ଭାତୀୟ ଯୋଗ ସଂସ୍ଥାନର ୬୦ତମ ପ୍ରତିଷ୍ଠା ଦିବସ ସହିତ ଡେଙ୍କାନାଳ ଯୋଗ ଜିଲାର ୧୧ତମ ବାର୍ଷିକ ଉତ୍ସବ ପାଳିତ ଅଜି ତା.12.04.2026 ରିଖ ରବିବାର, ଲେଖକ ସଂସଦ ଠାରେ ଭାରତୀୟ ଯୋଗ ସଂସ୍ଥାନ ର 60 ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର 11 ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି | ଏଥିରେ ଓଡ଼ିଶାର ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ମହୋଦୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୋଗ ଦ୍ୱାରା ଲାଭ କହିଥିଲେ | ଏଥି ସହିତ ଶ୍ରୀ ବସନ୍ତ ପଟ୍ଟନାୟକ ମହୋଦୟ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର ଜ଼ିଲ୍ଲା ପ୍ରଧାନ ସୁଶୀଲ କୁମାର ପଣ୍ଡା ଜି ଓ଼ମଂଙ୍କାର ଧ୍ୱନି ଗାୟତ୍ରୀ ମନ୍ତ୍ର, ଜ଼ିଲ୍କା ଉପପ୍ରଧାନ ରଘୁନନାଥ ତ୍ରିପାଠୀ ଜି ପରିଚାଳନା କାରିଥିଲେ, ଦିଲିପ କୁମାର ମହାନ୍ତି ଜି ଅନୁଲୋମ ବିଲୋମ, ଡା : N. C. Rout ଜି, ଭ୍ରାମରି ଓ କ୍ଷେତ୍ର ଅଧିକାରି , ଡା : ଧରମା ନନ୍ଦପୃଷ୍ଟି ଜି, ପ୍ରତାପ ପତି ଜି, ଇନ୍ଦିରା ଜି, ଶରତ ଲେଙ୍କା ଜି, ସ୍ମିତା ଜି, ଅଞ୍ଜଳି ଜି, ଉମେଶ ଜି ଅସନ କରାଇଥିଲେ | କେନ୍ଦ୍ର ପ୍ରମୁଖ ମନେ ସ୍ୱାଗତ ସଂଗୀତ ଗାନ କରିଥିଲେ ଶେଷରେ ଡା : ପୀତବାସ ଷଡ଼ଙ୍ଗୀ ଜି ଧନ୍ୟବାଦ ଓ ଜ଼ିଲ୍କା ପ୍ରଧାନ ଶାନ୍ତି ପାଠ କାରିଥିଲେ ସକାଳ, 6.00 ଟା ଠାରୁ 7.45 ପଯ୍ୟନ୍ତ ସମସ୍ଥ ସାଧକ ସାଧିକା ଶତାଧିକ ଉପସ୍ଥିତ ରହି | ଉକ୍ତ ସ୍ଥାପନା ଓ ବାର୍ଷିକ ଉତ୍ସବ ଟିକୁ ଧୁମ ଧାମ ରେ ପାଳନ କରି ଜଳପାନ କରି ପତ୍ୟାବର୍ତ୍ତନ କରିଥିଲେ ଓ ପ୍ରାନ୍ତପ୍ରଧାନ ଶ୍ରୀ ସୁରେଶ ମହାପାତ୍ର ଜି, ଆମ୍ଭ ମାନଙ୍କୁଯୋଗ ର ମାର୍ଗ ଦର୍ଶନ କାରିଥିଲେ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଢେଙ୍କାନାଳ ଯୋଗ ଜ଼ିଲ୍ଲା ଉପପ୍ରଧାନ ରଘୁନାଥ ତ୍ରିପାଠୀ l

- ୯୨ ବର୍ଷ ବୟସରେ ଆଖି ବୁଜିଲେ ବିଶିଷ୍ଠ କଣ୍ଠ ଶିଳ୍ପୀ ଆଶା ଭୋସଲେ1
- Post by Sonepur news khulasa1
- Post by Ranjan hota1
- MGNREGA काम में लापरवाही #Bamrablock MGNREGA काम में लापरवाही 10 लाख के काम में घोटाला#Bamrablock1
- Post by SonepurSambad1
- Gali mein दो-तीन bar complaint De chuka hun Koi solution nahin ho raha hai agar ho sake to isko thoda jaldi saaf karaea Mera SMC se yahi request hai isko thoda jaldi theek karaea4
- Post by Sonepur news khulasa1
- Post by SonepurSambad1
- नारी शक्ति का सम्मान, सशक्त लोकतंत्र की पहचान। आज पुरी में माताओं-बहनों ने 9667173333 पर मिस्ड कॉल करके नारी शक्ति वंदन अधिनियम को समर्थन किया। #NariShaktiVandan #WomenEmpowerment1