logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶ୍ରୀପର୍ଣ୍ଣା ପକ୍ଷରୁ ୩୯ତମ ମକର ମିଳନ ଓ କବିତା ପାଠ ଅନୁଷ୍ଠିତ। ପୁରୀ ୟୁଥ ହଷ୍ଟେଲ ସଭାକକ୍ଷରେ ଶ୍ରୀପର୍ଣ୍ଣାର ୩୯ତମ ମକର ମିଳନ,କବିତା ପାଠ ଓ ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ "ଆରବୀୟ ରଜନୀ "କୁ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଓଡ଼ିଆ ଅନୁବାଦ "ଆରବୀୟ ରଜନୀ କାହାଣୀ " ଲୋକାର୍ପଣ ହୋଇଯାଇଛି l ଏହି ସାରସ୍ୱତ ଆସର ମକର ମିଳନକୁ ପ୍ରଦୀପ ପ୍ରଜ୍ୱାଳନ କରି ଶୁଭ ଉଦଘାଟନ କରିଥିଲେ ପ୍ରଖ୍ୟାତ ପ୍ରାବନ୍ଧିକ ସମାଲୋଚକ ପ୍ରଫେସର ଡ଼କ୍ଟର ହରପ୍ରସାଦ ମିଶ୍ର, ଶିଶୁ କିଶୋର ସାହିତ୍ୟିକ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ, ଶ୍ରୀକ୍ଷେତ୍ର ପୁରୀର ପରମ ବିଦୁଷୀ ଶ୍ରୀମତୀ ବିଜୟଲଷ୍ମୀ ଦାଶ ମିଶ୍ର, ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର l ମୁଖ୍ୟ ବକ୍ତା ଡ଼କ୍ଟର ହରପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ବିଜୟ ଲଷ୍ମୀ ଦାଶ ମିଶ୍ର ଫକୀର ମୋହନ ସ୍ମରଣୀୟେଷୁ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ପ୍ରକାଶିତ ପୁସ୍ତକର ଆଲୋଚନା କରି ଶ୍ରୀମତୀ ସୁଜାତା ସିହ୍ନାଙ୍କ ଏ କୃତିର ବହୁତ ପ୍ରଶଂସା କରି ଏହା ଶିଶୁ କିଶୋର ମାନଙ୍କ ପାଇଁ ଏକ ଯଥାର୍ଥ କୃତି ଭାବରେ ଉପସ୍ଥାପନା କରିଥିଲେ l ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଏ ସଭାଟିକୁ ପରିଚାଳନା କରିଥିଲେ l "ମକର ଚାଉଳ" ପରିବେଷଣ ଓ ମଧ୍ୟାହ୍ନ ଭୋଜନ ପରେ ଦ୍ୱତୀୟ ପର୍ବ କବିତା ପାଠ ଅନୁଷ୍ଠିତ ହୋଇଥିଲା l କବିତା ଆସରରେ ଅଧ୍ୟକ୍ଷତା କରିଥିଲେ କବୀ ଶ୍ରୀମତୀ ସୌଭାଗ୍ୟ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କବି ଯୋଗେଶ ପ୍ରସାଦ ହୋତା l କବିତା ଆସର କୁ ସଂଯୋଜନା କରିଥିଲେ ଶ୍ରୀମତୀ ମମତା ଦାସ ଓ ଶ୍ରୀମତୀ ସୁଜାତା ସିହ୍ନା l ଉପସ୍ଥିତ ସମସ୍ତ କବି ଓ ଅତିଥିମାନଙ୍କୁ ଶ୍ରୀପର୍ଣ୍ଣା ତରଫରୁ ଉପହାର ପ୍ରଦାନ କରାଯାଇଥିଲା l ଏହି ସାରସ୍ୱତ ଆସରରେ କବି ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର, ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରଧାନ, ସର୍ବଶ୍ରୀ କମଳ ଦାସ, ଡ଼କ୍ଟର ସସ୍ମିତା ମିଶ୍ର, ନିଶିଥ ବୋଷ, ଶ୍ରୀମତୀ ଜୟନ୍ତୀ ନନ୍ଦ, ଭାଗିରଥି ନାୟକ, ପ୍ରଭାତୀ ଦାଶ, ଶ୍ରୀମତୀ ପ୍ରବାସିନୀ ମିଶ୍ର,ସୁଶ୍ରୀ ରଶ୍ମିତା ବେହେରା, ବିଚିତ୍ର ମହାପାତ୍ର, ରବୀନ୍ଦ୍ର କୁମାର ବାହିନୀପତି, ସୁଶ୍ରୀ ହରପ୍ରିୟା ସାହୁ,ରମେଶ ଚନ୍ଦ୍ର ଦାଶ, ଦୁର୍ଗାବତୀ ପ୍ରଧାନ, ରିତାଞ୍ଜଳୀ ପ୍ରଧାନ, ଦେବଯାନୀ ସ୍ୱାଇଁ, ସିଲି ପ୍ରଧାନ, ମୋହିନୀ ସାହୁ,ଜ୍ୟୋତିର୍ମୟୀ ବରାଳ, ପର୍ଶୁରାମ ପାତ୍ର, ରବୀନ୍ଦ୍ର ନାଥ ପ୍ରଧାନ,ହେମନ୍ତ କୁମାର ଛୋଟରାୟ, ଅନନ୍ତ ପ୍ରଧାନ, ଡ଼କ୍ଟର ରାଜେନ୍ଦ୍ର କୁମାର ବେହେରା, ବାଳକୃଷ୍ଣ ଜେନା, ସୁକାନ୍ତ ପଣ୍ଡା, ପୁରୁଷୋତ୍ତମ ନନ୍ଦ, କସ୍ତୁରିକା ମିଶ୍ର, ରଶ୍ମିତା ନନ୍ଦ, ସୁଶାନ୍ତ ବେହେରା, ଅନୁପମା ପଣ୍ଡା,ରୁନୁ ମହାନ୍ତି, ଅଜୟ ପ୍ରଧାନ, ସୁବାସ ଚନ୍ଦ୍ର ପରିଡା ଆଦି ଯୋଗ ଦେଇଥିଲେ l ପରିଶେଷରେ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

2 hrs ago
user_Manoj kumar baliyarsingh
Manoj kumar baliyarsingh
Journalist ପୁରୀ (M), ପୁରୀ, ଓଡ଼ିଶା•
2 hrs ago

ଶ୍ରୀପର୍ଣ୍ଣା ପକ୍ଷରୁ ୩୯ତମ ମକର ମିଳନ ଓ କବିତା ପାଠ ଅନୁଷ୍ଠିତ। ପୁରୀ ୟୁଥ ହଷ୍ଟେଲ ସଭାକକ୍ଷରେ ଶ୍ରୀପର୍ଣ୍ଣାର ୩୯ତମ ମକର ମିଳନ,କବିତା ପାଠ ଓ ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ "ଆରବୀୟ ରଜନୀ "କୁ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଓଡ଼ିଆ ଅନୁବାଦ "ଆରବୀୟ ରଜନୀ କାହାଣୀ " ଲୋକାର୍ପଣ ହୋଇଯାଇଛି l ଏହି ସାରସ୍ୱତ ଆସର ମକର ମିଳନକୁ ପ୍ରଦୀପ ପ୍ରଜ୍ୱାଳନ କରି ଶୁଭ ଉଦଘାଟନ କରିଥିଲେ ପ୍ରଖ୍ୟାତ ପ୍ରାବନ୍ଧିକ ସମାଲୋଚକ ପ୍ରଫେସର ଡ଼କ୍ଟର ହରପ୍ରସାଦ ମିଶ୍ର, ଶିଶୁ କିଶୋର ସାହିତ୍ୟିକ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ, ଶ୍ରୀକ୍ଷେତ୍ର ପୁରୀର

