Shuru
Apke Nagar Ki App…
ସ୍ୱଚ୍ଛତା ଶପଥ ଦିବସ ଓ ଘର ଘର ତ୍ରିରଙ୍ଗା କାର୍ଯ୍ୟ କର୍ମ ବିଷମ କଟକ ବ୍ଲକ୍ ଠାରେ ପାଲିତ। ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ ଜିଲ୍ଲା ବିଷମ କଟକ ବ୍ଲକ୍ ଅଫିସ ଓ ଗ୍ରାମ୍ୟ ଭ୍ରମଣ କରି ଜନତା କୁ ସଚେତନ କରାଇବା ସହ ନିଜେ କିପରି ଏହି କାର୍ଯ୍ୟ କର୍ମ କୁ ଯଶଶି ପ୍ରଧାମନ୍ତ୍ରୀଙ୍କର ନିର୍ଦେଶ କ୍ରମେ ଏହି କାର୍ଯ୍ୟ କର୍ମ ଅନୁଷ୍ଟିତ କାର୍ଯ୍ୟ କର୍ମ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଦେବି ପ୍ରସାଦ ପଟନାୟକ ଓ ବ୍ଲକ ର ସମସ୍ତ ସଦସ୍ୟ , ଛାତ୍ର ଓ ଛାତ୍ରୀ ମାନେ ଉପସ୍ଥିତ ରହି ଗ୍ରାମ ବାସୀ କୂ ଘର ଘର ତ୍ରିରଙ୍ଗା ଓ ସ୍ୱଚ୍ଛତା ପରିମଳ ସଚେତନା ବାର୍ତ୍ତା ଲୋକ ମାନଙ୍କୁ ବୁଜାଉ ଥିଲେ। ରାୟଗଡ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
Narattam Kumar padhy

More news from ଓଡ଼ିଶା and nearby areas
- ପ୍ରେସ କ୍ଲବ ପାଟଣାଗଡ଼ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ।1
- Post by Jay kala _ jay Kalinga1
- 🤒🤒🤒🤒🤒🤒🤒🤒🤒🤒🤒🤒1
- ଜାଲ ନୋଟକୁ ବିଡ଼ା ବିଡା କରି ଲକ୍ଷେ ୧୬ ହଜାର ଠକିଛି ବନ୍ଧନ ବ୍ୟାଙ୍କ, କହିଲା ଠୁ ନାଲି ଆଖି ଦେଖାଉଛି! Bandhan Bank1
- #ସାମ୍ବାଦିକ_ଙ୍କୁ_ଗାଳି_ଗୁଳଜ_ସହ_ମାରାତ୍ମକ_ଆକ୍ରମଣ ! #ଧର୍ମଗଡ଼: #:ଗଣମାଧ୍ୟମ_ପ୍ରତିନିଧି #ମାରାତ୍ମକ_ଆକ୍ରମଣ, #କଳାହାଣ୍ଡି #ଜୟପାଟଣା_ଅଞ୍ଚଳରେ #ଦୁର୍ବ୍ୟବହାର #ସାମ୍ବାଦିକ_ଙ୍କୁ_ଦୁର୍ବ୍ୟବହାର #ଜୟପାଟଣା_ପ୍ରେସ #କଳମପୁର_ଥାନା #ଚାନ୍ଦ୍ର_ଆଦାୟ #ମଦ୍ୟପ1
- ODM KORUKONDA1
- Post by AK14TV1
- ପାଟଣାଗଡ଼ ରେ ଟ୍ରାଫିଫ ସମସ୍ୟା।1
- Post by KOSAL TIMES1