Shuru
Apke Nagar Ki App…
ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଞ୍ଚାୟତ ଓ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତର ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ll ସେହି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅଦ୍ୟାବଧି ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନଥିବାରୁ ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ଜେନା କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବାକୁ ଦାବୀ କରିଛନ୍ତି ll
AT News

More news from ଓଡ଼ିଶା and nearby areas
- ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଞ୍ଚାୟତ ଓ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତର ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ll ସେହି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅଦ୍ୟାବଧି ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନଥିବାରୁ ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ଜେନା କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବାକୁ ଦାବୀ କରିଛନ୍ତି ll1
- ପରିବେଶ ସୁରକ୍ଷା ସହ ସବୁଜ ଓ ସୁନ୍ଦର କୋରେଇ ଗଠନର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଶ୍ରୀ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ, ଗୋହିରାଗଡିଆ ଠାରେ ଆୟୋଜିତ ହୋଇଯାଇଛି “ସବୁଜ ସୁନ୍ଦର କୋରେଇ” ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ। #କୋରେଇ #ଯାଜପୁର #ସବୁଜକୋରେଇ #ସୁନ୍ଦରକୋରେଇ #GreenKorei #TreePlantation #Jajpur #Odisha #news7odia #bjp #BJPGovernment #akashadasnayak1
- ଯାଜପୁର ରୋଡ୍, କହ୍ନେଇପୁରର ପ୍ରଭା କେୟାର ସାମ୍ନାରେ ଆଜି ଶୁଭ ଉଦ୍ଘାଟନ ହୋଇଛି ନୂତନ 'ଫ୍ୟାମିଲି ବିରିୟାନୀ ଦରବାର'। ଏହି ରେଷ୍ଟୁରାଣ୍ଟଟି ଶାନ୍ତି ଲଜ୍ ପରିବାର ରେଷ୍ଟୁରାଣ୍ଟ୍ର ଭିତରେ ଖୋଲାଯାଇଛି, ଯାହା ସ୍ଥାନୀୟ ଲୋକଙ୍କୁ ଏକ ସୁନ୍ଦର ପରିବେଶରେ ସ୍ୱାଦିଷ୍ଟ ଭୋଜନର ଆନନ୍ଦ ଦେବ। #Jajpurroad #korei।1
- ଭଦ୍ରକ ସହର ଓଟି ମାର୍କେଟ ରେ ପାଣି, ପ୍ରବଳ ବର୍ଷା ହେବାରୁ ଓଟି ମାର୍କେଟ ରେ ପଶିଲା ପାଣି1
- ଭଦ୍ରକ ଏରେଇ ରେ ଧରା ପଡିଲା କାମୁଡା ମାଙ୍କଡ଼, ଶେଷରେ ଟ୍ରାଙ୍କୁଳାଇଜ କରି ପଡିଲା ଧରା1