logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଷ୍ଟାଇପେଣ୍ଟ ନ ପାଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ଛାତ୍ର ଛାତ୍ରୀ ଗଜପତି ଜିଲ୍ଲା ରାମଗିରି ଡଃ ବାବା ସାହେବ୍ ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଷ୍ଟାଇପେଣ୍ଟ ପାଇ ପାରି ନାହାଁନ୍ତି। ପୋଷ୍ଟ ମେଟ୍ରିକ୍ ଷ୍ଟାଇପେଣ୍ଟ ପାଇବା ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ମହାବିଦ୍ୟାଳୟ ଅନୁବନ୍ଧିତ ସମସ୍ୟା ରହିଥିବା ହେତୁ ସେମାନେ ଏହି ଷ୍ଟାଇପେଣ୍ଟ ପାଇବା ପାଇଁ ସମସ୍ୟା ହେଉଥିବା ଜଣା ପଡ଼ିଛି। ଏନେଇ ଶତାଧିକ ଛାତ୍ର ଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନିଜର ସମସ୍ୟା ଜଣାଇଥିଲେ। ଜିଲ୍ଲାପାଳ ଏହି ଅଭିଯୋଗ ଶୁଣି ତୁରନ୍ତ ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଷ୍ଟାଇପେଣ୍ଟ ପ୍ରଦାନ ପାଇଁ କିଛି ସମୟ ମାଗିଛନ୍ତି। ଏନେଇ ଏହି ଦୁଃଖ ଦାୟକ ସମସ୍ୟା ସମାଧାନ ନ ହେଲେ ଆମେ ପୁଣି ଥରେ ରାଜ ରାସ୍ତା କୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଛାତ୍ର ଛାତ୍ରୀ।

on 12 March
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•
on 12 March

ଷ୍ଟାଇପେଣ୍ଟ ନ ପାଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ଛାତ୍ର ଛାତ୍ରୀ ଗଜପତି ଜିଲ୍ଲା ରାମଗିରି ଡଃ ବାବା ସାହେବ୍ ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଷ୍ଟାଇପେଣ୍ଟ ପାଇ ପାରି ନାହାଁନ୍ତି। ପୋଷ୍ଟ ମେଟ୍ରିକ୍ ଷ୍ଟାଇପେଣ୍ଟ ପାଇବା ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ମହାବିଦ୍ୟାଳୟ ଅନୁବନ୍ଧିତ ସମସ୍ୟା ରହିଥିବା ହେତୁ ସେମାନେ ଏହି ଷ୍ଟାଇପେଣ୍ଟ ପାଇବା ପାଇଁ ସମସ୍ୟା ହେଉଥିବା ଜଣା ପଡ଼ିଛି। ଏନେଇ ଶତାଧିକ ଛାତ୍ର ଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନିଜର ସମସ୍ୟା ଜଣାଇଥିଲେ। ଜିଲ୍ଲାପାଳ ଏହି ଅଭିଯୋଗ ଶୁଣି ତୁରନ୍ତ ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଷ୍ଟାଇପେଣ୍ଟ ପ୍ରଦାନ ପାଇଁ କିଛି ସମୟ ମାଗିଛନ୍ତି। ଏନେଇ ଏହି ଦୁଃଖ ଦାୟକ ସମସ୍ୟା ସମାଧାନ ନ ହେଲେ ଆମେ ପୁଣି ଥରେ ରାଜ ରାସ୍ତା କୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଛାତ୍ର ଛାତ୍ରୀ।

More news from ଓଡ଼ିଶା and nearby areas
  • କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଅନ୍ତର୍ଗତ ପୂଜାରୀପୁଟ ପଞ୍ଚାୟତର ଫୁପୁଗାଁ ସାପ୍ତାହିକ ହାଟର ଶୁଭ ଉଦଘାଟନ କରିଛନ୍ତି ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି କାର୍ଯ୍ୟକ୍ରମ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିର୍ବାଚନ ଅଞ୍ଚଳରେ ହୋଇଥିଲେ ମଧ୍ୟ, ତାଙ୍କୁ ନିମନ୍ତ୍ରଣ ନ ମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଦଘାଟନ ଅବସରରେ କୋରାପୁଟ ଓ କୋଟପାଡ଼ ବିଧାୟକଙ୍କ ଉପସ୍ଥିତି ନେଇ ମଧ୍ୟ ପ୍ରଶ୍ନ ଉଠାଇ, ବିଧାୟକ ବାହିନୀପତି କଟୁ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ, ବିଜେପିର କିଛି ନେତା “ଗୋ ରକ୍ଷକ” ନାମରେ “ଗୋ ଭକ୍ଷକ” ଭୂମିକା ନେଉଛନ୍ତି, ଯାହା ଦ୍ୱାରା ଲୋକମାନଙ୍କୁ ଭ୍ରମିତ କରାଯାଉଛି।
