Shuru
Apke Nagar Ki App…
କପିଳାସ ରାସ୍ତାର ସୁନ୍ଦରୀଖାଲ ନିକଟ ଦୁର୍ଘଟଣାର ସ୍ୱାମୀ ଗୁରୁତର ସ୍ତ୍ରୀ ମୃତ ଢେଙ୍କାନାଳ ସହର ଠାରୁ କିଛି ଦୂର କପିଳାସ ରାସ୍ତାର ସୁନ୍ଦରୀ ଖାଇ ନିକଟ ଦୁର୍ଘଟଣାରେ ସ୍ୱାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଯୋଗନ୍ଦା ଚିରୁଳେଇ ଗ୍ରାମର ଶଙ୍କର୍ଷଣ ସାହୁ ତାଙ୍କ ପତ୍ନୀ ଗୀତାଞ୍ଜଳି ସାହୁଙ୍କୁ ବାଇକରେ ନେଇ କୌଣସି କାମରେ ଢେଙ୍କାନାଳକୁ ଆସୁଥିଲେ। ସୁନ୍ଦରୀ ଖାଲ ନିକଟରେ ହଠାତ ମୁଣ୍ଡ ବୁଲାଇବାରୁ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲେ । ଯାହାଦ୍ଵାରା ସ୍ଥାନୀୟ ଲୋକେ ଦମ୍ପତିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ପ୍ରାଥମିକ ଚିକିତ୍ସା ପରେ ପତ୍ନୀ ଗୀତାଞ୍ଜଳୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶଙ୍କର୍ଷଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି।
Amani Sahoo

More news from ଓଡ଼ିଶା and nearby areas
- ଢେଙ୍କାନାଳ ସଦର ଥାନା ଦୁଦୁକାଟେଣୀ ଗ୍ରାମ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଗାଇ ଜଗୁଆଳୀ ବଟକୃଷ୍ଣ ସାହୁ ବୋଲି ଜଣାପଡିଛି।1
- ଢେଙ୍କାନାଳ ସହରର ଜୁବୁଲି ଟାଉନ ସ୍ଥିତ ଯଦୁପତି ବି ହାର ଠାରେ ଅବସ୍ଥିତ ରାଧା କୣଷ୍ଣ ମନ୍ଦିର ବ୍ରହ୍ମଣୀ ଦେଇ ଠାରୁ ଐକ ବିରାଟ ଶେଭାଯାତ୍ରା ସହର ପରିକ୍ରମା କରି ବଡ ଧୁମ ଧାମ ସହ ସହର ପରିକ୍ରମା କରିଥିଲେ ଐଥିରେ ଡିଜେ ବାଜା ସଂକିତ୍ତନ ମଣ୍ଢଳୀ ପ୍ରାୟ ସତର ଟି ଲଉଡି ଦଳ ଯେଗଦାନ କରିଥିଲେ ରାଧାରାଣୀ କୣଣ୍ଣଙ୍କ ଜୟ ଜୟକାର ରାମନାମ ରେ ସହରରେ ଏକ ମଧୁର ପରିବେଶ ସ୍ତଷ୍ଟି ହୋଇଥିଲା1
- Post by Dhenkanal News1
- ଢେଙ୍କାନାଳ ଗଁଦିଆ ବ୍ଲକରେ ଭିର୍ଣ୍ଣକ୍ଷମ ଙ୍କୁ ସହଯୋଗ ର ହାତ ବଢ଼ାଇଲା ମାରୁତି ସେନା ଘଟଣା ର ତଦନ୍ତ କରୁଛି ମାରୁତି ସେନା ଭିନ୍ନକ୍ଷମ ଙ୍କୁ ମିଳୁନି ଆବାସ ଜିଲ୍ଲା ପାଳଙ୍କୁ ସୂଚନା ଯୋଗାଇଲା ମାରୁତି ସେନା1
- Post by BL News1
- ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା। ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।1
- Post by Aritkumar Mohapatra1
- ଢେଙ୍କାନାଳ ସହର ଠାରୁ କିଛି ଦୂର କପିଳାସ ରାସ୍ତାର ସୁନ୍ଦରୀ ଖାଇ ନିକଟ ଦୁର୍ଘଟଣାରେ ସ୍ୱାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଯୋଗନ୍ଦା ଚିରୁଳେଇ ଗ୍ରାମର ଶଙ୍କର୍ଷଣ ସାହୁ ତାଙ୍କ ପତ୍ନୀ ଗୀତାଞ୍ଜଳି ସାହୁଙ୍କୁ ବାଇକରେ ନେଇ କୌଣସି କାମରେ ଢେଙ୍କାନାଳକୁ ଆସୁଥିଲେ। ସୁନ୍ଦରୀ ଖାଲ ନିକଟରେ ହଠାତ ମୁଣ୍ଡ ବୁଲାଇବାରୁ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲେ । ଯାହାଦ୍ଵାରା ସ୍ଥାନୀୟ ଲୋକେ ଦମ୍ପତିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ପ୍ରାଥମିକ ଚିକିତ୍ସା ପରେ ପତ୍ନୀ ଗୀତାଞ୍ଜଳୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶଙ୍କର୍ଷଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି।1