ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର। ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’। ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ଆଜି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗତ ୩୧.୦୩.୨୦୨୬ ରିଖରେ ସିନ୍ଦୁରବାହାଲ-ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା। ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା। ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଛନ୍ତି। ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ,ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ,, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ। କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି। ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

- ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର। ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’। ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ଆଜି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗତ ୩୧.୦୩.୨୦୨୬ ରିଖରେ ସିନ୍ଦୁରବାହାଲ-ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା। ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା। ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଛନ୍ତି। ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ,ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ,, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ। କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି। ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।1
- #ମରିଗଲା_ଗୋଲାପୀ_ହାତୀ ଭାଇରାଲ୍ ଗୋଲାପୀ ହାତୀର ମୃତ୍ୟୁ। ହୋସ୍ ଉଡ଼ାଇଦେଲା ପୋଷ୍ଟମର୍ଟମ ରିପୋର୍ଟ। ଲାଇକ ଓ ଭ୍ୟୁ ପାଇଁ କରିଦେଲେ କି ହତ୍ୟା ? #PinkElephant #JaipurNews #AnimalCruelty #ViralNews #ChanchalElephant #WildlifeProtection #SocialMediaImpact #IndiaNews #BreakingNews #AnimalRights #Controversy #TrendingNews #EthicalIssues #SpecialStory #OTV1
- Post by Dingar Majhi1
- Post by ସୋନୁ ଟାଇଗର1
- ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର ପାଟଣାଗଡ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ର ବୁଥ ସ୍ତରୀୟ ଏଜେଣ୍ଟ ଏବଂ ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କର ବୈଠକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।1
- Post by SonepurSambad1
- 🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯1