Shuru
Apke Nagar Ki App…
ହିନ୍ଦୋଳ ଦଣ୍ଡିରୀ ପଂଚାୟତ ଗୁରୁଜାଙ୍ଗ ପାହାଡ଼ରୁ ନୂଆ କରି ବାହାରିଛି ବାବାଜୀକୁଣ୍ଡ ଜଳପ୍ରପାତ. ଲୋକଙ୍କ ଭିଡ଼ ବୃଦ୍ଧିପାଇବାକୁ ଲାଗିଛି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଦଣ୍ଡିରୀ ପଂଚାୟତ ଗୁରୁଜାଙ୍ଗ ଗାଁ ପାହାଡ଼ରୁ ନୂଆକରି ବାହାରିଛି ଏକ ଜଳପ୍ରପାତ. ଏହାର ନାଁ ଲୋକେ ବାବାଜୀକୁଣ୍ଡ ବୋଲି କହୁଛନ୍ତି. ପ୍ରାକୃତିକ ବନ ରାଜିର ସୁଶୋଭିତ ସୌନ୍ଦର୍ଯ୍ୟ ଅନେକଙ୍କୁ ମନ୍ତ୍ରମୁଗ୍ଧ କରି ଏବେ ନିଜ ପାଖକୁ ଟାଣି ନେଉଛି.ଆସନ୍ତୁ ଦେଖିବା ଏହାର ସୌନ୍ଦର୍ଯ୍ୟ.
BIKRAM SAHU
ହିନ୍ଦୋଳ ଦଣ୍ଡିରୀ ପଂଚାୟତ ଗୁରୁଜାଙ୍ଗ ପାହାଡ଼ରୁ ନୂଆ କରି ବାହାରିଛି ବାବାଜୀକୁଣ୍ଡ ଜଳପ୍ରପାତ. ଲୋକଙ୍କ ଭିଡ଼ ବୃଦ୍ଧିପାଇବାକୁ ଲାଗିଛି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଦଣ୍ଡିରୀ ପଂଚାୟତ ଗୁରୁଜାଙ୍ଗ ଗାଁ ପାହାଡ଼ରୁ ନୂଆକରି ବାହାରିଛି ଏକ ଜଳପ୍ରପାତ. ଏହାର ନାଁ ଲୋକେ ବାବାଜୀକୁଣ୍ଡ ବୋଲି କହୁଛନ୍ତି. ପ୍ରାକୃତିକ ବନ ରାଜିର ସୁଶୋଭିତ ସୌନ୍ଦର୍ଯ୍ୟ ଅନେକଙ୍କୁ ମନ୍ତ୍ରମୁଗ୍ଧ କରି ଏବେ ନିଜ ପାଖକୁ ଟାଣି ନେଉଛି.ଆସନ୍ତୁ ଦେଖିବା ଏହାର ସୌନ୍ଦର୍ଯ୍ୟ.
More news from Odisha and nearby areas
- ଢେଙ୍କାନାଳରେ ଶିକ୍ଷା ବିଭାଗରେ ଲାଗିଲା କଳଙ୍କ,ଅଭିଭାବକଙ୍କୁ ଦେଖି ବିଦ୍ୟାଳୟରୁ ଦୌଡିଲେ ମଦ୍ୟପ ଶିକ୍ଷକ l Dhenkanal.1
- ଓଟିଭି ଜନମଞ୍ଚ ଦେଖନ୍ତୁ ଜନସାଧାରଣ1
- भारतीय जनता पार्टी दिल्ली में लोगों से वोट डालने का अधिकार छीनने के प्रयास में है। इलेक्शन कमीशन ने SIR प्रक्रिया में पूरी दिल्ली से कुल 47 लाख लोगों के वोट काट दिए गए हैं और अम्बेडकर नगर विधानसभा में 63,250 लोगों के वोट काट दिए गए हैं। यह गंभीर विषय है, लोगों के वोट के अधिकार और उनकी सहायता के लिए हम विधायक कार्यालयों में वोटर आईडी कार्ड सहायता शिविर शुरू कर रहे हैं। हम आपकी सेवा में तत्पर हैं। 👇👇 (1)विधायक कार्यलय H ब्लॉक दक्षिणपूरी नजदीकी पानी की टंकी के पास (2) Ost-125 मदनगीर वार्ड 165 नजदीकी जानता टेंट हाउस (3) J-2nd,05 मदनगीर अपोजिट डिस्पेंसरी पुष्प विहार वार्ड 166 (4) A-15 खानपुर एक्सटेंशन देवली रोड नजदीकी हीरो शोरूम खानपुर वार्ड 1671
- MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା ଦାହ ଓ ମଶାଳ ଶୋଭାଯାତ୍ରା MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା ଦାହ ଓ ମଶାଳ ଶୋଭାଯାତ୍ରା #LatestNews #UpdateNews #apanankakhabara #patanagada #news #OdishaNews #odisha1
- ବେଡାପାଳ ଗ୍ରାମରେ ସୋଲାର ବାଡ଼କୁ ନେଇ ଉପୁଜିଥିବା ଗୋଷ୍ଠୀ ସଂଘର୍ଷ ଉପରେ ଜଣେ ବ୍ୟକ୍ତିଙ୍କ ପ୍ରତିକ୍ରିୟା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ବେଡାପାଳ ଗ୍ରାମରେ ସୋଲାର ବାଡ଼କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗୋଷ୍ଠୀ ସଂଘର୍ଷରେ ୨୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।1
- ଶ୍ରୀ ଶ୍ରୀ ଭାଗବତ ସ୍ୱାମୀ ଯୁବକ ସଙ୍ଘ କାନସୁକ ଗଞାମ ଗଣେଶ ପୂଜାର ଆୟୋଜନ1
- चोरी से चोरी से छुप छुप के मैने तिनका तिनका चुन के सपना एक बनाया, डोरी से डोरी से बुन बन के मैने तिनका तिनका बुन के सपना एकबनाया1
- କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍ ମଧ୍ୟରେ ଦୁର୍ଘଟଣା କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍ ମଧ୍ୟରେ ଦୁର୍ଘଟଣା #apanankakhabara #LatestNews #UpdateNews #news #OdishaNews #odisha1
- ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ। ବୌଦ୍ଧ: ତା ୦୨/୦୯ ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ସୃଷ୍ଟି କରିବା ଏବଂ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସୋସିଓଲୋଜି ବିଭାଗ ମୁଖ୍ୟ ଅଧ୍ୟାପକ ସୁଦାମ ଭୋଇ, ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପରିଚାଳକ ଅଭୟ ପ୍ରସାଦ ଜେନା, ଉଦ୍ୟୋଗୀ ସୁନୀଲ କ୍ଷେତି, ଉଦ୍ୟୋଗୀ ଜୟନ୍ତୀ ଷଡ଼ଙ୍ଗୀ , ଜିଲ୍ଲା ମହିଳା ଉଦ୍ୟୋଗୀ ପ୍ରମୁଖ ଦିପ୍ତୀରାଣୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ। କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପଛରେ ନ ଦୌଡ଼ି ନିଜର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତାକୁ ବ୍ୟବହାର କରି କିପରି ନିଜେ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦୁଇଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିଜ ଉଦ୍ୟୋଗୀ ଜୀବନର ଅନୁଭୂତି ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ନୂତନ ପ୍ରେରଣା ଯୋଗାଇଥିଲା। ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାର ଆହ୍ୱାନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି l2