Shuru
Apke Nagar Ki App…
ମାତୃ ଦିବସରେ ପାରାଦୀପ କଲେଜ ଏନସିସି ଆଲୁମିନି ତରଫରୁ ଜଳଛତ୍ର ଉଦଘାଟନ.. ଦୁନିଆଁରେ ମା ଠାରୁ ବଡ଼ ଶବ୍ଦ କିଛି ନାହିଁ, ନିଜେ ଉପବାସ ରେ ରହି ସନ୍ତାନ ପେଟ ପୁରାଉଥିବା ମଣିଷ ଟି ହେଉଛି ମା, ସଭ୍ୟ ସମାଜ ର ଶିକ୍ଷିତ ପିଲାମାନେ ଯେତେ କଷ୍ଟରେ ରହିଲେ ବି ନିଜ ମା କୁ କେବେ ହତାଦର ନ କରିବାକୁ ପାରାଦୀପ କଲେଜ ଏନସିସି ଆଲୁମିନି ତରଫରୁ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ମାତୃ ଦିବସ ରେ ଜଳଛତ୍ର ଉଦଘାଟନ ଅବସରରେ ଉପଦେଶ ଦେଇଛନ୍ତି ପାରାଦୀପ କଲେଜ ଅଧ୍ୟକ୍ଷା ଡ଼ ସସ୍ମିତା ଶତପଥୀ.....
Biraja prasad tripathy Tripathy

More news from Cuttack and nearby areas
- କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ଏହି କାରଣରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।1
- ଆଜି ବାଲିପାଟଣା ଥାନାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅଭିନବ ଆୟୋଜନ ପାଇଁ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଯାଇଛି।1
- ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଭିନେତା ଥାଲାପତି ବିଜୟ। ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ।1
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଧାୟକ ହିମାଂଶୁ ଶେଖର ସାହୁ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କୁମାରୀ ଅଞ୍ଚଳର ପବିତ୍ର ଲକ୍ଷ୍ମୀ ମଣ୍ଡପର ଉନ୍ନତିକରଣ, ପ୍ରଭୁ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଏବଂ ଯାତ୍ରୀନିବାସ ପ୍ରକଳ୍ପ ଏଥିରେ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳବାସୀଙ୍କ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନକୁ ସୁଦୃଢ଼ କରିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।1
- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।1
- ବୌଦ୍ଧର ବୁଟୁପାଲିସ୍ଥିତ ଶ୍ରୀରାଧା ମାଧବ ସେବାଶ୍ରମରେ ଏକ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଲୋକମାନେ ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସା ସେବା ପାଇବେ। ଏହା ଅଞ୍ଚଳବାସୀଙ୍କୁ ପ୍ରାକୃତିକ ଉପାୟରେ ସୁସ୍ଥ ରହିବାରେ ସାହାଯ୍ୟ କରିବ।1
- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଅଠାଣ୍ଟର ଛକରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।1
- କଟକର ମଧୁପାଟଣା ଅଞ୍ଚଳରେ ଶ୍ରମିକମାନେ ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ପ୍ରଚଣ୍ଡ ଖରାରେ ବିନା ସୁରକ୍ଷା ବଳୟରେ ୬ ମହଲା ଉପରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ବିପଦପୂର୍ଣ୍ଣ ପରିସ୍ଥିତିରେ ସେମାନଙ୍କ ଜୀବନ ବାଜିରେ ଲାଗିଛି। ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବ?1
- କଟକରେ ଅପରେସନ ସିନ୍ଦୁରର ଏକବର୍ଷ ପୂର୍ତ୍ତି ସମର ଶିକ୍ଷାର୍ଥୀ ବାହିନୀ (NCC) ଛାତ୍ରମାନଙ୍କ ଦ୍ୱାରା ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।1