logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହରିଶଙ୍କରର ଆରୁ ଟିକେ ଉନ୍ନତି ସାଙ୍ଗେ ସୌନ୍ଦର୍ଯ୍ୟ ଲାଗି ଉପଜିଲ୍ଲାପାଳ ପାଟଣାଗଡ଼ଙ୍କ ଅଧ୍ୟକ୍ଷତାରେ ହରିଶଙ୍କର ସମ୍ମିଳନୀ କକ୍ଷରେ ପି. ଡବ୍ଲୁ. ଡି, ବେବୋତ୍ତର କମିଟି ଓ ଜନସାଧାରଣଙ୍କ ମିଳିତରେ ବୈଠକ ଅନୁଷ୍ଠିତ ହୋଇଥିଲା | ହରିଶଙ୍କରର ସୌନ୍ଦର୍ଯ୍ୟ ଲାଗି ଇଥର 13 କୋଟି ଟଙ୍କା ଅନୁଦାନ ଆସିଛେ | ଇତାର ସାଙ୍ଗେ ଗଲା ବର୍ଷର ଆୟ ବ୍ୟୟ ଉପରେ ବି ଆଲୋଚନା ହେଲା | ହରିଶଙ୍କରର ସାମୁହିକ ବିକାଶ ଲାଗି ଦେବୋତ୍ତର କମିଟି, ପ୍ରଶାସନ ଆରୁ ଜନସାଧାରଣ ଙ୍କର ସହଯୋଗ ହେଲେ ଆହୁରି ବିକାଶ ହେଇପାରବା | ହରିଶଙ୍କରର ଆରୁ ଟିକେ ଉନ୍ନତି ସାଙ୍ଗେ ସୌନ୍ଦର୍ଯ୍ୟ ଲାଗି ଉପଜିଲ୍ଲାପାଳ ପାଟଣାଗଡ଼ଙ୍କ ଅଧ୍ୟକ୍ଷତାରେ ହରିଶଙ୍କର ସମ୍ମିଳନୀ କକ୍ଷରେ ପି. ଡବ୍ଲୁ. ଡି, ବେବୋତ୍ତର କମିଟି ଓ ଜନସାଧାରଣଙ୍କ ମିଳିତରେ ବୈଠକ ଅନୁଷ୍ଠିତ ହୋଇଥିଲା | ହରିଶଙ୍କରର ସୌନ୍ଦର୍ଯ୍ୟ ଲାଗି ଇଥର 13 କୋଟି ଟଙ୍କା ଅନୁଦାନ ଆସିଛେ | ଇତାର ସାଙ୍ଗେ ଗଲା ବର୍ଷର ଆୟ ବ୍ୟୟ ଉପରେ ବି ଆଲୋଚନା ହେଲା | ହରିଶଙ୍କରର ସାମୁହିକ ବିକାଶ ଲାଗି ଦେବୋତ୍ତର କମିଟି, ପ୍ରଶାସନ ଆରୁ ଜନସାଧାରଣ ଙ୍କର ସହଯୋଗ ହେଲେ ଆହୁରି ବିକାଶ ହେଇପାରବା |

17 hrs ago
user_ବସନ୍ତ ମେହେର
ବସନ୍ତ ମେହେର
Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
17 hrs ago

ହରିଶଙ୍କରର ଆରୁ ଟିକେ ଉନ୍ନତି ସାଙ୍ଗେ ସୌନ୍ଦର୍ଯ୍ୟ ଲାଗି ଉପଜିଲ୍ଲାପାଳ ପାଟଣାଗଡ଼ଙ୍କ ଅଧ୍ୟକ୍ଷତାରେ ହରିଶଙ୍କର ସମ୍ମିଳନୀ କକ୍ଷରେ ପି. ଡବ୍ଲୁ. ଡି, ବେବୋତ୍ତର କମିଟି ଓ ଜନସାଧାରଣଙ୍କ ମିଳିତରେ ବୈଠକ ଅନୁଷ୍ଠିତ ହୋଇଥିଲା | ହରିଶଙ୍କରର ସୌନ୍ଦର୍ଯ୍ୟ ଲାଗି ଇଥର 13 କୋଟି ଟଙ୍କା ଅନୁଦାନ ଆସିଛେ | ଇତାର ସାଙ୍ଗେ ଗଲା ବର୍ଷର ଆୟ ବ୍ୟୟ ଉପରେ ବି ଆଲୋଚନା ହେଲା | ହରିଶଙ୍କରର ସାମୁହିକ ବିକାଶ ଲାଗି ଦେବୋତ୍ତର କମିଟି, ପ୍ରଶାସନ ଆରୁ ଜନସାଧାରଣ ଙ୍କର ସହଯୋଗ ହେଲେ ଆହୁରି ବିକାଶ ହେଇପାରବା | ହରିଶଙ୍କରର ଆରୁ ଟିକେ ଉନ୍ନତି ସାଙ୍ଗେ ସୌନ୍ଦର୍ଯ୍ୟ ଲାଗି ଉପଜିଲ୍ଲାପାଳ ପାଟଣାଗଡ଼ଙ୍କ ଅଧ୍ୟକ୍ଷତାରେ ହରିଶଙ୍କର ସମ୍ମିଳନୀ କକ୍ଷରେ ପି. ଡବ୍ଲୁ. ଡି, ବେବୋତ୍ତର କମିଟି ଓ ଜନସାଧାରଣଙ୍କ ମିଳିତରେ ବୈଠକ ଅନୁଷ୍ଠିତ ହୋଇଥିଲା | ହରିଶଙ୍କରର ସୌନ୍ଦର୍ଯ୍ୟ ଲାଗି ଇଥର 13 କୋଟି ଟଙ୍କା ଅନୁଦାନ ଆସିଛେ | ଇତାର ସାଙ୍ଗେ ଗଲା ବର୍ଷର ଆୟ ବ୍ୟୟ ଉପରେ ବି ଆଲୋଚନା ହେଲା | ହରିଶଙ୍କରର ସାମୁହିକ ବିକାଶ ଲାଗି ଦେବୋତ୍ତର କମିଟି, ପ୍ରଶାସନ ଆରୁ ଜନସାଧାରଣ ଙ୍କର ସହଯୋଗ ହେଲେ ଆହୁରି ବିକାଶ ହେଇପାରବା |

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    1
    ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    16 hrs ago
  • ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇଥିବା ସହ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି
    1
    ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇଥିବା ସହ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    16 hrs ago
  • ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa
    1
    ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa
    user_Wseta Digal
    Wseta Digal
    ରାଇକିଆ, କନ୍ଧମାଳ, ଓଡ଼ିଶା•
    4 hrs ago
  • बच्चे चोर को धर दबोचा बरगढ़ जिला भेड़ेन थाना की घटना एक बच्चे चोर को ग्रामीणों ने धर दबोचा दिन के एक बजे से रात के 10 बजे तक सड़कों में घूमता फिरता रहता था ये शक्श
