Shuru
Apke Nagar Ki App…
ଆସନ୍ତା ମେ ୮ ତାରିଖରେ ତାଳଚେର ବନ୍ଦ ନିଷ୍ପତି, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ରୋଗୀ ସେବା ଦାବୀ, କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ କରାଯିବ ଆସନ୍ତା ମେ ୮ ତାରିଖରେ ତାଳଚେର ବନ୍ଦ ନେଇ ନିଷ୍ପତି ହୋଇଛି l ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ରୋଗୀ ସେବା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ କରାଯିବ l ଏ ନେଇ ସଭାପତି ଅଭୟ ପାଣିଙ୍କ ପକ୍ଷରୁ ପ୍ରତିକ୍ରିୟା l
Priyamadhaba Das

More news from ଓଡ଼ିଶା and nearby areas
- ଏହି ଦିନ ସରିଯିବ କଳିଯୁଗ ! ବାରହାତ ଖଣ୍ଡା ଧରି ଆସିବେ କଳ୍କୀ |1
- ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଖଣ୍ଡିଆ ବଜାର ସ୍ଥିତ ଯକୋଟି ପାଟଣା ଠାରେ ଶ୍ରୀ ଶ୍ରୀ ଶନିଶ୍ଚର ପୂଜା କମିଟି ପକ୍ଷରୁ ଜଳାଭିଷେକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି #apanankakhabara #LatestNews #UpdateNews #OdishaNews #Odisha #jagatsinghpur Apananka Khabara1
- ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।1
- Post by SOUMYA RANJAN1
- ଜାତୀୟ ପଞ୍ଚାୟତରାଜ ଦିବସରେ ବାଙ୍କୀ ବିଧାୟକ ଙ୍କ ମାରାଥନ ଶିଳାନ୍ୟାସ #spnewstvliveodia #bankinews1
- Aaj ka best moment friends ke saath ❤️ full enjoy1
- ପେଟିଏମ୍ ଲାଇସେନ୍ସ ରଦ୍ଧ କଲେ RBI ଜାଣନ୍ତୁ UPI ଇଉଜର ମାନଙ୍କ ଉପରେ କଣ ପ୍ରଭାବ ପଡ଼ିବ #LatestNews #UpdateNews #apanankakhabara #news #OdishaNews #Odisha1
- ଯାତ୍ରୀଙ୍କ ଜୀବନ ସହିତ ଖେଳ ! ଦ୍ରୁତ ଗତିରେ ଯାତ୍ରୀବାହୀ ବସ ନେଇ ଯାଉଥିବା ବସ ସହିତ ଡ୍ରାଇଭର ଥାନାରେ ଅଟକ, ଯାତ୍ରୀ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ବସକୁ ଗୋଡେଇ ଗୋଡେଇ ଧରିଲେ ସ୍ଥାନୀୟ ଲୋକେ, ଉତ୍ତେଜନା, ବସ ଚାଳକ ନିଶା ସେବନ କରୁଥିବା ରୁ ଏଭଳି ଦ୍ରୁତ ଗତିରେ ଗାଡି ଚଳାଉଥିବା ଅଭିଯୋଗ, ପିପିଏଲ ନିକଟରେ ଘଟିଛି ଘଟଣା, ଆଦର୍ଶ ଥାନା ପୋଲିସ ବିଜୟା ବସ କୁ ଥାନାକୁ ଆଣିବା ବେଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିବା ସୂଚନା1
- Post by ମିଲନ କୁମାର ନାଏକ1