logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜଭବନ ଠାରୁ ନନ୍ଦନକାନନ ଯାଏ fly over କରାଯାଉ:ସୁର

15 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
15 hrs ago

ରାଜଭବନ ଠାରୁ ନନ୍ଦନକାନନ ଯାଏ fly over କରାଯାଉ:ସୁର

More news from ଓଡ଼ିଶା and nearby areas
  • kumbheswar କ୍ରିକେଟ ଟୁଣ୍ଣାମେଟ୍ର ତାଳବର କୋଟ
    1
    kumbheswar କ୍ରିକେଟ ଟୁଣ୍ଣାମେଟ୍ର ତାଳବର  କୋଟ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    10 hrs ago
  • ଶ୍ରୀକ୍ଷେତ୍ରରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ପାଳିତ। ମଠ–ମନ୍ଦିରରେ ମକର ଚାଉଳ ପ୍ରସ୍ତୁତି ଓ ଭକ୍ତିମୟ ପରିବେଶ। ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ମଠ ଓ ମନ୍ଦିରରେ ଭକ୍ତି ଓ ଆସ୍ଥାର ସହିତ ମକର ପର୍ବ ପାଳିତ ହେଉଛି। ପ୍ରଭାତରୁ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା, ହୋମ–ଯଜ୍ଞ ଓ ଭକ୍ତଙ୍କ ଆଗମନରେ ଶ୍ରୀକ୍ଷେତ୍ର ଆଧ୍ୟାତ୍ମିକ ରୂପ ଧାରଣ କରିଛି। ମକର ସଂକ୍ରାନ୍ତି ଅବସରରେ ପ୍ରମୁଖ ଆକର୍ଷଣ ହେଉଛି ପାରମ୍ପରିକ ମକର ଚାଉଳ। ଏହି ଚାଉଳ ନୂଆ ଧାନର ଚାଉଳ, ଗୁଡ଼, ନଡିଆ,କଦଳୀ, ଖୀର, ଛେନା ଓ ଫଳ ମିଶାଇ ପ୍ରସ୍ତୁତ କରାଯାଏ। ମଠ–ମନ୍ଦିରରେ ପ୍ରଭୁଙ୍କୁ ଭୋଗ ଅର୍ପଣ ପରେ ଏହାକୁ ପ୍ରସାଦ ରୂପେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି। ଧାର୍ମିକ ମତାନୁସାରେ, ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦକ୍ଷିଣାୟନ ଠାରୁ ଉତ୍ତରାୟଣ ଗମନ କରିଥାନ୍ତି, ଯାହାକୁ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଦାନ–ଧର୍ମ, ପୂଜା–ପାଠ ଓ ପବିତ୍ର ଭୋଗ ଅର୍ପଣର ବିଶେଷ ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳୁଛି।
    4
    ଶ୍ରୀକ୍ଷେତ୍ରରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ପାଳିତ।
ମଠ–ମନ୍ଦିରରେ ମକର ଚାଉଳ ପ୍ରସ୍ତୁତି ଓ ଭକ୍ତିମୟ ପରିବେଶ।
ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ମଠ ଓ ମନ୍ଦିରରେ ଭକ୍ତି ଓ ଆସ୍ଥାର ସହିତ ମକର ପର୍ବ ପାଳିତ ହେଉଛି। ପ୍ରଭାତରୁ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା, ହୋମ–ଯଜ୍ଞ ଓ ଭକ୍ତଙ୍କ ଆଗମନରେ ଶ୍ରୀକ୍ଷେତ୍ର ଆଧ୍ୟାତ୍ମିକ ରୂପ ଧାରଣ କରିଛି।
ମକର ସଂକ୍ରାନ୍ତି ଅବସରରେ ପ୍ରମୁଖ ଆକର୍ଷଣ ହେଉଛି ପାରମ୍ପରିକ ମକର ଚାଉଳ। ଏହି ଚାଉଳ ନୂଆ ଧାନର ଚାଉଳ, ଗୁଡ଼, ନଡିଆ,କଦଳୀ, ଖୀର, ଛେନା ଓ ଫଳ ମିଶାଇ ପ୍ରସ୍ତୁତ କରାଯାଏ। ମଠ–ମନ୍ଦିରରେ ପ୍ରଭୁଙ୍କୁ ଭୋଗ ଅର୍ପଣ ପରେ ଏହାକୁ ପ୍ରସାଦ ରୂପେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି।
