagar Ki App…
ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ସାପୁଆ କେନାଲରେ ଫସିଲା ମା ଓ ଛୁଆ ହାତୀ, ଉଦ୍ଧାର କଲା ବନବିଭାଗ
Atisay Chhapadia
ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ସାପୁଆ କେନାଲରେ ଫସିଲା ମା ଓ ଛୁଆ ହାତୀ, ଉଦ୍ଧାର କଲା ବନବିଭାଗ
- AAMARJEETAnugul, Odisha😢1 day ago
More news from Hindol and nearby areas
- ଠକେଇ ଅଭିଯୋଗ ଜଣେ କୋର୍ଟଚାଲାଣ #CMO_Odisha #Odisha_Police #angul_dm #sp_angul #dgpodisha ଠକେଇ ଅଭିଯୋଗରେ ଅନୁଗୋଳ ଟାଉନ୍ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାଳା କୁରୁମିଠା ଗ୍ରାମର ଶିବାନନ୍ଦ ବାରିକ।1
- ଢେଙ୍କାନାଳ : ହିନ୍ଦୋଳ ଏନ.ଏ.ସି ମାତାରିଣୀ ମୋବାଇଲ ଓ ଜେରକ୍ସ ଦୋକାନ ରୁ ବହୂ ସାମଗ୍ରୀ ଚୋରି1
- ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ଏହି ବାଟ ଦେଇ ଯାଉଥିବା ବେଳେ ଛୁଆ ହାତୀ କେନାଲ ଭିତରକୁ ଖସି ପଡ଼ିଥିଲା। ପରେ ମା' ହାତୀ ତାକୁ ଉଦ୍ଧାର କରିବାକୁ ଯାଇ, ସେ ମଧ୍ୟ କେନାଲ ଭିତରକୁ ପଳାଇଥିଲା । ପରେ ଦୁଇ ଜଣ କେନାଲରେ ଭିତରେ ଫସି ଯାଇଥିଲେ। ସେପଟେ ଦୀର୍ଘ ସମୟର କସରତ ପରେ ଉଦ୍ଧାର କଲା ବନବିଭାଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ା ଠାରେ ସାପୁଆ ମୁଖ୍ୟ କେନାଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଲହଡା ବନାଞ୍ଚଳ ସାପୁଆ କେନାଲ ଦେଇ ହାତୀପଲ ଯାଉଥିବା ବେଳେ, ମା ଓ ଛୁଆ ହାତୀ କେନାଲ ଭିତରେ ଖସି ପଡ଼ିଥିଲେ !ବହୁ ଚେଷ୍ଟା କରିଥିଲେ ବି ମା ଓ ଛୁଆ ହାତୀ କେନାଲ ଭିତରୁ ବାହାରି ପାରି ନ ଥିଲେ। ଖବର ପାଇ ବନବିଭାଗ ପହଂଚି କେନାଲକୁ ଜେସିବି ସାହାଯ୍ୟରେ ଖୋଳି ମାଆ ଓ ଛୁଆ ହାତୀକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ1
- ସ୍ୱପ୍ନର ମହଲ ସ୍ଵପ୍ନ ମହଲ ଆଜି ଦ୍ୱିତୀୟ ରଜନୀରେ ଖମାର, ଅନୁଗୁଳ ରଙ୍ଗୀନ୍ ରଙ୍ଗ ମଞ୍ଚରେ. ବାଜିମାତ କରିବ ତାର ବହୁ ଚର୍ଚ୍ଚିତ ନାଟକ1
- ଅନୁଗୁଳ ପୌରପାଳିକା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ...1
- ଆରମ୍ଭ ହୋଇଛି ପାର୍ବଣ ଋତୁ । ଚଳଚଞ୍ଚଳ ହେଲାଣି ମୂର୍ତ୍ତିଶାଳ । ନଡା ,ବାଉଁଶ ,ମାଟି ,ସୁତୁଲି ,ରଙ୍ଗ ଆଦି ଉପକରଣ ଏକାଠି କରି ଚାଲିଛି ମୂର୍ତ୍ତିଗଢ଼ା । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ଏବେ ମାଟି ମୂର୍ତ୍ତି ତିଆରିରେ ନିମଗ୍ନ ଶିଳ୍ପୀ । ବେଶୀ ଉତ୍ସାହ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳର ମୁନା ମହାରଣାଙ୍କ ମୃତ୍ତିକା ଶିଳ୍ପରେ ।1
- ହିନ୍ଦୋଳ: ଲହଡା ଗ୍ରାମ ସାପୁଆ ମେନ କେନାଲରେ 6 ଘଣ୍ଟା ଧରି ଫସି ରହିଥିବା ମା ଓ ଛୁଆ ହାତୀ ଉଦ୍ଧାର.1