    1
    बच्चे चोर को धर दबोचा बरगढ़ जिला भेड़ेन थाना की घटना एक बच्चे चोर को ग्रामीणों ने धर दबोचा दिन के एक बजे से रात के 10 बजे तक सड़कों में घूमता फिरता रहता था ये शक्श
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    15 hrs ago
  • କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ l ନୂଆପଡା -୯/୦୩ -ନୂଆପଡା ଜିଲ୍ଲା କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ଶିବିରରେ ୫୪ଗୋଟି ବ୍ୟକ୍ତିଗତ ଓ ୧୨ଟି ଗୋଷ୍ଠିଗତ ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ ।ସମସ୍ତ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ୨ ଜଣ ଅସହାୟଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କା ଲେଖାଏ ତୁରନ୍ତ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ, ୨୮ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା ଓ ୨ଗୋଟି ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା ବଣ୍ଟନ କରାଯାଇଥିଲା। ବିଡ଼ିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ଵର ଜାଲ, ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶୁଣାଣୀ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରା ଯାଇଥିଲା । ଅଭିଯୋଗ ଶୁଣାଣୀ ପରେ, ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ , ଅଭିଯୋଗ ଶୁଣାଣି ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଆଜି କିଛି ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଗ୍ରହଣ କରାଯାଇଥିଲା ଏବଂ ସଂପୃକ୍ତ ଅଧିକାରୀମାନଙ୍କୁ ସେଗୁଡିକର ତ୍ଵରିତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ ସମସ୍ତଙ୍କୁ ନିଜ ଅଭିଯୋଗ ଅନଲାଇନ୍‌ ମାଧ୍ୟମରେ ମଧ୍ୟ ଦାଖଲ କରିବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ସମରସିଂ ଗ୍ରାମ ପଞ୍ଚାୟତର ଭୂର୍କାଧୋଡ଼ା ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନ ଟିଏ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗୃହପାଳିତ ପଶୁପକ୍ଷୀ ମାନଙ୍କ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ "ପ୍ରାଣୀ ପାଇଁ ଦିନଟିଏ" ନାମରେ ଗୋଟିଏ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା l ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ବନଖଣ୍ଡ ଅଧିକାରୀ ଖଡିଆଳ , ଅଜିଜ ଖାନ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) କେ ମାଧବିଲତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଜୋନ୍ ୧ ଜିଲ୍ଲା ପରିଷଦ ସଦସ୍ୟ ମୁରଲୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l
    1
    କୋମନା ବ୍ଲକରେ ଜିଲ୍ଲାପାଳଙ୍କ  ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ l 
ନୂଆପଡା -୯/୦୩ -ନୂଆପଡା ଜିଲ୍ଲା କୋମନା ବ୍ଲକରେ ଜିଲ୍ଲାପାଳଙ୍କ  ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ଶିବିରରେ ୫୪ଗୋଟି ବ୍ୟକ୍ତିଗତ ଓ ୧୨ଟି ଗୋଷ୍ଠିଗତ ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ ।ସମସ୍ତ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ୨ ଜଣ ଅସହାୟଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କା ଲେଖାଏ  ତୁରନ୍ତ ସହାୟତା ପ୍ରଦାନ କରାଯାଇଥିଲା। 
