logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଟିଟିଲାଗଡ଼ ରେ ଆଧ୍ୟାତ୍ମିକ ବାତାବରଣ.. ହନୁମାନ ଜୟନ୍ତୀ ଅବସରରେ ରାଧାକୃଷ୍ଣ ମନ୍ଦିରରେ ସ୍ୱତନ୍ତ୍ର ସାଜସଜ୍ଜା ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l

6 hrs ago
user_ସଞ୍ଜୟ କୁମାର ବେହେରା
ସଞ୍ଜୟ କୁମାର ବେହେରା
Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
6 hrs ago

ଟିଟିଲାଗଡ଼ ରେ ଆଧ୍ୟାତ୍ମିକ ବାତାବରଣ.. ହନୁମାନ ଜୟନ୍ତୀ ଅବସରରେ ରାଧାକୃଷ୍ଣ ମନ୍ଦିରରେ ସ୍ୱତନ୍ତ୍ର ସାଜସଜ୍ଜା ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l

More news from ଓଡ଼ିଶା and nearby areas
  • ଟିଟିଲାଗଡ଼ ସହରରେ ସମ୍ବିଧାନ ପ୍ରଣେତା ବାବା ଡ଼ଃ ଭୀମ ରାଓ ଆମ୍ବେଦର ଙ୍କ 135 ତମ ଜୟନ୍ତୀ ବେଶ ଉତ୍ସାହ ର ସହିତ ପାଳିତ ହେଉଛି.. ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇଛନ୍ତି l ବାଜା ଗଜା ଡିଜେ ର ତାଳେ ତାଳେ ଲୋକଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବି ବେଶ ଉତ୍ସାହର ସହ ସାମିଲ ହୋଇଛନ୍ତି l ବିଭିନ୍ନ ଛକ ମାନଙ୍କରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ପଣା ବଣ୍ଟନ ଚାଲିଛି l ଆଜି ହନୁମାନ ଜୟନ୍ତୀ ବି ରହିଥିବାରୁ ଟିଟିଲାଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ବି ଦେଖା ଦେଇଛି l ତେବେ ମାଇନର କମ୍ୟୁନିଟି ପକ୍ଷରୁ ଡ଼ଃ ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ଥାନା ଛକରେ ପାନୀୟ ଜଳ ବ୍ୟବସ୍ଥା କରିଥିବା ନେଇ ସହରର ଭାଇ ଚାରା ର ବାର୍ତା ବେଶ ବହନ କରୁଛି l
    5
    ଟିଟିଲାଗଡ଼ ସହରରେ ସମ୍ବିଧାନ ପ୍ରଣେତା ବାବା ଡ଼ଃ ଭୀମ ରାଓ ଆମ୍ବେଦର ଙ୍କ 135 ତମ ଜୟନ୍ତୀ ବେଶ ଉତ୍ସାହ ର ସହିତ ପାଳିତ ହେଉଛି.. ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇଛନ୍ତି l ବାଜା ଗଜା ଡିଜେ ର ତାଳେ ତାଳେ  ଲୋକଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବି ବେଶ ଉତ୍ସାହର ସହ ସାମିଲ ହୋଇଛନ୍ତି l ବିଭିନ୍ନ ଛକ ମାନଙ୍କରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ପଣା ବଣ୍ଟନ ଚାଲିଛି l ଆଜି ହନୁମାନ ଜୟନ୍ତୀ ବି ରହିଥିବାରୁ ଟିଟିଲାଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ବି ଦେଖା ଦେଇଛି l ତେବେ ମାଇନର କମ୍ୟୁନିଟି ପକ୍ଷରୁ ଡ଼ଃ ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ଥାନା ଛକରେ ପାନୀୟ ଜଳ ବ୍ୟବସ୍ଥା  କରିଥିବା ନେଇ ସହରର ଭାଇ ଚାରା ର ବାର୍ତା ବେଶ ବହନ କରୁଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • ତଳ ସୁବର୍ଣ୍ଣଗିରି ଗ୍ରାମ ପଞ୍ଚାୟତ ନୁଆଖମାରସାହି ନଳକୂଅ ପାନିୟଜଳ ପାଇଁ ଅସୁଵିଧା ହଉଛି ସଲାର ଏବଂ ପାଣି ଟାଙ୍କି ବସେଇବା ପାଇଁ ଅନୁରେlଧ
    1
    ତଳ ସୁବର୍ଣ୍ଣଗିରି ଗ୍ରାମ ପଞ୍ଚାୟତ ନୁଆଖମାରସାହି ନଳକୂଅ  
ପାନିୟଜଳ ପାଇଁ ଅସୁଵିଧା ହଉଛି ସଲାର ଏବଂ ପାଣି ଟାଙ୍କି ବସେଇବା ପାଇଁ ଅନୁରେlଧ
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    22 hrs ago
