ଉଲୁଣ୍ଡା ରେ ଯୁବ ଦିବସ ପାଳନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାହି ହୋଟେଲ ପରିସରରେ ଆଜି ମେରା ଯୁବା ଭାରତ ସୋନପୁର ତଥା ଖେଳ ଓ ଯୁବ ବ୍ୟାପାର ବିଭାଗ ଭାରତ ସରକାରଙ୍କ ନିର୍ଦେଶ କ୍ରମେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଅବସରରେ ଯୁବ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଭାପତି ମହେଶ ରଞ୍ଜନ ପୁରୋହିତ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶମ୍ଭୁରାଜ କର୍ଣ୍ଣ। ଅତିଥି ଭାବେ ପର୍ଯ୍ୟବରଣ ଗତିବିଧି ବଲାଙ୍ଗୀର ବିଭାଗ ସଂଯୋଜକ ଧର୍ମନିରଞ୍ଜନ ପଣ୍ଡା, ଓଡିଶା ସରକାରଙ୍କ ଆଦର୍ଶ ଶିକ୍ଷକ ଶଙ୍ଖାସିନ୍ଧୁ ପୁରୋହିତ, କମ୍ପୁଟର ଶିକ୍ଷକ ଅଚ୍ୟୁତାନନ୍ଦ ବେହେରା, ଗୁପ୍ତେଶ୍ୱର ଖୁରା ଉପସ୍ଥିତ ରହି ଯୁବ ବର୍ଗଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଯିବନି ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ପାଇଁ ଉଦୟମାନ ଯୁବ ଚେହେରା ହୃଷିକେଶ ଦେହେରି ଓ ପ୍ରଦ୍ୟୁମ୍ନ ପାଢ଼ୀଙ୍କୁ ଚଳିତ ବର୍ଷ ଯୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯୁବ ମହାସଂଘ ଉଲୁଣ୍ଡାର ଅରୁଣ କୁଲଡ଼ିହା, ମାନସ ସାହୁ, ଶୁଶିଲ ଥାର୍ଟି ତଥା ସମସ୍ତ ସଦସ୍ୟ ସାମିଲ ହୋଇ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ତଥାଗତ ମହାକୁଡ଼ ଧନ୍ୟବାଦ ଦେଇଥିଲେ

- ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି1
- ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ1
- Post by Meena1
- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l1
- Post by KOSAL TIMES1
- #1
- ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ1