ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ଭେଟିଲେ ଟିଏଫଏଲ ର ଏମଡି ତାଳଚେର :- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଲୋକସଭା ରେ ବାରମ୍ବାର ତାଳଚେର ସାର କାରଖାନା ଟିଏଫଏଲ ସମ୍ପର୍କରେ ପ୍ରଶ୍ନ ଉଥାପନ କରି ଆସିଛନ୍ତି |କେନ୍ଦ୍ର ସାର ରସାୟନ ମନ୍ତ୍ରୀ ଜେପି ନଡ୍ଡା ସାଂସଦ ଶ୍ରୀ ପାଣିଙ୍କୁ ଲିଖିତ ଭାବେ ଉତ୍ତର ମଧ୍ୟ ଜଣାଇଛନ୍ତି |ଆଜି ଗୁରୁବାର ଟିଏଫଏଲ ର ଏମ ଡି ବିବେକ ଶ୍ରୀବାସ୍ତବଙ୍କ ସମେତ ସମସ୍ତ ପଦାଧିକାରୀ ଢେଙ୍କାନାଳ ସାଂସଦ ଶ୍ରୀ ପାଣିଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଟିଏଫଏଲ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ଟିଏଫଏଲ ଆଗାମୀ ୨୦୨୭ ରେ କାର୍ଯ୍ୟକ୍ଷମ ହେବ ଏବଂ ଟିଏଫଏଲ ରେ ଏଫସିଆଇ ର ପୂର୍ବ କର୍ମଚାରୀଙ୍କର ଉତ୍ତରାଧିକାରୀ କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା ଉପରେ ଆଲୋଚନା କରାଯାଇଥିଲା l ଆଜିର ଏହି ବୈଠକରେ ସାଂସଦ ଙ୍କ ସହ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଜଗଦୀଶ ମିଶ୍ର, ମଣ୍ଡଳ ସଭାପତି ରାଜେଶ ଦଳେଇ, ଟିଏଫଏଲ ଏମ ଡି ବିବେକ ଶ୍ରୀବାସ୍ତବ, ଏଚଓଡି ଏଚଆର ଅନନ୍ତ ଆଚାର୍ଯ୍ୟ, ଚିଫ ମ୍ୟାନେଜର ସୁମନ୍ତ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

- ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ1
- Post by ଟଙ୍କଧର .ମେହେର1
- କଣିହାଁ ଠାରେ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ଜଲିଓଡ଼ ସିଙ୍ଗର ଓମ କୁମାର1
- ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।1
- ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ1
- ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...1
- କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani1
- Post by ଟଙ୍କଧର .ମେହେର1