ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।
ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ
ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ
ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ
କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।
- Post by User5115 Susanta Kumar Pattnaik1
- 2026 ku sawgat2
- ମହିମାଗlଦି ରେ ଭକ୍ତ ଙ୍କ ସମାଗମ ଭିଡ଼2
- #ଛେଳି_ମାଂସ_କହି_ଗୋମାଂସ_ବିକ୍ରୀ_କରୁଥିଲା #ଜାଣିଗଲେ_ଲୋକେ_ଆଉ_ତାପରେ_ଲାଗିଲା_ନିଆଁ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଠାରେ ଛେଳି ମାଂସ କହି ଗୋମାଂସକୁ ବିକ୍ରୀ କରୁଥିଲା, ସାଧାରଣ ଜନତା ଦୋକାନ ଘରକୁ ନିଆଁ ଲଗେଇ ଦେଇଛନ୍ତି।1
- କେନ୍ଦ୍ରାପଡ଼ା, ତାଳଛୁଆ ଠାରେ ରାଷ୍ଟୀୟ ହିନ୍ଦୁ ଏକତା କାର୍ଯ୍ୟକ୍ରମ ଅନୁଷ୍ଠିତ..!1
- Post by Jay kala _ jay Kalinga1
- ଇଂରାଜୀ ନବବର୍ଷରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଲେ ଶ୍ରୀକ୍ଷେତ୍ର ବାସୀ। ପୁରୀ, ୧/୧: ଇଂରାଜୀ ନବବର୍ଷ ୨୦୨୬ ଅବସରରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କୁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ କର୍ମୀ ଓ ସ୍ଥାନୀୟ ନାଗରିକମାନେ ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷଟି ପୁରୀ ଜିଲ୍ଲାର ସାମଗ୍ରିକ ବିକାଶ, ଶାନ୍ତି ଓ ସମୃଦ୍ଧି ଆଣୁ ଏବଂ ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ସୃଷ୍ଟି କରୁ ବୋଲି ଶୁଭେଚ୍ଛାଦାତାମାନେ କାମନା କରିଛନ୍ତି। ଏହି ଅବସରରେ ବିଧାୟକ ସୁନୀଲ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନବବର୍ଷରେ ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ସମୂହ ଚେଷ୍ଟା ଜାରି ରହିବ ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି।4
- 2025 bidiya1
- ମହିମା କୌପୁନିଧାରୀ ସମାଜ ପକ୍ଷରୁ ଖଞ୍ଜଣୀ ମାଡ଼1