Shuru
Apke Nagar Ki App…
କପିଳାସ ର ଠାକୁର ଙ୍କ ର ମୂଲ୍ୟବାନ ଜମି କୁ ଜବର ଦଖଲ କରି କିଛି ବ୍ୟକ୍ତି ଦିର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଥିଲେ ମଧ୍ୟ ଶ୍ରୀ ଜିଉ ଙ୍କୁ ଟଙ୍କା ଟିଏ ଦେଉ ନଥିବା ବେଳେ ଦେବୋତ୍ତର ବିଭାଗ ନାମକୁ ମାତ୍ର କେସ ଫାଇଲ କରି ଚୁପ୍ ବସିଛନ୍ତି ଅପର ପକ୍ଷେ କପିଳାସ ପୀଠ କୁ ଆସୁଥିବା ଶ୍ରଦ୍ଧାଳୁ ଙ୍କୁ ବିଭିନ୍ନ ବାଟ ରେ ଶୋଷଣ କରୁଛି ଢେ଼ଙ୍କାନାଳ ଦେବୋତ୍ତର ବିଭାଗ ! ପ୍ରତି ଦିନ ଶ୍ରୀ ଜିଉ ଙ୍କ ମୂଲ୍ୟବାନ ଭୁ ସମ୍ପତି ଜବର ଦଖଲ ହେଉ ଥିଲେ ବି ଦେବୋତ୍ତର ବିଭାଗ ର ଗଣ୍ଡା ଗଣ୍ଡା କର୍ମଚାରୀ ଢେ଼ଙ୍କାନାଳ ଅଫିସ ରେ ବସି ବିନା କାମ ରେ ଦରମା ନେଉଛନ୍ତି । ଖୁବ୍ ଶୀଘ୍ର କପିଳାସ ସୁରକ୍ଷା ପରିଷଦ ତରଫରୁ ଏହି ବିଷୟ ଜିଲ୍ଲାପାଳ ଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ ଯଦି କିଛି ପଦକ୍ଷେପ ନିଆ ନଯାଏ ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଜନ ସ୍ୱାର୍ଥ ସମ୍ବଳିତ ଅଭିଯୋଗ କରାଯିବ ।
Tapasdas 6372788705

More news from Odisha and nearby areas
- Post by Dhenkanal News1
- ଜନ ଗଣନା ବେଳେ ଦିଦି ଙ୍କୁ ମାଡ଼ ମାରିଥିବା ଓ ଗାଡି ଭାଙ୍ଗିଥିବା ଅଭିଯୋଗ ରେ ପୋଲିସ ପକ୍ଷରୁ ଆସାମୀଙ୍କୁ ଘୋଷାରି ଘୋଷାରି ଗିରଫ କଲା କାମାକ୍ଷାନଗର ପୋଲିସ #newsodiaodisha #public #kamakhyanagar #dhenkanal #ᴠᴀɪʀᴀʟ#shuru1
- Post by Dipak Kumar Nayak1
- ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha1
- ଆଲୋ ଆଲୋ ଇଏ କାଳେ କରିବ ସିନେମା।ବେହିଆଙ୍କର ବାର ଭାଟି ଚାଷ। ସ୍ୱାମୀ ଛୁଆଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ପଳେଇଲା।ଏବେ ପୁଣି ସିନେମା କରିବ।1
- ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି | କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା #Kamakhyanagar #Dhenkanal #Odisha1
- କଟକ ସି ଡି ଏ ଅଞ୍ଚଳରେ ଆଜି ପୁନର୍ବାର କଟକ ମହାନଗର ନିଗମ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି।1
- Post by Dhenkanal News1