ପରମ ବିଦୁଷୀ ଶ୍ରୀମତୀ ବିଜୟଲଷ୍ମୀ ଦାଶ ମିଶ୍ର, ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର l ମୁଖ୍ୟ ବକ୍ତା ଡ଼କ୍ଟର ହରପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ବିଜୟ ଲଷ୍ମୀ ଦାଶ ମିଶ୍ର ଫକୀର ମୋହନ ସ୍ମରଣୀୟେଷୁ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ପ୍ରକାଶିତ ପୁସ୍ତକର ଆଲୋଚନା କରି ଶ୍ରୀମତୀ ସୁଜାତା ସିହ୍ନାଙ୍କ ଏ କୃତିର ବହୁତ ପ୍ରଶଂସା କରି ଏହା ଶିଶୁ କିଶୋର ମାନଙ୍କ ପାଇଁ ଏକ ଯଥାର୍ଥ କୃତି ଭାବରେ ଉପସ୍ଥାପନା କରିଥିଲେ l ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଏ ସଭାଟିକୁ ପରିଚାଳନା କରିଥିଲେ l "ମକର ଚାଉଳ" ପରିବେଷଣ ଓ ମଧ୍ୟାହ୍ନ ଭୋଜନ ପରେ ଦ୍ୱତୀୟ ପର୍ବ

କବିତା ପାଠ ଅନୁଷ୍ଠିତ ହୋଇଥିଲା l କବିତା ଆସରରେ ଅଧ୍ୟକ୍ଷତା କରିଥିଲେ କବୀ ଶ୍ରୀମତୀ ସୌଭାଗ୍ୟ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କବି ଯୋଗେଶ ପ୍ରସାଦ ହୋତା l କବିତା ଆସର କୁ ସଂଯୋଜନା କରିଥିଲେ ଶ୍ରୀମତୀ ମମତା ଦାସ ଓ ଶ୍ରୀମତୀ ସୁଜାତା ସିହ୍ନା l ଉପସ୍ଥିତ ସମସ୍ତ କବି ଓ ଅତିଥିମାନଙ୍କୁ ଶ୍ରୀପର୍ଣ୍ଣା ତରଫରୁ ଉପହାର ପ୍ରଦାନ କରାଯାଇଥିଲା l ଏହି ସାରସ୍ୱତ ଆସରରେ କବି ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର, ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରଧାନ, ସର୍ବଶ୍ରୀ କମଳ ଦାସ, ଡ଼କ୍ଟର ସସ୍ମିତା ମିଶ୍ର, ନିଶିଥ ବୋଷ, ଶ୍ରୀମତୀ ଜୟନ୍ତୀ ନନ୍ଦ, ଭାଗିରଥି ନାୟକ, ପ୍ରଭାତୀ

ଦାଶ, ଶ୍ରୀମତୀ ପ୍ରବାସିନୀ ମିଶ୍ର,ସୁଶ୍ରୀ ରଶ୍ମିତା ବେହେରା, ବିଚିତ୍ର ମହାପାତ୍ର, ରବୀନ୍ଦ୍ର କୁମାର ବାହିନୀପତି, ସୁଶ୍ରୀ ହରପ୍ରିୟା ସାହୁ,ରମେଶ ଚନ୍ଦ୍ର ଦାଶ, ଦୁର୍ଗାବତୀ ପ୍ରଧାନ, ରିତାଞ୍ଜଳୀ ପ୍ରଧାନ, ଦେବଯାନୀ ସ୍ୱାଇଁ, ସିଲି ପ୍ରଧାନ, ମୋହିନୀ ସାହୁ,ଜ୍ୟୋତିର୍ମୟୀ ବରାଳ, ପର୍ଶୁରାମ ପାତ୍ର, ରବୀନ୍ଦ୍ର ନାଥ ପ୍ରଧାନ,ହେମନ୍ତ କୁମାର ଛୋଟରାୟ, ଅନନ୍ତ ପ୍ରଧାନ, ଡ଼କ୍ଟର ରାଜେନ୍ଦ୍ର କୁମାର ବେହେରା, ବାଳକୃଷ୍ଣ ଜେନା, ସୁକାନ୍ତ ପଣ୍ଡା, ପୁରୁଷୋତ୍ତମ ନନ୍ଦ, କସ୍ତୁରିକା ମିଶ୍ର, ରଶ୍ମିତା ନନ୍ଦ, ସୁଶାନ୍ତ ବେହେରା, ଅନୁପମା ପଣ୍ଡା,ରୁନୁ ମହାନ୍ତି, ଅଜୟ ପ୍ରଧାନ, ସୁବାସ ଚନ୍ଦ୍ର ପରିଡା ଆଦି ଯୋଗ ଦେଇଥିଲେ l ପରିଶେଷରେ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

More news from ଓଡ଼ିଶା and nearby areas
  • ସମ୍ପତି ପାଇଁ ମାମୁଁ ହେଲା ଶତ୍ରୁ
    1
    ସମ୍ପତି ପାଇଁ ମାମୁଁ ହେଲା ଶତ୍ରୁ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଦୀର୍ଘ ଦେଢ଼ ବର୍ଷ ପରେ ଆସିକା କଳିଙ୍ଗ ରୋଡ଼ ସ୍ଥିତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ଗୃହର ତାଲା ଖୋଲିଲା। ସମାଜର ବୈଜେଷ୍ଠ ଓ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ବରଗାଁ ମଣ୍ଡଳ ସମାଜ ଗୃହର କାର୍ଯ୍ୟାଳୟ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିବା ଦେଖି ସମାଜ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।
    4
    ଦୀର୍ଘ ଦେଢ଼ ବର୍ଷ ପରେ ଆସିକା କଳିଙ୍ଗ ରୋଡ଼ ସ୍ଥିତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ଗୃହର ତାଲା ଖୋଲିଲା। ସମାଜର ବୈଜେଷ୍ଠ ଓ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ବରଗାଁ ମଣ୍ଡଳ ସମାଜ ଗୃହର କାର୍ଯ୍ୟାଳୟ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିବା ଦେଖି ସମାଜ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।
    user_Ganjam Khabar
    Ganjam Khabar
    Journalist Khalikote, Ganjam•
    19 hrs ago
  • ବିବେକାନନ୍ଦ ଜୟନ୍ତୀ ଅବସରରେ ପାରାଦୀପ ର ଅଗ୍ରଣୀ ସମାଜସେବୀ ସଂଗଠନ ସ୍ୱାମୀ ବିବେକାନନ୍ଦ ଟ୍ରଷ୍ଟ ତରଫରୁ ଜାତୀୟ ଯୁବ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ପାରାଦୀପ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସାମାଜିକ ସଂଗଠନ ମାନଙ୍କୁ ପୁରସ୍କୃତ କରିବା ସହିତ ଦରିଦ୍ର ନାରାୟଣ ସେବା....
    1
    ବିବେକାନନ୍ଦ ଜୟନ୍ତୀ ଅବସରରେ ପାରାଦୀପ ର ଅଗ୍ରଣୀ ସମାଜସେବୀ ସଂଗଠନ ସ୍ୱାମୀ ବିବେକାନନ୍ଦ ଟ୍ରଷ୍ଟ ତରଫରୁ ଜାତୀୟ ଯୁବ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ପାରାଦୀପ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସାମାଜିକ ସଂଗଠନ ମାନଙ୍କୁ ପୁରସ୍କୃତ କରିବା ସହିତ ଦରିଦ୍ର ନାରାୟଣ ସେବା....