ଧାର୍ମିକ ମତାନୁସାରେ, ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦକ୍ଷିଣାୟନ ଠାରୁ ଉତ୍ତରାୟଣ ଗମନ କରିଥାନ୍ତି, ଯାହାକୁ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଦାନ–ଧର୍ମ, ପୂଜା–ପାଠ ଓ ପବିତ୍ର ଭୋଗ ଅର୍ପଣର ବିଶେଷ ମହତ୍ତ୍ୱ ରହିଛି।
ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳୁଛି।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    10 hrs ago
  • କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଠାକୁରହାଟ ବଜାରରେ ଥିବା “ବାସୁଦେବ ଅଳଙ୍କାର” ସୁନା ଦୋକାନରୁ ସୁନା ଦୋକାନ ଗ୍ରିଲ ଭାଙ୍ଗି ଲୁଟ୍‌ ୫୦ ଲକ୍ଷରୁ ଉର୍ଦ୍ଧ ସୁନା ଗହଣା ଲୁଟିଲେ ଦୃବୁତ
    1
    କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ                                                                       ଠାକୁରହାଟ ବଜାରରେ ଥିବା “ବାସୁଦେବ ଅଳଙ୍କାର” ସୁନା ଦୋକାନରୁ ସୁନା ଦୋକାନ ଗ୍ରିଲ ଭାଙ୍ଗି ଲୁଟ୍‌ ୫୦ ଲକ୍ଷରୁ ଉର୍ଦ୍ଧ ସୁନା ଗହଣା ଲୁଟିଲେ ଦୃବୁତ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    18 hrs ago
  • ପାରାଦୀପ ଶିଶୁମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଦ୍ରୁତ ଗତିରେ ଆସି ଲୁନାକୁ ପିଟିଲା କାର, ଘଟଣାସ୍ଥଳ ରେ ଲୁନା ଚାଳକ ମୃତ,ଘଟଣା ସ୍ଥଳ ରେ ଉତ୍ତେଜନା,ମୃତକ ହେଲେ ଷଣ୍ଢକୁଦ ଅଞ୍ଚଳ ର ଅଜୟ କରଣ ( ବାଇଧର),କାର ରେ ଥିବା ଦୁଇଜଣ ଯୁବକ ଅତ୍ୟଧିକ ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଲାଇଟ ନିକଟରୁ ଗାଡି ଚାଳନା କରି ଆସି ଶିଶୁମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା କିଛି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି l ଘଟଣା ସ୍ଥଳରେ ଉତ୍ତେଜନା, ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଚଳାଇଛି ବୁଝାସୁଝା....
    1
    ପାରାଦୀପ ଶିଶୁମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଦ୍ରୁତ ଗତିରେ ଆସି ଲୁନାକୁ ପିଟିଲା କାର, ଘଟଣାସ୍ଥଳ ରେ ଲୁନା ଚାଳକ ମୃତ,ଘଟଣା ସ୍ଥଳ ରେ ଉତ୍ତେଜନା,ମୃତକ ହେଲେ ଷଣ୍ଢକୁଦ ଅଞ୍ଚଳ ର ଅଜୟ କରଣ ( ବାଇଧର),କାର ରେ ଥିବା ଦୁଇଜଣ ଯୁବକ ଅତ୍ୟଧିକ ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଲାଇଟ ନିକଟରୁ ଗାଡି ଚାଳନା କରି ଆସି ଶିଶୁମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା କିଛି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି l ଘଟଣା ସ୍ଥଳରେ ଉତ୍ତେଜନା, ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଚଳାଇଛି ବୁଝାସୁଝା....
    user_Biraja prasad tripathy Tripathy
    Biraja prasad tripathy Tripathy
    Journalist ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    4 hrs ago
  • ଶୀର୍ଷକ: 🚩 ଜୟ ମା' ଭୁଇଁଆଣି 🚩 ​ଆଜି ନୟାଗଡ଼ର ସୋଲପଟା ପଞ୍ଚାୟତସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭୁଇଁଆଣିଙ୍କ ପବିତ୍ର ପୀଠରେ ମକର ଯାତ୍ରା ଦର୍ଶନ କରି ମନ ଶାନ୍ତିରେ ଭରିଗଲା। ୩୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ମାଆଙ୍କ ପ୍ରତି ସଭିଙ୍କ ଅତୁଟ ବିଶ୍ୱାସ ଦେଖିଲେ ମନେହୁଏ ଏହି ପୀଠ ପ୍ରକୃତରେ ଏକ ଅନନ୍ୟ ସ୍ଥଳୀ। 🙏 ​ମାଆଙ୍କ ଆଶିଷରୁ ସବୁ କିଛି ମିଳୁଛି, କିନ୍ତୁ ଏହି ପୀଠର ବିକାଶ ପାଇଁ ଆଉ ଟିକେ ଆନ୍ତରିକତାର ଆବଶ୍ୟକତା ରହିଛି। ଯଦି ସରକାର ଓ ସଂସ୍କୃତି ବିଭାଗ ଏହି ପୀଠକୁ 'ପର୍ଯ୍ୟଟନ ସ୍ଥଳୀ' ର ମାନ୍ୟତା ପ୍ରଦାନ କରନ୍ତେ ଏବଂ ମନ୍ଦିରକୁ ଯିବା ପାଇଁ ରାସ୍ତାଘାଟର ଉନ୍ନତି ହୁଅନ୍ତା, ତେବେ ହଜାର ହଜାର ଭକ୍ତଙ୍କ ପାଇଁ ଏହା ବହୁତ ସୁବିଧାଜନକ ହୁଅନ୍ତା।
    4
    ଶୀର୍ଷକ: 🚩 ଜୟ ମା' ଭୁଇଁଆଣି 🚩
​ଆଜି ନୟାଗଡ଼ର ସୋଲପଟା ପଞ୍ଚାୟତସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭୁଇଁଆଣିଙ୍କ ପବିତ୍ର ପୀଠରେ ମକର ଯାତ୍ରା ଦର୍ଶନ କରି ମନ ଶାନ୍ତିରେ ଭରିଗଲା। ୩୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ମାଆଙ୍କ ପ୍ରତି ସଭିଙ୍କ ଅତୁଟ ବିଶ୍ୱାସ ଦେଖିଲେ ମନେହୁଏ ଏହି ପୀଠ ପ୍ରକୃତରେ ଏକ ଅନନ୍ୟ ସ୍ଥଳୀ। 🙏 
​ମାଆଙ୍କ ଆଶିଷରୁ ସବୁ କିଛି ମିଳୁଛି, କିନ୍ତୁ ଏହି ପୀଠର ବିକାଶ ପାଇଁ ଆଉ ଟିକେ ଆନ୍ତରିକତାର ଆବଶ୍ୟକତା ରହିଛି। ଯଦି ସରକାର ଓ ସଂସ୍କୃତି ବିଭାଗ ଏହି ପୀଠକୁ 'ପର୍ଯ୍ୟଟନ ସ୍ଥଳୀ' ର ମାନ୍ୟତା ପ୍ରଦାନ କରନ୍ତେ ଏବଂ ମନ୍ଦିରକୁ ଯିବା ପାଇଁ ରାସ୍ତାଘାଟର ଉନ୍ନତି ହୁଅନ୍ତା, ତେବେ ହଜାର ହଜାର ଭକ୍ତଙ୍କ ପାଇଁ ଏହା ବହୁତ ସୁବିଧାଜନକ ହୁଅନ୍ତା।
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    6 hrs ago
  • ଛୁଆ ପାଇଁ ଗୁଆ ଖୋଜା, ଅଟ୍ରିରେ ନିଆରା ମକର ମେଳା ଖୋର୍ଦ୍ଧା:- ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ ପବିତ୍ର ପୀଠ ଚଳଚଞ୍ଚଳ ହୋଇଉଠିଛି । ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ । ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ସନ୍ତାନ ନଥିବା ନାରୀମାନେ ମହାଦେବ ହଟକେଶ୍ୱରଙ୍କ ପାଖରେ ମାନସିକ କରି କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତି ଠାରୁ ମାଘ ସପ୍ତମୀ ଦିନ ପର୍ଯ୍ଯନ୍ତ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିବାରୁ ଧାଡି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, “ଅଟ୍ରି ମକର ମେଳାକୁ ସରସ ସୁନ୍ଦର କରିବା ପାଇଁ ମହୋତ୍ସବର ଆୟୋଜନ କରାଯାଇଛି । ବିଶ୍ବାସ ରହିଛି ଯେ, ସନ୍ତାନ ନଥିବା ନାରୀମାନେ ମାନସିକ କରି ବାବା ହଟକେଶ୍ବରଙ୍କ ପୀଠରେ ଥିବା ଗୁଆ ଖୋଜା କୁଣ୍ଡରୁ ଗୁଆ ଖୋଜି ପାଇ ତାକୁ ସେବନ କଲେ ସନ୍ତାନଲାଭ ହୋଇଥାଏ । ସାରା ରାଜ୍ୟରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ବାବା ହଟକେଶ୍ବରଙ୍କ ପୀଠକୁ ଆସିଛନ୍ତି । ସୁରକ୍ଷ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
    2
    ଛୁଆ ପାଇଁ ଗୁଆ ଖୋଜା, ଅଟ୍ରିରେ ନିଆରା ମକର ମେଳା
ଖୋର୍ଦ୍ଧା:- ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ ପବିତ୍ର ପୀଠ ଚଳଚଞ୍ଚଳ ହୋଇଉଠିଛି । ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ ।
ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ସନ୍ତାନ ନଥିବା ନାରୀମାନେ ମହାଦେବ ହଟକେଶ୍ୱରଙ୍କ ପାଖରେ ମାନସିକ କରି କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତି ଠାରୁ ମାଘ ସପ୍ତମୀ ଦିନ ପର୍ଯ୍ଯନ୍ତ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିବାରୁ ଧାଡି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ।
ଏନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, “ଅଟ୍ରି ମକର ମେଳାକୁ ସରସ ସୁନ୍ଦର କରିବା ପାଇଁ ମହୋତ୍ସବର ଆୟୋଜନ କରାଯାଇଛି । ବିଶ୍ବାସ ରହିଛି ଯେ, ସନ୍ତାନ ନଥିବା ନାରୀମାନେ ମାନସିକ କରି ବାବା ହଟକେଶ୍ବରଙ୍କ ପୀଠରେ ଥିବା ଗୁଆ ଖୋଜା କୁଣ୍ଡରୁ ଗୁଆ ଖୋଜି ପାଇ ତାକୁ ସେବନ କଲେ ସନ୍ତାନଲାଭ ହୋଇଥାଏ । ସାରା ରାଜ୍ୟରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ବାବା ହଟକେଶ୍ବରଙ୍କ ପୀଠକୁ ଆସିଛନ୍ତି । ସୁରକ୍ଷ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
    user_Nayagarh Fast Breaking
    Nayagarh Fast Breaking
    Journalist Nayagarh, Odisha•
    6 hrs ago
  • ରାଜଭବନ ଠାରୁ ନନ୍ଦନକାନନ ଯାଏ fly over କରାଯାଉ:ସୁର
    1
    ରାଜଭବନ ଠାରୁ ନନ୍ଦନକାନନ ଯାଏ fly over କରାଯାଉ:ସୁର
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • ଚିଲିକା ଆନ୍ଦୋଳନର ଅଗ୍ରଗାମୀ ନେତା ଅନାଦି ବେହେରା ଙ୍କ ଦେହାନ୍ତ। ତା ୧୩.୧.୨୦୨୬ରିଖ ରାତି ୧୦.୪୫ ମିନିଟ ସମୟରେ ୭୩ବର୍ଷ ବୟସରେ ଅନାଦି ବେହେରାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।୧୯୯୯ ମସିହା ରେ ଐତିହାସିକ ଚିଲିକା ଘେରିବନ୍ଧା ଆନ୍ଦୋଳନରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା କ୍ଷୀତିସ ବିଶ୍ବାଳଙ୍କ ଅନ୍ୟତମ ମୁଖ୍ୟ ସହଯୋଗୀ ଥିଲେ ଅନାଦି ବେହେରା।ପରବର୍ତ୍ତୀ ପର୍ଯ୍ୟାୟରେ କାଳିଜାଇ ପାହାଡ଼ ବିକ୍ରି ବିରୋଧରେ ହଜାର ହଜାର ମତ୍ସ୍ୟଜୀବୀଙ୍କୁ ନେଇ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଥିଲେ ।ଚିଲିକାର ଉନ୍ନତି ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢ଼େଇ କରୁଥିଲେ।ଚିଲିକା ଚତୁଃପାର୍ଶ୍ଵର ୧୪୦ଖଣ୍ଡ ଗ୍ରାମରେ ସେ ଅତ୍ୟନ୍ତ ପ୍ରିୟର ମଣିଷ ଥିଲେ । ମୃତ୍ୟୁର ଏକଦିନ ପୂର୍ବରୁ ଭୁବନେଶ୍ୱର ନାଗଭୂଷଣ ଭବନଠାରେ କ୍ଷିତିଶ ବିଶ୍ବାଳଙ୍କ ୪ର୍ଥ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହିଥିଲେ ଏହା ତାଙ୍କ ଦୃଢ଼ ମନୋବଳର ପରିଚୟ ଦିଏ।ତାଙ୍କ ମୃତ୍ୟୁରେ ସିପିଆଇ (ଏମ.ଏଲ)ଲିବ୍ରେସନ ଜଣେ ଦକ୍ଷ ସଂଗଠକ ଓ ନେତାଙ୍କୁ ହରାଇଲା ।ଯେବେ ଚିଲିକା ଆନ୍ଦୋଳନ ହେବ ଅନାଦି ବେହେରା ମନେ ପଡିବେ।ସିପିଆଇ ଏମ ଏଲ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ,ଚକ୍ରଧର ପ୍ରଧାନ,କାହ୍ନୁ ଚରଣ ବେହେରା,ଦେବରାଜ ବେହେରା,ଅନାମ ବେହେରା ,ଜଗନ୍ନାଥ ଦେଓ ,ସର୍ବେଶ୍ୱର ଭାରତୀ,ମାନସ ବେହେରା,ସୁବାସ ବେହେରା,ଗୋବିନ୍ଦ ବେହେରା,ଯୋଗୀ ବାଲା ,ପୁରୁଷୋତ୍ତମ ଜାଲି ପ୍ରମୁଖ ସ୍ୱର୍ଗଦ୍ୱାର ରେବୁପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ ।
    4
    ଚିଲିକା ଆନ୍ଦୋଳନର ଅଗ୍ରଗାମୀ ନେତା ଅନାଦି ବେହେରା ଙ୍କ ଦେହାନ୍ତ।
ତା ୧୩.୧.୨୦୨୬ରିଖ ରାତି ୧୦.୪୫ ମିନିଟ ସମୟରେ ୭୩ବର୍ଷ ବୟସରେ ଅନାଦି ବେହେରାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।୧୯୯୯ ମସିହା ରେ ଐତିହାସିକ ଚିଲିକା ଘେରିବନ୍ଧା ଆନ୍ଦୋଳନରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା କ୍ଷୀତିସ ବିଶ୍ବାଳଙ୍କ ଅନ୍ୟତମ ମୁଖ୍ୟ ସହଯୋଗୀ ଥିଲେ ଅନାଦି ବେହେରା।ପରବର୍ତ୍ତୀ ପର୍ଯ୍ୟାୟରେ କାଳିଜାଇ ପାହାଡ଼ ବିକ୍ରି ବିରୋଧରେ ହଜାର ହଜାର  ମତ୍ସ୍ୟଜୀବୀଙ୍କୁ ନେଇ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଥିଲେ ।ଚିଲିକାର ଉନ୍ନତି ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢ଼େଇ କରୁଥିଲେ।ଚିଲିକା ଚତୁଃପାର୍ଶ୍ଵର ୧୪୦ଖଣ୍ଡ ଗ୍ରାମରେ ସେ ଅତ୍ୟନ୍ତ ପ୍ରିୟର ମଣିଷ ଥିଲେ । ମୃତ୍ୟୁର ଏକଦିନ ପୂର୍ବରୁ ଭୁବନେଶ୍ୱର ନାଗଭୂଷଣ ଭବନଠାରେ କ୍ଷିତିଶ ବିଶ୍ବାଳଙ୍କ ୪ର୍ଥ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହିଥିଲେ ଏହା ତାଙ୍କ ଦୃଢ଼ ମନୋବଳର ପରିଚୟ ଦିଏ।ତାଙ୍କ ମୃତ୍ୟୁରେ ସିପିଆଇ (ଏମ.ଏଲ)ଲିବ୍ରେସନ ଜଣେ ଦକ୍ଷ ସଂଗଠକ ଓ ନେତାଙ୍କୁ ହରାଇଲା ।ଯେବେ ଚିଲିକା ଆନ୍ଦୋଳନ ହେବ ଅନାଦି ବେହେରା ମନେ ପଡିବେ।ସିପିଆଇ ଏମ ଏଲ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ,ଚକ୍ରଧର ପ୍ରଧାନ,କାହ୍ନୁ ଚରଣ ବେହେରା,ଦେବରାଜ ବେହେରା,ଅନାମ ବେହେରା ,ଜଗନ୍ନାଥ ଦେଓ ,ସର୍ବେଶ୍ୱର ଭାରତୀ,ମାନସ ବେହେରା,ସୁବାସ ବେହେରା,ଗୋବିନ୍ଦ ବେହେରା,ଯୋଗୀ ବାଲା ,ପୁରୁଷୋତ୍ତମ ଜାଲି ପ୍ରମୁଖ ସ୍ୱର୍ଗଦ୍ୱାର ରେବୁପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    10 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.