ଗୀତ ଗାଇବାକୁ ଯାଇ ଠକେଇର ଶିକାର ହେଲେ ୭ ଦିବ୍ୟାଙ୍ଗ;କରଞ୍ଜିଆ ପୋଲିସ ଘଟଣାର ସମାଧାନ କଲା କରଞ୍ଜିଆ,୨୦/୪,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ଥାନା ଅନ୍ତର୍ଗତ ମଲାରପଦା ଗ୍ରାମର ଜୈନିକ ବ୍ୟକ୍ତି ଶନିବାର ଦିନ ସାତ ଜଣ ଦିବ୍ୟାଙ୍ଗଙ୍କୁ ଗୀତ ଗାଇବାକୁ ଡାକି ପାଉଣା ନଦେବା ଭଳି ଏକ ଅଭାବନୀୟ ଘଟଣାର ପୋଲିସ ହସ୍ତକ୍ଷେପ ପରେ ସମାଧାନ ହେଇଛି। ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ଚନ୍ଦନ,ରୁଦ୍ର,ସିଦ୍ଧାନ୍ତ ,ଆକାଶ,କ୍ଷିତିଶ,ସତ୍ୟ, ଭବାନୀଙ୍କୁ ଗୀତ ଗାଇବା ପାଇଁ ଫୋନ ଯୋଗେ ଯୋଗାଯୋଗ କରି ଗ୍ରାମକୁ ସେହି ଗ୍ରାମର ଜୈନିକ ବ୍ୟକ୍ତି ପ୍ରୋଗ୍ରାମ କରିବାକୁ ଡାକି ନେଇ ଥିଲେ । କାର୍ଯ୍ୟକ୍ରମ ସରିବା ପରେ ବ୍ୟକ୍ତି ଜଣକ ଆଉ ସେମାନଙ୍କ ଫୋନ୍ ଉଠାଇଲା ନାହିଁ କି କୌଣସି ପାଉଣା ଦେଲା ନାହିଁ । ଏହାର ପ୍ରତିବାଦରେ ରବିବାର ଦିନ ସମସ୍ତ ଦିବ୍ୟାଙ୍ଗ କରଞ୍ଜିଆ ଥାନାର ଦ୍ୱାରସ୍ତ ହୋଇଥିଲେ। ସେମାନେ ଥାନାରେ ଗ୍ରାମର ନାମ କହି ପାରିନଥିଲେ ମଧ୍ୟ ଫୋନ୍ ନମ୍ୱର ଦେବାରୁ କରଞ୍ଜିଆ ଥାନା ଅଧିକାରୀ ମୃତଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ନମ୍ବରକୁ ଟ୍ରାକ କରି ମଲାରପଦା ଗ୍ରାମ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ବ୍ୟକ୍ତି ଜଣକୁ ଥାନାକୁ ଡାକି ଦିବ୍ୟାଙ୍ଗ ପିଲା ମାନଙ୍କ ପ୍ରାପ୍ୟ ଅର୍ଥ ରାଶି ପ୍ରଦାନ କରିବା ପରେ ପିଲା ମାନେ ବହୁତ ଖୁସି ହେବା ସହିତ ଥାନାଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ଅଭିଯୁକ୍ତ ଜଣକୁ ତାଙ୍କ ସ୍ତ୍ରୀଙ୍କ ଜୀମାରେ ଛାଡିଥିଲେ ଥାନାଧିକାରୀ।

- Post by Jitendra raj2
- ହରେ କୃଷ୍ଣ.. ହରେ କୃଷ୍ଣ.. କୃଷ୍ଣ କୃଷ୍ଣ ହରେ ହରେ... ହରେ ରାମ.. ହରେ ରାମ.... ରାମ ରାମ ହରେ ହରେ.... 🙏1
- Post by ମିଲନ କୁମାର ନାଏକ1
- चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद1
- Post by Rajib Behera1
- monaranjan pai nayaranga matha gobindapur distiki1
- ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି1
- Post by Rajib Behera1