ଇନ୍ସପେକ୍ଟର ସ୍ତରରେ ଅଦଳବଦଳ। ଢେଙ୍କାନାଳ ଜିଲ୍ଲା ପୋଲିସରେ ସୋମବାର ସନ୍ଧ୍ୟାରେ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ। ଢେଙ୍କାନାଳ ଜିଲ୍ଲା ପୋଲିସରେ ସୋମବାର ସନ୍ଧ୍ୟାରେ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି। ପରଜଙ୍ଗ ଥାନା ଅଧିକାରୀ ଧୀରେନ ବେହେରା ଟାଉନ ଥାନାର ନୂତନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ସାଇବର ଥାନା ଅଧିକାରୀ ଚାରୁଲତା ବେହେରା ବାଲିମି ଥାନା ଅଧିକାରୀ ଭାବେ ବଦଳି ହୋଇଛନ୍ତି। ସଦର ଥାନା ଅଧିକାରୀ ନିରୋଦ କୁମାର ମଲ୍ଲିକ କଣ୍ଟାବଣିଆ ଥାନା ଅଧିକାରୀ ଭାବେ ବଦଳି ହୋଇଛନ୍ତି। ଭାପୁର ଫାଣ୍ଡି ଦାୟିତ୍ବରେ ଥିବା ଇନ୍ସପେକ୍ଟର ବିଶ୍ବରଞ୍ଜନ ମହାନ୍ତିଙ୍କୁ ରାସୋଳ ଥାନା ଅଧିକାରୀ ଭାବେ ବଦଳି ହୋଇଛନ୍ତି। ସୁରପ୍ରତାପପୁର ଫାଣ୍ଡି ଦାୟିତ୍ୱରେ ଥିବା ଇନ୍ସପେକ୍ଟର ସୁବ୍ରତ କୁମାର ସାହୁଙ୍କର ପରଜଙ୍ଗ ଥାନା ଅଧିକାରୀଭାବେ ବଦଳି ହୋଇଛି। କଣ୍ଟା ବଣିଆଥାନା ଅଧିକାରୀ ତୁଳସୀ ମଞ୍ଜରୀ ଭୂୟାଁଙ୍କୁ ଭାପୁର ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସେହିପରି ଟାଉନ ଥାନାର ଅତିରିକ୍ତ ଅଧିକାରୀ ମଧୁସ୍ମିତା ନାଥ ଶର୍ମାଙ୍କୁ ସାଇବର ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ଜିଲ୍ଲା ପୋଲିସ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଇନ୍ସପେକ୍ଟର ସ୍ତରରେ ଅଦଳବଦଳ। ଢେଙ୍କାନାଳ ଜିଲ୍ଲା ପୋଲିସରେ ସୋମବାର ସନ୍ଧ୍ୟାରେ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ। ଢେଙ୍କାନାଳ ଜିଲ୍ଲା ପୋଲିସରେ ସୋମବାର ସନ୍ଧ୍ୟାରେ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି। ପରଜଙ୍ଗ ଥାନା ଅଧିକାରୀ ଧୀରେନ ବେହେରା ଟାଉନ ଥାନାର ନୂତନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ସାଇବର ଥାନା ଅଧିକାରୀ ଚାରୁଲତା ବେହେରା ବାଲିମି ଥାନା ଅଧିକାରୀ ଭାବେ ବଦଳି ହୋଇଛନ୍ତି। ସଦର ଥାନା ଅଧିକାରୀ ନିରୋଦ କୁମାର ମଲ୍ଲିକ କଣ୍ଟାବଣିଆ ଥାନା ଅଧିକାରୀ ଭାବେ ବଦଳି ହୋଇଛନ୍ତି।
ଭାପୁର ଫାଣ୍ଡି ଦାୟିତ୍ବରେ ଥିବା ଇନ୍ସପେକ୍ଟର ବିଶ୍ବରଞ୍ଜନ ମହାନ୍ତିଙ୍କୁ ରାସୋଳ ଥାନା ଅଧିକାରୀ ଭାବେ ବଦଳି ହୋଇଛନ୍ତି। ସୁରପ୍ରତାପପୁର ଫାଣ୍ଡି ଦାୟିତ୍ୱରେ ଥିବା ଇନ୍ସପେକ୍ଟର ସୁବ୍ରତ କୁମାର ସାହୁଙ୍କର ପରଜଙ୍ଗ ଥାନା ଅଧିକାରୀଭାବେ ବଦଳି ହୋଇଛି। କଣ୍ଟା ବଣିଆଥାନା ଅଧିକାରୀ ତୁଳସୀ ମଞ୍ଜରୀ ଭୂୟାଁଙ୍କୁ ଭାପୁର ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସେହିପରି ଟାଉନ ଥାନାର ଅତିରିକ୍ତ ଅଧିକାରୀ ମଧୁସ୍ମିତା ନାଥ ଶର୍ମାଙ୍କୁ ସାଇବର ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ଜିଲ୍ଲା ପୋଲିସ ବିଭାଗ ସୂତ୍ରରୁ ଜଣାପଡ଼ିଛି।
- Post by Dipak Kumar Nayak2
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଭୁବନ ଥାନା ମାଳପୁର ଗ୍ରାମର ଯୁବକ ଆଲୋକ ସାମଲ ଗୁରୁତର ଭାବେ ଭର୍ତ୍ତି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ,ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଆଲୋକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି, ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ ମାଳପୁର ଗାମର ପବିତ୍ର ସାମଲଙ୍କ ପୁଅ ଆଲୋକ ସାମଲ ଗତକାଲି ପରେ ଏକ କାନ୍ଥ ଉପରକୁ ଚଢିଥିଲେ । ସେଠାରୁ ତଳକୁ ଡେଇଁପଡିବାରୁ ତଳେଥିବା ଏକ ସ୍ଲାବରେ ପେଟ ମାଡ ହୋଇଥିଲା । ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ଓ ପରେ ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଡାକ୍ତର ଓ ନର୍ସ ଚିକିତ୍ସା କରିବାରେ ଅବହେରା କରିବାରୁ ଯୁବକ ଆଲୋକର ଜୀବନ ଚାଲିଯାଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରିବାର ଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି ।1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- Post by NEWS7ODIA1
- ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ନେଇଥିବା ମହାପୁରୁଷଙ୍କ ସ୍ମୃତିଚାରଣ କରିବା ସହ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି1
- Post by ନିଷ୍ଠୁର ଦୁନିଆ Live1
- Post by Dhenkanal News1