  • ​ନୂଆପଡ଼ା- ୧୩ -/୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତ ର ଉଦ୍ୟାନବନ୍ଧ ଗ୍ରାମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରମିକ ସମସ୍ୟାର ସମାଧାନ ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଧନେଶ୍ୱର ସେଠୀ,ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବିଡିଓ ପବିତ୍ର କୁମାର ସାମଲ ଓ ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, ଚାଷୀ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକର ସୁଫଳ କିଭଳି ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ​"ଝିଅ ପାଇଁ ଗଛଟିଏ" ଓ ସାମାଜିକ ସଚେତନତା ​ଏହି ଅବସରରେ ଜିଲ୍ଲାପାଳ ନବଜାତ କନ୍ୟା ଶିଶୁ 'ରୀୟଂଶି'ଙ୍କୁ କୋଳକୁ ନେଇ ଆଶୀର୍ବାଦ ପ୍ରଦାନ କରିବା ସହ "ଝିଅ ପାଇଁ ଗଛଟିଏ" ଅଭିଯାନରେ ତାଙ୍କ ପିତାମାତାଙ୍କୁ ବୃକ୍ଷ ଚାରା ଓ ଉପହାର ପ୍ରଦାନ କରିଥିଲେ। ଏହା ସହିତ "ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ସହାୟତା ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ପ୍ରବାସୀ ଶ୍ରମିକ ସମସ୍ୟା ଉପରେ ଏକ ସୁନ୍ଦର ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା। ​ଜିଲ୍ଲାପାଳ ଏ ଅବସର ରେ ଆହ୍ୱାନ ଦେଇ କହିଲେ ଯେ, ଦଲାଲଙ୍କୁ ଦୂରେଇ ରୁହନ୍ତୁ । ​ ଜିଲ୍ଲାପାଳ ଶ୍ରୀ ଦାଶ ଆହୁରି କହିଥିଲେ, "ନିଜ ମାଟିରେ ରୋଜଗାରର ଅନେକ ସୁଯୋଗ ଅଛି। ଶ୍ରମିକ ଦଲାଲମାନଙ୍କ ପ୍ରଲୋଭନରେ ପଡ଼ି ବାହାରକୁ ନଯାଇ ସରକାରୀ ଯୋଜନାର ଲାଭ ଉଠାନ୍ତୁ।" ​ ଶିଶୁମାନଙ୍କୁ କାମରେ ନଲଗାଇ ବିଦ୍ୟାଳୟକୁ ପଠାନ୍ତୁ। ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ ରଖନ୍ତୁ। ମା, ମାତୃଭାଷା ଓ ମାତୃଭୂମିକୁ ସର୍ବଦା ସମ୍ମାନ ଦିଅନ୍ତୁ। ​ହିତାଧିକାରୀଙ୍କୁ ସମ୍ମାନ ଓ ସହାୟତା ​କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ​ବିବାହ ସହାୟତା, ଶ୍ରମ ବିଭାଗ ପକ୍ଷରୁ ରେଖରାମ ଅହିର ଓ ପୂର୍ଣ୍ଣିମା ମାଝୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ। ​ଶ୍ରମିକ ଙ୍କ ଶ୍ରମ କୁ ସମ୍ମାନ । ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧନା। ​ସ୍ୱଚ୍ଛତା ପାଇଁ ଚନ୍ଦ୍ର କୁମ୍ଭାର, କଶ୍ୟପ ସାଗରିଆ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ "ସ୍ୱଚ୍ଛତା ଦୂତ" ସମ୍ମାନ ପ୍ରଦାନ। ​ଜୀବଜନ୍ତୁ ସେବା "ପକ୍ଷୀ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅଧୀନରେ ପକ୍ଷୀଙ୍କ ପାଇଁ ଜଳ ଓ ଖାଦ୍ୟର ବ୍ୟବସ୍ଥା। ​ଶେଷରେ ଜିଲ୍ଲାପାଳ ନିଜେ ପ୍ରବାସୀ ଶ୍ରମିକ ଜଳନ୍ଧର ବେମାଲଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୋମନା ବିଡିଓ, ତହସିଲଦାର ଓ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।
    6
    ​ନୂଆପଡ଼ା- ୧୩ -/୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତ ର ଉଦ୍ୟାନବନ୍ଧ ଗ୍ରାମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରମିକ ସମସ୍ୟାର ସମାଧାନ ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।
​ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଧନେଶ୍ୱର ସେଠୀ,ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବିଡିଓ ପବିତ୍ର କୁମାର ସାମଲ ଓ ତହସିଲଦାର ସର୍ବେଶ୍ୱର ଜାଲ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, ଚାଷୀ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକର ସୁଫଳ କିଭଳି ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ।
​"ଝିଅ ପାଇଁ ଗଛଟିଏ" ଓ ସାମାଜିକ ସଚେତନତା
​ଏହି ଅବସରରେ ଜିଲ୍ଲାପାଳ ନବଜାତ କନ୍ୟା ଶିଶୁ 'ରୀୟଂଶି'ଙ୍କୁ କୋଳକୁ ନେଇ ଆଶୀର୍ବାଦ ପ୍ରଦାନ କରିବା ସହ "ଝିଅ ପାଇଁ ଗଛଟିଏ" ଅଭିଯାନରେ ତାଙ୍କ ପିତାମାତାଙ୍କୁ ବୃକ୍ଷ ଚାରା ଓ ଉପହାର ପ୍ରଦାନ କରିଥିଲେ। ଏହା ସହିତ "ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ସହାୟତା ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ପ୍ରବାସୀ ଶ୍ରମିକ ସମସ୍ୟା ଉପରେ ଏକ ସୁନ୍ଦର ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା।
​ଜିଲ୍ଲାପାଳ ଏ ଅବସର ରେ ଆହ୍ୱାନ ଦେଇ କହିଲେ ଯେ, ଦଲାଲଙ୍କୁ ଦୂରେଇ ରୁହନ୍ତୁ ।
​ ଜିଲ୍ଲାପାଳ ଶ୍ରୀ ଦାଶ ଆହୁରି କହିଥିଲେ, "ନିଜ ମାଟିରେ ରୋଜଗାରର ଅନେକ ସୁଯୋଗ ଅଛି। ଶ୍ରମିକ ଦଲାଲମାନଙ୍କ ପ୍ରଲୋଭନରେ ପଡ଼ି ବାହାରକୁ ନଯାଇ ସରକାରୀ ଯୋଜନାର ଲାଭ ଉଠାନ୍ତୁ।"
​ ଶିଶୁମାନଙ୍କୁ କାମରେ ନଲଗାଇ ବିଦ୍ୟାଳୟକୁ ପଠାନ୍ତୁ। ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ ରଖନ୍ତୁ।
ମା, ମାତୃଭାଷା ଓ ମାତୃଭୂମିକୁ ସର୍ବଦା ସମ୍ମାନ ଦିଅନ୍ତୁ।
​ହିତାଧିକାରୀଙ୍କୁ ସମ୍ମାନ ଓ ସହାୟତା
​କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା ।
​ବିବାହ ସହାୟତା, ଶ୍ରମ ବିଭାଗ ପକ୍ଷରୁ ରେଖରାମ ଅହିର ଓ ପୂର୍ଣ୍ଣିମା ମାଝୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ।
​ଶ୍ରମିକ ଙ୍କ ଶ୍ରମ କୁ ସମ୍ମାନ । ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧନା।
​ସ୍ୱଚ୍ଛତା ପାଇଁ ଚନ୍ଦ୍ର କୁମ୍ଭାର, କଶ୍ୟପ ସାଗରିଆ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ "ସ୍ୱଚ୍ଛତା ଦୂତ" ସମ୍ମାନ ପ୍ରଦାନ।
​ଜୀବଜନ୍ତୁ ସେବା  "ପକ୍ଷୀ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅଧୀନରେ ପକ୍ଷୀଙ୍କ ପାଇଁ ଜଳ ଓ ଖାଦ୍ୟର ବ୍ୟବସ୍ଥା।
​ଶେଷରେ ଜିଲ୍ଲାପାଳ ନିଜେ ପ୍ରବାସୀ ଶ୍ରମିକ ଜଳନ୍ଧର ବେମାଲଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୋମନା ବିଡିଓ, ତହସିଲଦାର ଓ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    21 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    53 min ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    2 hrs ago
  • ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।
    2
    ସସୁବର୍ଣ୍ଣପୁର ଜିଲ୍ଲା  ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା
    1
    ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ
ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l
    3
    ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.