Shuru
Apke Nagar Ki App…
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତ୍ରିରେ ମନ୍ଦିରର କବାଟ ଭାଙ୍ଗିବା ସହ ଦାନ ହୁଣ୍ଡି ବାକ୍ସ ଭଙ୍ଗା ଯାଇ ଚୋରି ହୋଇଛି।
AT News
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତ୍ରିରେ ମନ୍ଦିରର କବାଟ ଭାଙ୍ଗିବା ସହ ଦାନ ହୁଣ୍ଡି ବାକ୍ସ ଭଙ୍ଗା ଯାଇ ଚୋରି ହୋଇଛି।
More news from ଓଡ଼ିଶା and nearby areas
- ବିଦ୍ୟାଳୟରେ ଆରମ୍ଭ ହୋଇଛି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ।1
- ଘୁଙ୍ଗୁର ମିଶ୍ର - ମୋ ପାଖରେ ସବୁ ପ୍ରମାଣ ଅଛି | ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- Post by ନିଷ୍ଠୁର ଦୁନିଆ Live1
- ଅସାମାଜିକ ଯୁବକ ର ଉନ୍ମୁକ୍ତ କାଣ୍ଡ, ଚୋରି ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା,ପୋଲିସ ଥାନାକୁ ଆଣି ତାର ଘରକୁ ଯାଇଥିବା ବେଳେ ଫେରାର ହୋଇଯିବାକୁ ବସିଥିବା ବେଳେ ମାଡି ବସିଲେ ସ୍ଥାନୀୟ ଲୋକ, ମହିଳା ମାନଙ୍କୁ ଅଶ୍ଳୀଳ ଗାଳିଗୁଲଜ ସହିତ ଆକ୍ରମଣ କରିବା ନେଇ ଅଭିଯୋଗ ଆଣିଲେ ମହିଳା, ଜଟାଧାର ଥାନାରେ ଲିଖିତ ଅଭିଯୋଗ.... ଅଭିଯୁକ୍ତ ଅଟକ...1
- ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ମହିଳା ମାନଙ୍କୁ ନେଇ ନିଆରା ଢଙ୍ଗରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଟିତ କରି ସଚେତନ କରିଥିବା ଦେଖେଇବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୱାଡ଼ ମେମ୍ବର ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଆଶା, ବନ ରକ୍ଷୀ ଲକ୍ଷ୍ମୀ ପ୍ରିୟାସାହୁ, ଅବିର ପାତ୍ର, ସନ୍ତସ ସାମଲ, ବେଞ୍ଜାମିନ ରାଇତ, ଏସୀୟ ଗମାଙ୍ଗ ଅଚ୍ୟୁତ ଶବର, ଅଶୋକ କୁମାର ନାୟକ ଥିବାବେଳେ ସମସ୍ତ ବନ କର୍ମଚାରି ସୋହୋଯୋଗ କରିଥିଲେ।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 04.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by AT News1
- ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ଭୁସୁଡ଼ିବା ନେଇ ସାମ୍ୱାଦିକ ସମ୍ମିଳନୀ କରି କଲେ ଅଭିଯୋଗ।1
- Post by ନିଷ୍ଠୁର ଦୁନିଆ Live1