Shuru
Apke Nagar Ki App…
ODM KORUKONDA
Ashok biswas
ODM KORUKONDA
More news from Odisha and nearby areas
- ODM KORUKONDA1
- ଜାତୀୟସ୍ତର ମିସ ଟିନ ୟୁନିଭର୍ଷ ସିଜନ ୫ ମ ପ୍ରତିଯୋଗୀତା ର ରାଜ ସ୍ଥାନ ରେ ଚମିକିଲେ ମାଲକାନଗିରି ପଦ୍ମଗିରି ର ଜନଜାତିର ଝିଅ ମମତା, ରାଜସ୍ଥାନ ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ମିସ ଟିନ ଫରଏଭର ୟୁନିଭର୍ସ ବିଜେତା ୨୦୨୫ ର ପଦକ ହାସଲ କଲେ ମାଲକାନଗିରି ଜିଲ୍ଲା ପଦ୍ମଗିରି ର ୧୭ବର୍ଷର ଆଦିବାସୀ ଝିଅ ମମତା ଭୂମିୟା,ସେ ଆଜି ବସ ଷ୍ଟାଣ୍ଡଠାରେ ପହଁଚି ବା ପରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଵ୍ୟ ସମ୍ବର୍ଦ୍ଧନା ଜଣା ଯାଇ ଶୋଭାଯାତ୍ରା ରେ ଗାଁ କୁ ପାଛୋଟି ନେଇଥିଲେ। ସୂଚନା ଯୋଗ୍ୟ ଯେ ରାଜସ୍ଥାନ ଠାରେ ବିଭିନ୍ନ ରାଜ୍ୟ ରୁ ପ୍ରାୟ ସାତ ହଜାର ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥବା ବେଳେ ଓଡିଶା ରୁ ତିନିଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ମମତା ଭୂମିୟା ପ୍ରଥମ ସ୍ଥାନ ଅଧିକାର କରି ମିସ ଟିନ ୟୁନିବର୍ଷ ମୁକୁଟ ପିନ୍ଧିଥିଲେ।1
- ଖ୍ରୀଷ୍ଟିଆନ ଗୋଟେ ଧର୍ମ ନାହିଁ ଯୀଶୁଖ୍ରୀଷ୍ଟ ଏହୁଛି କୁ ଧର୍ମ ବି ନାହିଁ ଆସନ୍ତୁ ଜାଣିବା1
- କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଲୋଗୋ ଉନ୍ମୋଚନ।1
- Post by ମକୁନ୍ଦ ନାଏକ1
- Post by AK14TV1
- Post by Bighne Rana1
- Post by AK14TV1