    1
    କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଅନ୍ତର୍ଗତ ପୂଜାରୀପୁଟ ପଞ୍ଚାୟତର ଫୁପୁଗାଁ ସାପ୍ତାହିକ ହାଟର ଶୁଭ ଉଦଘାଟନ କରିଛନ୍ତି ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଏହି କାର୍ଯ୍ୟକ୍ରମ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିର୍ବାଚନ ଅଞ୍ଚଳରେ ହୋଇଥିଲେ ମଧ୍ୟ, ତାଙ୍କୁ ନିମନ୍ତ୍ରଣ ନ ମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଉଦଘାଟନ ଅବସରରେ କୋରାପୁଟ ଓ କୋଟପାଡ଼ ବିଧାୟକଙ୍କ ଉପସ୍ଥିତି ନେଇ ମଧ୍ୟ ପ୍ରଶ୍ନ ଉଠାଇ, ବିଧାୟକ ବାହିନୀପତି କଟୁ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ, ବିଜେପିର କିଛି ନେତା “ଗୋ ରକ୍ଷକ” ନାମରେ “ଗୋ ଭକ୍ଷକ” ଭୂମିକା ନେଉଛନ୍ତି, ଯାହା ଦ୍ୱାରା ଲୋକମାନଙ୍କୁ ଭ୍ରମିତ କରାଯାଉଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    19 hrs ago
  • ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l
    3
    ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Lawyer ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    16 min ago
  • ମାଲକାନଗିରି କୋର୍ଟ ପରିସରରେ ବୋମା ଆତଙ୍କ ଖାଲି ହେଲା କୋର୍ଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
    1
    ମାଲକାନଗିରି କୋର୍ଟ ପରିସରରେ ବୋମା ଆତଙ୍କ ଖାଲି ହେଲା କୋର୍ଟ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    14 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    31 min ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    41 min ago
  • ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବ୍ରହ୍ମପୁର ପ୍ରସିଦ୍ଧ କଣ୍ଟାଦୋଳି ଝାମୁଯାତ୍ରା କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଅମ୍ବଗଡ଼ ଅଞ୍ଚଳରେ ଗଭୀର ଭକ୍ତି ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ପାଳିତ ହେଉଛି ମାଁ ମଙ୍ଗଳାଙ୍କ ପ୍ରସିଦ୍ଧ କଣ୍ଟାଦୋଳି ଝାମୁ ଯାତ୍ରା । ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ଏହି ନିଆରା ପରମ୍ପରା ଅଞ୍ଚଳର ଧାର୍ମିକ ଓ ସାମ୍ପ୍ରଦାୟିକ ଐତିହ୍ୟକୁ ଉଜାଗର କରିଥାଏ । ଏହି ଯାତ୍ରାର ସବୁଠାରୁ ବିଶେଷତା ହେଉଛି। ମାଁ ମଙ୍ଗଳା କନ୍ୟା ରୂପରେ ବାପଘରକୁ ଆସି ପୂଜାପାଆନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ପରମ୍ପରାକୁ ଅନୁସରଣ କରି ଏହି କଣ୍ଟାଦୋଳି ଯାତ୍ରା ପ୍ରଚଳିତ ହୋଇଆସିଛି । ଚୈତ୍ର ମାସରେ ମାଁଙ୍କ ସ୍ୱପ୍ନାଦେଶ ପାଇବା ପରେ ଏହି ପବିତ୍ର ଯାତ୍ରାର ଆରମ୍ଭ ହୁଏ ।