ଏହି ଅବସରରେ, ୨୮ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା ଓ ୨ଗୋଟି ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା ବଣ୍ଟନ କରାଯାଇଥିଲା। ବିଡ଼ିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ଵର ଜାଲ, ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶୁଣାଣୀ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ  ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରା ଯାଇଥିଲା । ଅଭିଯୋଗ ଶୁଣାଣୀ ପରେ, ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ , ଅଭିଯୋଗ ଶୁଣାଣି ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଆଜି କିଛି ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଗ୍ରହଣ କରାଯାଇଥିଲା ଏବଂ ସଂପୃକ୍ତ ଅଧିକାରୀମାନଙ୍କୁ ସେଗୁଡିକର ତ୍ଵରିତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ ସମସ୍ତଙ୍କୁ ନିଜ ଅଭିଯୋଗ ଅନଲାଇନ୍‌ ମାଧ୍ୟମରେ ମଧ୍ୟ ଦାଖଲ କରିବାକୁ ଆହ୍ବାନ କରିଥିଲେ।
ଏହି ଅବସରରେ ସମରସିଂ ଗ୍ରାମ ପଞ୍ଚାୟତର ଭୂର୍କାଧୋଡ଼ା ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନ ଟିଏ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗୃହପାଳିତ ପଶୁପକ୍ଷୀ ମାନଙ୍କ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ "ପ୍ରାଣୀ  ପାଇଁ ଦିନଟିଏ" ନାମରେ ଗୋଟିଏ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା l ଏହି ଅଭିଯୋଗ  ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ବନଖଣ୍ଡ ଅଧିକାରୀ ଖଡିଆଳ , ଅଜିଜ ଖାନ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) କେ ମାଧବିଲତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,  ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଜିଲ୍ଲା  ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଜୋନ୍ ୧ ଜିଲ୍ଲା ପରିଷଦ ସଦସ୍ୟ ମୁରଲୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l
    user_Surendra Tiwari
    Surendra Tiwari
    Insurance Agent ନୂଆପଡା, ନୂଆପଡ଼ା, ଓଡ଼ିଶା•
    16 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    1
    ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    16 hrs ago
  • ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇଥିବା ବେଳେ, ସମ୍ମାନିତ ଭାବେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର,ସିଡିଓ ପ୍ରସନ୍ନ ପାତ୍ର, କୁଚିଣ୍ଡା ଉପଜିଲ୍ଲାପାଳ ସରଓ୍ବନନ ସ,ଏମ୍ ପି ପ୍ରତିନିଧି ସୁଶିଲ କର, କୁଚିଣ୍ଡା ଜିଲ୍ଲା ପରିଷଦ ଜୋନ ୨ ଦିବ୍ୟରାଜ କିଷାନ, ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି
    1
    ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇଥିବା ବେଳେ, ସମ୍ମାନିତ ଭାବେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର,ସିଡିଓ ପ୍ରସନ୍ନ ପାତ୍ର, କୁଚିଣ୍ଡା ଉପଜିଲ୍ଲାପାଳ ସରଓ୍ବନନ ସ,ଏମ୍ ପି ପ୍ରତିନିଧି ସୁଶିଲ କର, କୁଚିଣ୍ଡା ଜିଲ୍ଲା ପରିଷଦ ଜୋନ ୨ ଦିବ୍ୟରାଜ କିଷାନ, ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.