Shuru
Apke Nagar Ki App…
🏥 ଘରୋଇ ହସ୍ପିଟାଲ ବିରୋଧରେ ସାଂଘାତିକ ଅଭିଯୋଗ! ୯ ବର୍ଷର ଶିଶୁର ମୃତ୍ୟୁକୁ ନେଇ ନ୍ୟାୟ ଦାବିରେ ରାସ୍ତାରେ ପରିବାର 📍 ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ବିରୋଧରେ ଚିକିତ୍ସା ଅବହେଳାର ଗୁରୁତର ଅଭିଯୋଗ ଆସିଛି। ପରିବାରର ଅଭିଯୋଗ ଅନୁସାରେ, ଚିକିତ୍ସାରେ ଅବହେଳା ଯୋଗୁଁ ୯ ବର୍ଷର ଜଣେ ଶିଶୁର ମୃତ୍ୟୁ ଘଟିଛି। ଘଟଣା ପରେ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ପ୍ରତିବାଦ କରି ନ୍ୟାୟ ଦାବି କରିଛନ୍ତି।
Rajib Behera
🏥 ଘରୋଇ ହସ୍ପିଟାଲ ବିରୋଧରେ ସାଂଘାତିକ ଅଭିଯୋଗ! ୯ ବର୍ଷର ଶିଶୁର ମୃତ୍ୟୁକୁ ନେଇ ନ୍ୟାୟ ଦାବିରେ ରାସ୍ତାରେ ପରିବାର 📍 ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ବିରୋଧରେ ଚିକିତ୍ସା ଅବହେଳାର ଗୁରୁତର ଅଭିଯୋଗ ଆସିଛି। ପରିବାରର ଅଭିଯୋଗ ଅନୁସାରେ, ଚିକିତ୍ସାରେ ଅବହେଳା ଯୋଗୁଁ ୯ ବର୍ଷର ଜଣେ ଶିଶୁର ମୃତ୍ୟୁ ଘଟିଛି। ଘଟଣା ପରେ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ପ୍ରତିବାଦ କରି ନ୍ୟାୟ ଦାବି କରିଛନ୍ତି।
More news from ଓଡ଼ିଶା and nearby areas
- ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଇଡ଼ଦା ପଂଚାୟତ ଦେପଦା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆସିଥିବା ଟଙ୍କା ଦେବେ ବୋଲି କହି ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ1
- ପୁରଣୀଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ; ମାଡ଼ି ଦଳି ଦେଲେ ଧାନ ଫସଲ, ଭୟରେ ଗ୍ରାମବାସୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ପୁରଣୀଆ ଓ ଏହାର ଆଖପାଖ ଅଞ୍ଚଳରେ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ଧରି ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଏହି ଅଞ୍ଚଳରେ ଅବସ୍ଥାନ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମ ନିକଟସ୍ଥ ଧାନ ବିଲରେ ପଶି ଫସଲକୁ ନଷ୍ଟ କରିଦେଉଛନ୍ତି। କଷ୍ଟାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହେଉଥିବାରୁ ଚାଷୀମାନେ ନାହିଁନଥିବା ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ, ସନ୍ଧ୍ୟା ନଦେଉଣୁ ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।1
- ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।1
- ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।1
- ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ ପଲଥିନ ତଳେ ଚାଲିଛି ତହସିଲ କାର୍ଯ୍ୟାଳୟ, ପାଣି ଗଳି ଦସ୍ତାବିଜ ନଷ୍ଟ ହେବା ଆଶଙ୍କା l ସିମୁଳିଆ1
- କଉଠିକି ଜୀବ, ଆଜି ଟ୍ରାନ୍ସଫର କରିବି, ସବୁ ପୋଲ ଖୋଲି ତାଗିଦ କଲେ1
- ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।1
- ବୁଢ଼ାବଳଙ୍ଗ ନଦୀର ବନ୍ୟା, ସଦର ବ୍ଳକରେ ଅନେକ ଅଞ୍ଚଳ ଜଳମଗ୍ନ, ଜଳବନ୍ଦୀ ରେ ଥିବା ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ବିଧାୟକ।1