    1
    ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବ୍ରହ୍ମପୁର ପ୍ରସିଦ୍ଧ କଣ୍ଟାଦୋଳି ଝାମୁଯାତ୍ରା
କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଅମ୍ବଗଡ଼ ଅଞ୍ଚଳରେ ଗଭୀର ଭକ୍ତି ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ପାଳିତ ହେଉଛି ମାଁ ମଙ୍ଗଳାଙ୍କ ପ୍ରସିଦ୍ଧ କଣ୍ଟାଦୋଳି ଝାମୁ ଯାତ୍ରା । ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ଏହି ନିଆରା ପରମ୍ପରା ଅଞ୍ଚଳର ଧାର୍ମିକ ଓ ସାମ୍ପ୍ରଦାୟିକ ଐତିହ୍ୟକୁ ଉଜାଗର କରିଥାଏ । ଏହି ଯାତ୍ରାର ସବୁଠାରୁ ବିଶେଷତା ହେଉଛି। ମାଁ ମଙ୍ଗଳା କନ୍ୟା ରୂପରେ ବାପଘରକୁ ଆସି ପୂଜାପାଆନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ପରମ୍ପରାକୁ ଅନୁସରଣ କରି ଏହି କଣ୍ଟାଦୋଳି ଯାତ୍ରା ପ୍ରଚଳିତ ହୋଇଆସିଛି । ଚୈତ୍ର ମାସରେ ମାଁଙ୍କ ସ୍ୱପ୍ନାଦେଶ ପାଇବା ପରେ ଏହି ପବିତ୍ର ଯାତ୍ରାର ଆରମ୍ଭ ହୁଏ ।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    17 hrs ago
  • ଜୟପୁର ବାରଣିପୁଟ ପ୍ରାଥମିକ ବିଦ୍ୟାଳୟ ଜୟପୁର ଠାରେ ବାରଣିପୁଟ ଗୋଷ୍ଠୀ ସାଧନ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସମଗ୍ର ଶିକ୍ଷଣ ସାମଗ୍ରୀ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    ଜୟପୁର ବାରଣିପୁଟ ପ୍ରାଥମିକ ବିଦ୍ୟାଳୟ ଜୟପୁର ଠାରେ ବାରଣିପୁଟ ଗୋଷ୍ଠୀ ସାଧନ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସମଗ୍ର ଶିକ୍ଷଣ ସାମଗ୍ରୀ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    21 hrs ago
  • ଟିଟିଲାଗଡ଼ ପୋଲିସ ଆସନ୍ତାକାଲି ହେବାକୁ ଥିବା ହନୁମାନ ଜୟନ୍ତୀ ସହରରେ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ନେଇ ଆଜି ପୋଲିସ ପ୍ରଶାସନ ତରଫରୁ ସାଇରନ ଗାଡି ଧରି ଟିଟିଲାଗଡ଼ ପୋଲିସ ବାହିନୀ, ଗୃହରକ୍ଷୀ ବାହିନୀ, ରିଜର୍ଭ ପୋଲିସ ଫୋର୍ସ ଆଦି ସଦଳବଳ ଟିଟିଲାଗଡ଼ ସହରରେ ପରିକ୍ରମା କରିବା ସହିତ ଫ୍ଲାଗ ମାର୍ଚ୍ଚ କରିଛନ୍ତି l ହନୁମାନ ଜୟନ୍ତୀ ସହରରେ ଭକ୍ତିଭାବ ତଥା ଶ୍ରଦ୍ଧା ର ସହିତ ଏକ ଭାଇଚାରା ର ପ୍ରତୀକ ଭାବରେ ସହରରେ ପାଳନ କରାଯାଉଛି l
    2
    ଟିଟିଲାଗଡ଼ ପୋଲିସ ଆସନ୍ତାକାଲି ହେବାକୁ ଥିବା ହନୁମାନ ଜୟନ୍ତୀ ସହରରେ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ନେଇ ଆଜି ପୋଲିସ ପ୍ରଶାସନ ତରଫରୁ ସାଇରନ ଗାଡି ଧରି ଟିଟିଲାଗଡ଼ ପୋଲିସ ବାହିନୀ, ଗୃହରକ୍ଷୀ ବାହିନୀ, ରିଜର୍ଭ ପୋଲିସ ଫୋର୍ସ ଆଦି ସଦଳବଳ ଟିଟିଲାଗଡ଼ ସହରରେ ପରିକ୍ରମା କରିବା ସହିତ ଫ୍ଲାଗ ମାର୍ଚ୍ଚ କରିଛନ୍ତି l ହନୁମାନ ଜୟନ୍ତୀ ସହରରେ ଭକ୍ତିଭାବ ତଥା ଶ୍ରଦ୍ଧା ର ସହିତ ଏକ ଭାଇଚାରା ର ପ୍ରତୀକ ଭାବରେ ସହରରେ ପାଳନ କରାଯାଉଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.