Shuru
Apke Nagar Ki App…
Odisha people welcomed New Year,2026. Jagannath Temple, Puri, Orissa.
User5115 Susanta Kumar Pattnaik
Odisha people welcomed New Year,2026. Jagannath Temple, Puri, Orissa.
More news from ଓଡ଼ିଶା and nearby areas
- 2025 bidiya1
- ଇଂରାଜୀ ନବବର୍ଷ ଉପଲକ୍ଷେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ପୁରୀ, ୧/୧ — ଇଂରାଜୀ ନବବର୍ଷ ଅବସରରେ ଶ୍ରୀକ୍ଷେତ୍ର ପୁରୀ ଆଜି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠିଛି। ନବବର୍ଷର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସହିତ ସମଗ୍ର ବଡ଼ଦାଣ୍ଡ ଏବଂ ସମୁଦ୍ରକୁଳ ଅଞ୍ଚଳରେ ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି। ନବବର୍ଷକୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଭକ୍ତ ଓ ପର୍ଯ୍ୟଟକମାନେ ପୁରୀରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିରରେ ସକାଳୁ ମଙ୍ଗଳ ଆଳତି ଓ ପହିଲି ଭୋଗ ଦର୍ଶନ ପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡ, ସମୁଦ୍ରତଟ ଓ ଶ୍ରୀମନ୍ଦିର ଆସପାସରେ ପୋଲିସ ମୁତୟନ ସହିତ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଛି। ନବବର୍ଷର ଆନନ୍ଦ ଓ ଭକ୍ତିର ମାହୋଲରେ ଆଜି ସମଗ୍ର ଶ୍ରୀକ୍ଷେତ୍ର ପୁରୀରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି ।4
- ମହିମା କୌପୁନିଧାରୀ ସମାଜ ପକ୍ଷରୁ ଖଞ୍ଜଣୀ ମାଡ଼1
- ଇଂରାଜୀ ନବବର୍ଷ 2026 ର ପ୍ରଥମ ଦିନରେ ଦେଶର ବିଭିନ୍ନ ପୀଠ ସ୍ଥଳି ରେ ଶ୍ରଦ୍ଧାଳୁ ଙ୍କ ଭିଡ଼1
- କେନ୍ଦ୍ରାପଡ଼ା, ତାଳଛୁଆ ଠାରେ ରାଷ୍ଟୀୟ ହିନ୍ଦୁ ଏକତା କାର୍ଯ୍ୟକ୍ରମ ଅନୁଷ୍ଠିତ..!1
- Post by Jay kala _ jay Kalinga1
- ଇଂରାଜୀ ନବବର୍ଷରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଲେ ଶ୍ରୀକ୍ଷେତ୍ର ବାସୀ। ପୁରୀ, ୧/୧: ଇଂରାଜୀ ନବବର୍ଷ ୨୦୨୬ ଅବସରରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କୁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ କର୍ମୀ ଓ ସ୍ଥାନୀୟ ନାଗରିକମାନେ ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷଟି ପୁରୀ ଜିଲ୍ଲାର ସାମଗ୍ରିକ ବିକାଶ, ଶାନ୍ତି ଓ ସମୃଦ୍ଧି ଆଣୁ ଏବଂ ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ସୃଷ୍ଟି କରୁ ବୋଲି ଶୁଭେଚ୍ଛାଦାତାମାନେ କାମନା କରିଛନ୍ତି। ଏହି ଅବସରରେ ବିଧାୟକ ସୁନୀଲ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନବବର୍ଷରେ ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ସମୂହ ଚେଷ୍ଟା ଜାରି ରହିବ ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି।4
- କପିଳାସ ପୀଠ ରେ ସମାଗମ ଭିଡ଼1
- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ ପାରାଦ୍ୱୀପ ମୁଖ୍ୟ ରାସ୍ତା, ବା ୫୩ ନମ୍ବର ଜାତୀୟ ରାଜପଥ କଳାଘର ଛକରେ ଆଇରନ୍ ଗାଡ଼ିଠାରୁ ଦାଦା ବଟି ଆଦାୟ କୁ କେନ୍ଦ୍ରକରି ମାଲିକ ଙ୍କ ଗାଡିକୁ ଭାଙ୍ଗା ରୁଜା..!1