Shuru
Apke Nagar Ki App…
ଇଂରାଜୀ ନବବର୍ଷରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଲେ ଶ୍ରୀକ୍ଷେତ୍ର ବାସୀ। ପୁରୀ, ୧/୧: ଇଂରାଜୀ ନବବର୍ଷ ୨୦୨୬ ଅବସରରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କୁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ କର୍ମୀ ଓ ସ୍ଥାନୀୟ ନାଗରିକମାନେ ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷଟି ପୁରୀ ଜିଲ୍ଲାର ସାମଗ୍ରିକ ବିକାଶ, ଶାନ୍ତି ଓ ସମୃଦ୍ଧି ଆଣୁ ଏବଂ ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ସୃଷ୍ଟି କରୁ ବୋଲି ଶୁଭେଚ୍ଛାଦାତାମାନେ କାମନା କରିଛନ୍ତି। ଏହି ଅବସରରେ ବିଧାୟକ ସୁନୀଲ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନବବର୍ଷରେ ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ସମୂହ ଚେଷ୍ଟା ଜାରି ରହିବ ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି।
Manoj kumar baliyarsingh

More news from ଓଡ଼ିଶା and nearby areas
- ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।4
- *🎊Cheers to the New Year🎊* May this new beginning with lots of love and happiness in your life, and may all your dreams come true. May the year ahead bring you renewed energy, greater success, and endless opportunities😊 *Wishing you a Happy New Year🎊🎉* *Regards,* *Rajesh Samantaray* ଜୟ ଜଗନ୍ନାଥ 🙏1
- Odisha people welcomed New Year,2026. Jagannath Temple, Puri, Orissa.1
- NUAPATANA PREMIER LEAGUE NPL -2K26 DATE 25TH $ 26TH JANUARY2
- OMSA ର OPD ସେବା ବନ୍ଦ1
- ଇଂରାଜୀ ନବବର୍ଷ 2026 ର ପ୍ରଥମ ଦିନରେ ଦେଶର ବିଭିନ୍ନ ପୀଠ ସ୍ଥଳି ରେ ଶ୍ରଦ୍ଧାଳୁ ଙ୍କ ଭିଡ଼1
- ଦେଖନ୍ତୁ ଆଉ ସଣାନ୍ତୁ2
- ଇଂରାଜୀ ନବବର୍ଷ ଉପଲକ୍ଷେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ପୁରୀ, ୧/୧ — ଇଂରାଜୀ ନବବର୍ଷ ଅବସରରେ ଶ୍ରୀକ୍ଷେତ୍ର ପୁରୀ ଆଜି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠିଛି। ନବବର୍ଷର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସହିତ ସମଗ୍ର ବଡ଼ଦାଣ୍ଡ ଏବଂ ସମୁଦ୍ରକୁଳ ଅଞ୍ଚଳରେ ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି। ନବବର୍ଷକୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଭକ୍ତ ଓ ପର୍ଯ୍ୟଟକମାନେ ପୁରୀରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିରରେ ସକାଳୁ ମଙ୍ଗଳ ଆଳତି ଓ ପହିଲି ଭୋଗ ଦର୍ଶନ ପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡ, ସମୁଦ୍ରତଟ ଓ ଶ୍ରୀମନ୍ଦିର ଆସପାସରେ ପୋଲିସ ମୁତୟନ ସହିତ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଛି। ନବବର୍ଷର ଆନନ୍ଦ ଓ ଭକ୍ତିର ମାହୋଲରେ ଆଜି ସମଗ୍ର ଶ୍ରୀକ୍ଷେତ୍ର ପୁରୀରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି ।4