    user_Biraja prasad tripathy Tripathy
    Biraja prasad tripathy Tripathy
    Journalist ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    1 hr ago
  • କଣ୍ଟାନାଳି ଛକ, ମକର ସଂକ୍ରନ୍ତି ଉପଲକ୍ଷେ ମା ତାରେଣୀ ଙ୍କ ପାଖରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ଲଡୁ,ଓ ମା ଙ୍କ ପ୍ରସାଦ ବଣ୍ଟନ
    1
    କଣ୍ଟାନାଳି ଛକ, ମକର ସଂକ୍ରନ୍ତି ଉପଲକ୍ଷେ ମା ତାରେଣୀ ଙ୍କ ପାଖରେ   ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ଲଡୁ,ଓ ମା ଙ୍କ ପ୍ରସାଦ ବଣ୍ଟନ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ଓଡ଼ିଶା ର ଅନ୍ୟାନ୍ୟ ପର୍ବ ମଧ୍ୟ ରେ ମକର ସଂକ୍ରାନ୍ତି ପର୍ବ ମଧ୍ୟ ଏକ ନିଆରା ଓଡ଼ିଆ ପରମ୍ପରା ସହ ଏହି ପର୍ବ ଜଡ଼ିତ, ଏଭଳି ଏକ ଓଡ଼ିଶା ର ପର୍ବ ମକର ସଂକ୍ରାନ୍ତି କୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା।
    1
    ଓଡ଼ିଶା ର ଅନ୍ୟାନ୍ୟ ପର୍ବ ମଧ୍ୟ ରେ ମକର ସଂକ୍ରାନ୍ତି ପର୍ବ ମଧ୍ୟ ଏକ ନିଆରା ଓଡ଼ିଆ ପରମ୍ପରା ସହ ଏହି ପର୍ବ ଜଡ଼ିତ, ଏଭଳି ଏକ ଓଡ଼ିଶା ର ପର୍ବ ମକର ସଂକ୍ରାନ୍ତି କୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା।
    user_User9947
    User9947
    Social worker ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    11 hrs ago
  • ଢେଙ୍କାନାଳ ଦକ୍ଷିଣକାଳୀ ମନ୍ଦିର ରେ ମକର ସଂକ୍ରାନ୍ତି ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼
    1
    ଢେଙ୍କାନାଳ ଦକ୍ଷିଣକାଳୀ ମନ୍ଦିର ରେ ମକର ସଂକ୍ରାନ୍ତି ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    14 hrs ago
  • ଚିଲିକା ଆନ୍ଦୋଳନର ଅଗ୍ରଗାମୀ ନେତା ଅନାଦି ବେହେରା ଙ୍କ ଦେହାନ୍ତ। ତା ୧୩.୧.୨୦୨୬ରିଖ ରାତି ୧୦.୪୫ ମିନିଟ ସମୟରେ ୭୩ବର୍ଷ ବୟସରେ ଅନାଦି ବେହେରାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।୧୯୯୯ ମସିହା ରେ ଐତିହାସିକ ଚିଲିକା ଘେରିବନ୍ଧା ଆନ୍ଦୋଳନରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା କ୍ଷୀତିସ ବିଶ୍ବାଳଙ୍କ ଅନ୍ୟତମ ମୁଖ୍ୟ ସହଯୋଗୀ ଥିଲେ ଅନାଦି ବେହେରା।ପରବର୍ତ୍ତୀ ପର୍ଯ୍ୟାୟରେ କାଳିଜାଇ ପାହାଡ଼ ବିକ୍ରି ବିରୋଧରେ ହଜାର ହଜାର ମତ୍ସ୍ୟଜୀବୀଙ୍କୁ ନେଇ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଥିଲେ ।ଚିଲିକାର ଉନ୍ନତି ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢ଼େଇ କରୁଥିଲେ।ଚିଲିକା ଚତୁଃପାର୍ଶ୍ଵର ୧୪୦ଖଣ୍ଡ ଗ୍ରାମରେ ସେ ଅତ୍ୟନ୍ତ ପ୍ରିୟର ମଣିଷ ଥିଲେ । ମୃତ୍ୟୁର ଏକଦିନ ପୂର୍ବରୁ ଭୁବନେଶ୍ୱର ନାଗଭୂଷଣ ଭବନଠାରେ କ୍ଷିତିଶ ବିଶ୍ବାଳଙ୍କ ୪ର୍ଥ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହିଥିଲେ ଏହା ତାଙ୍କ ଦୃଢ଼ ମନୋବଳର ପରିଚୟ ଦିଏ।ତାଙ୍କ ମୃତ୍ୟୁରେ ସିପିଆଇ (ଏମ.ଏଲ)ଲିବ୍ରେସନ ଜଣେ ଦକ୍ଷ ସଂଗଠକ ଓ ନେତାଙ୍କୁ ହରାଇଲା ।ଯେବେ ଚିଲିକା ଆନ୍ଦୋଳନ ହେବ ଅନାଦି ବେହେରା ମନେ ପଡିବେ।ସିପିଆଇ ଏମ ଏଲ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ,ଚକ୍ରଧର ପ୍ରଧାନ,କାହ୍ନୁ ଚରଣ ବେହେରା,ଦେବରାଜ ବେହେରା,ଅନାମ ବେହେରା ,ଜଗନ୍ନାଥ ଦେଓ ,ସର୍ବେଶ୍ୱର ଭାରତୀ,ମାନସ ବେହେରା,ସୁବାସ ବେହେରା,ଗୋବିନ୍ଦ ବେହେରା,ଯୋଗୀ ବାଲା ,ପୁରୁଷୋତ୍ତମ ଜାଲି ପ୍ରମୁଖ ସ୍ୱର୍ଗଦ୍ୱାର ରେବୁପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ ।
    4
    ଚିଲିକା ଆନ୍ଦୋଳନର ଅଗ୍ରଗାମୀ ନେତା ଅନାଦି ବେହେରା ଙ୍କ ଦେହାନ୍ତ।
ତା ୧୩.୧.୨୦୨୬ରିଖ ରାତି ୧୦.୪୫ ମିନିଟ ସମୟରେ ୭୩ବର୍ଷ ବୟସରେ ଅନାଦି ବେହେରାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।୧୯୯୯ ମସିହା ରେ ଐତିହାସିକ ଚିଲିକା ଘେରିବନ୍ଧା ଆନ୍ଦୋଳନରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା କ୍ଷୀତିସ ବିଶ୍ବାଳଙ୍କ ଅନ୍ୟତମ ମୁଖ୍ୟ ସହଯୋଗୀ ଥିଲେ ଅନାଦି ବେହେରା।ପରବର୍ତ୍ତୀ ପର୍ଯ୍ୟାୟରେ କାଳିଜାଇ ପାହାଡ଼ ବିକ୍ରି ବିରୋଧରେ ହଜାର ହଜାର  ମତ୍ସ୍ୟଜୀବୀଙ୍କୁ ନେଇ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଥିଲେ ।ଚିଲିକାର ଉନ୍ନତି ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢ଼େଇ କରୁଥିଲେ।ଚିଲିକା ଚତୁଃପାର୍ଶ୍ଵର ୧୪୦ଖଣ୍ଡ ଗ୍ରାମରେ ସେ ଅତ୍ୟନ୍ତ ପ୍ରିୟର ମଣିଷ ଥିଲେ । ମୃତ୍ୟୁର ଏକଦିନ ପୂର୍ବରୁ ଭୁବନେଶ୍ୱର ନାଗଭୂଷଣ ଭବନଠାରେ କ୍ଷିତିଶ ବିଶ୍ବାଳଙ୍କ ୪ର୍ଥ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହିଥିଲେ ଏହା ତାଙ୍କ ଦୃଢ଼ ମନୋବଳର ପରିଚୟ ଦିଏ।ତାଙ୍କ ମୃତ୍ୟୁରେ ସିପିଆଇ (ଏମ.ଏଲ)ଲିବ୍ରେସନ ଜଣେ ଦକ୍ଷ ସଂଗଠକ ଓ ନେତାଙ୍କୁ ହରାଇଲା ।ଯେବେ ଚିଲିକା ଆନ୍ଦୋଳନ ହେବ ଅନାଦି ବେହେରା ମନେ ପଡିବେ।ସିପିଆଇ ଏମ ଏଲ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ,ଚକ୍ରଧର ପ୍ରଧାନ,କାହ୍ନୁ ଚରଣ ବେହେରା,ଦେବରାଜ ବେହେରା,ଅନାମ ବେହେରା ,ଜଗନ୍ନାଥ ଦେଓ ,ସର୍ବେଶ୍ୱର ଭାରତୀ,ମାନସ ବେହେରା,ସୁବାସ ବେହେରା,ଗୋବିନ୍ଦ ବେହେରା,ଯୋଗୀ ବାଲା ,ପୁରୁଷୋତ୍ତମ ଜାଲି ପ୍ରମୁଖ ସ୍ୱର୍ଗଦ୍ୱାର ରେବୁପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    9 hrs ago
  • ରାଜଭବନ ଠାରୁ ନନ୍ଦନକାନନ ଯାଏ fly over କରାଯାଉ:ସୁର
    1
    ରାଜଭବନ ଠାରୁ ନନ୍ଦନକାନନ ଯାଏ fly over କରାଯାଉ:ସୁର
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
  • ପାରାଦୀପ ଶିଶୁମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଦ୍ରୁତ ଗତିରେ ଆସି ଲୁନାକୁ ପିଟିଲା କାର, ଘଟଣାସ୍ଥଳ ରେ ଲୁନା ଚାଳକ ମୃତ,ଘଟଣା ସ୍ଥଳ ରେ ଉତ୍ତେଜନା,ମୃତକ ହେଲେ ଷଣ୍ଢକୁଦ ଅଞ୍ଚଳ ର ଅଜୟ କରଣ ( ବାଇଧର),କାର ରେ ଥିବା ଦୁଇଜଣ ଯୁବକ ଅତ୍ୟଧିକ ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଲାଇଟ ନିକଟରୁ ଗାଡି ଚାଳନା କରି ଆସି ଶିଶୁମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା କିଛି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି l ଘଟଣା ସ୍ଥଳରେ ଉତ୍ତେଜନା, ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଚଳାଇଛି ବୁଝାସୁଝା....
    1
    ପାରାଦୀପ ଶିଶୁମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଦ୍ରୁତ ଗତିରେ ଆସି ଲୁନାକୁ ପିଟିଲା କାର, ଘଟଣାସ୍ଥଳ ରେ ଲୁନା ଚାଳକ ମୃତ,ଘଟଣା ସ୍ଥଳ ରେ ଉତ୍ତେଜନା,ମୃତକ ହେଲେ ଷଣ୍ଢକୁଦ ଅଞ୍ଚଳ ର ଅଜୟ କରଣ ( ବାଇଧର),କାର ରେ ଥିବା ଦୁଇଜଣ ଯୁବକ ଅତ୍ୟଧିକ ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଲାଇଟ ନିକଟରୁ ଗାଡି ଚାଳନା କରି ଆସି ଶିଶୁମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା କିଛି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି l ଘଟଣା ସ୍ଥଳରେ ଉତ୍ତେଜନା, ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଚଳାଇଛି ବୁଝାସୁଝା....
    user_Biraja prasad tripathy Tripathy
    Biraja prasad tripathy Tripathy
    Journalist ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.