Shuru
Apke Nagar Ki App…
ଶିବଶକ୍ତିମନ୍ଦିର ପୂଜକମହାସଂଘଓଡ଼ିଶା ଶାଖା ଅନୁଗୋଳସନାତନ ଧର୍ମର ପ୍ରତିଷ୍ଠା ଧର୍ମର କ୍ଷତିରକ୍ଷତଃ ସାମୁହିକ ଉପନୟନ ସଂସ୍କାର ବାବାଈଶାଣେଶ୍ଵରମନ୍ଦିର ନୂଆଁପଡ଼ାକୁରୁଡୋଲ,
TV5ODIA 9556605993
ଶିବଶକ୍ତିମନ୍ଦିର ପୂଜକମହାସଂଘଓଡ଼ିଶା ଶାଖା ଅନୁଗୋଳସନାତନ ଧର୍ମର ପ୍ରତିଷ୍ଠା ଧର୍ମର କ୍ଷତିରକ୍ଷତଃ ସାମୁହିକ ଉପନୟନ ସଂସ୍କାର ବାବାଈଶାଣେଶ୍ଵରମନ୍ଦିର ନୂଆଁପଡ଼ାକୁରୁଡୋଲ,
More news from ଓଡ଼ିଶା and nearby areas
- ବୈଦ୍ୟେଶ୍ୱର ଠାରେ ପରୀକ୍ଷାଦେଲେ ଦଶମଶ୍ରେଣୀ ପିଲା1
- Post by Murari Sweet3
- ନୂଆ ଷ୍ଟାଇଲ ରେ ଚାଲାଣ ହେଉଥିଲା ଗଂଜେଇ, ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତ ଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଂଜେଇ.. ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳ ର ଚାରି ଜଣ ଗଂଜେଇ ମାଫିଆ ବାଇକ ର ସିଟ ଭିତରେ ଗଂଜେଇ ରଖି ଆରାମ ରେ ସହର ନିକଟସ୍ଥ ଝାରଦେବନ୍ଦ ଜଙ୍ଗଲ ରେ ରହିଥିଲେ l ଟିଟିଲାଗଡ଼ ପୋଲିସ ପାଖରେ ଖବର ଆସିଥିଲା ଯେ ବଡ଼ ଧରଣର ଗଂଜେଇ ଚାଲାଣ ହେଉଛି, ପୋଲିସ ଝାରଦେବନ୍ଦ ଜଙ୍ଗଲ ରେ ତାଲାସ କରିବା ପରେ କିଛି ମିଳି ନ ଥିଲା.. ହେଲେ ବାଇକ ର ସିଟ ଉପରେ ବସିଥିବା ଗଂଜେଇ ମାଫିଆ ମାନଙ୍କୁ ସିଟ ଛାଡ଼ିବା ପାଇଁ କହିବା ସହ ସିଟ ର କଭର କୁ କାଢି ଦେଖିବା ମାତ୍ର କୁ ସିଟ ଭିତରେ ବ୍ୟାଗ ବ୍ୟାଗ ଗଂଜେଇ ବାହାରି ଥିଲା l ଦେଖନ୍ତୁ କେମିତି ସିଟ କୁ ଗଂଜେଇ ଚାଲାଣ କରିବା ପାଇଁ ନୂଆ ରୂପ ଦିଆଯାଇଛି l କେବଳ ସିଟ ରୁ ନୁହେଁ ବାଇକ ର ଡ଼ିକି ଏବଂ ଜରି ବ୍ୟାଗ ଭିତରୁ ମଧ୍ୟ ପୁଳା ପୁଳା ଗଂଜେଇ ବାହାରୁଛି l ଏନେଇ ଟିଟିଲାଗଡ଼ ପୋଲିସ ତିନୋଟି ବାଇକ ସମେତ ଚାରି ଜଣ ଗଂଜେଇ ମାଫିଆ ଙ୍କୁ ଅଟକ ରଖି ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି l କେଉଁଠାରୁ ଗଂଜେଇ ଆସିଥିଲା, କିଏ ଗଂଜେଇ ପଠାଇଥିଲା, କେଉଁ ଅଂଚଳ କୁ ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସାମ୍ନା କୁ ଆସିବ ବୋଳି ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି1
- କଳାହାଣ୍ଡି: ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।1
- ଭାଙ୍ଗିଲା ସୁନା-ରୁପାର ଅହଙ୍କାର: ହାଇ ଲେବୁଲରୁ ଚାନ୍ଦି ଲକ୍ଷେ ୮୦ ହଜାର ଶସ୍ତା1
- Post by Jay kala _ jay Kalinga1
- ପାଟଣାଗଡ ଡାକ୍ତରଖାନା ରେ ମାତାଲ କର୍ମଚାରୀଙ୍କ ନିରାମୟ କାଉଣ୍ଟର ରେ ଭୁଲ ଔଷଧ ବଣ୍ଟନ ଅଭିଯୋଗ। ଭିଡିଓ ଭାଇରାଲ ।2
- ଶିବଶକ୍ତିମନ୍ଦିର ପୂଜକମହାସଂଘଓଡ଼ିଶା ଶାଖା ଅନୁଗୋଳସନାତନ ଧର୍ମର ପ୍ରତିଷ୍ଠା ଧର୍ମର କ୍ଷତିରକ୍ଷତଃ ସାମୁହିକ ଉପନୟନ ସଂସ୍କାର ବାବାଈଶାଣେଶ୍ଵରମନ୍ଦିର ନୂଆଁପଡ଼ାକୁରୁଡୋଲ,1