logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଣାଇ ଗଡ଼ ସହର ଦେଓଗାଁ ଛକର ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟା ପ୍ରତି ଦୃଷ୍ଟି ପଡିବ କେବେ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ସ୍ଥିତ ଦେଓଗାଁ ଛକର ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟାକୁ ନେଇ ଜନ ସାଧାରଣ ଦାବୀ କରୁଛନ୍ତି l ଦେଓଗାଁ ଛକ 4 ଛକିଆ ଛକ କାରଣରୁ ସେଠାରୁ ବଣାଇ, ନରେନ୍ଦ୍ର, ରଜାମୁଣ୍ଡା ଓ ବାବା ବାଣେଶ୍ୱର ମନ୍ଦିରକୁ ଯିବାକୁ ପଡିଥାଏ l ବିଶେଷ କରି ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଛକରେ ପରିଲିକ୍ଷିତ ହେଉଥାଏ ଓ ନୂତନ ବ୍ରାହ୍ମଣି ସେତୁ ହେବା ଫଳରେ ଯାନ ବାହାନ ଆସି ଦେଓଗାଁ ଛକରେ ମିଶିବେ, ତେଣୁ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବା କାରଣ ରୁ ଦେଓଗାଁ ଛକର ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟକୁ ଦୂର କରିବା ପାଇଁ ଟ୍ରାଫିକ ପୋଲିସ ନିହାତି ଦରକାର ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରନ୍ତି l ତା ସହିତ ସେଠାରେ ଏକ ଶୌଚାଳୟ ନିର୍ମାଣ କରାଗଲେ ରାସ୍ତାରେ ଯିବା ଆସିବା କରୁଥିବା ଜନ ସାଧାରଣ ଓ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଉପକୃତ ହୋଇ ପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା ମତ ବ୍ୟକ୍ତ କରନ୍ତି l ତେଣୁ ପ୍ରଶାସନ ଏହାକୁ ଦୃଷ୍ଟରେ ରଖି ତୁରନ୍ତ ପଦକ୍ଷେପ ନିମନ୍ତେ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି l

1 hr ago
user_ପ୍ରଦୀପ କୁମାର ସାହୁ
ପ୍ରଦୀପ କୁମାର ସାହୁ
Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
1 hr ago
ae12c835-79d6-4ec6-bee3-25939fe90633

ବଣାଇ ଗଡ଼ ସହର ଦେଓଗାଁ ଛକର ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟା ପ୍ରତି ଦୃଷ୍ଟି ପଡିବ କେବେ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ସ୍ଥିତ ଦେଓଗାଁ ଛକର ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟାକୁ ନେଇ ଜନ ସାଧାରଣ ଦାବୀ କରୁଛନ୍ତି l ଦେଓଗାଁ ଛକ 4 ଛକିଆ ଛକ କାରଣରୁ ସେଠାରୁ ବଣାଇ, ନରେନ୍ଦ୍ର, ରଜାମୁଣ୍ଡା ଓ ବାବା ବାଣେଶ୍ୱର ମନ୍ଦିରକୁ ଯିବାକୁ ପଡିଥାଏ l ବିଶେଷ କରି ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଛକରେ ପରିଲିକ୍ଷିତ ହେଉଥାଏ ଓ ନୂତନ ବ୍ରାହ୍ମଣି ସେତୁ ହେବା ଫଳରେ ଯାନ ବାହାନ ଆସି ଦେଓଗାଁ ଛକରେ ମିଶିବେ, ତେଣୁ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବା କାରଣ ରୁ ଦେଓଗାଁ ଛକର ଉନ୍ନତି କରଣ ଓ ଟ୍ରାଫିକ ସମସ୍ୟକୁ ଦୂର କରିବା ପାଇଁ ଟ୍ରାଫିକ ପୋଲିସ ନିହାତି ଦରକାର ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରନ୍ତି l ତା ସହିତ ସେଠାରେ ଏକ ଶୌଚାଳୟ ନିର୍ମାଣ କରାଗଲେ ରାସ୍ତାରେ ଯିବା ଆସିବା କରୁଥିବା ଜନ ସାଧାରଣ ଓ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଉପକୃତ ହୋଇ ପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା ମତ ବ୍ୟକ୍ତ କରନ୍ତି l ତେଣୁ ପ୍ରଶାସନ ଏହାକୁ ଦୃଷ୍ଟରେ ରଖି ତୁରନ୍ତ ପଦକ୍ଷେପ ନିମନ୍ତେ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି l

More news from Sambalpur and nearby areas
  • 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews
    1
    🔥 सब जल गया, लेकिन गणेश जी को नहीं छू सकी आग! 🙏

पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई।

आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी।

📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है।

🙏 गणपति बप्पा मोरया!

#सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 hrs ago
  • Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar ଜୁହାର! 🙏 ଶ୍ରୀ ଓଡ଼ିଶା ଅଳଙ୍କାର ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ। ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା। ନୂଆଖାଇ ଜୁହାର! ✨
    1
    Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar
ଜୁହାର! 🙏
ଶ୍ରୀ ଓଡ଼ିଶା ଅଳଙ୍କାର
ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ।
ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା।
ନୂଆଖାଇ ଜୁହାର! ✨
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    12 hrs ago
  • ପବିତ୍ର ନୂଆଁଖାଇ ଅବସର ରେ ଗ୍ରାମବାସି ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଲେ ଅନମୋଲ ମଲ୍ଲିକ l
    1
    ପବିତ୍ର ନୂଆଁଖାଇ ଅବସର ରେ ଗ୍ରାମବାସି ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଲେ ଅନମୋଲ ମଲ୍ଲିକ l
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    16 hrs ago
  • ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
    1
    ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 
ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    20 hrs ago
  • ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।
    1
    ବୌଦ୍ଧ ସହର ଗାନ୍ଧିଛକ  ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି 
ଚୋରୀ କଲେ ଦୁର୍ବୃତ୍ତ ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    8 hrs ago
  • ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    1
    ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ  ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    user_Jagadish meher
    Jagadish meher
    Biramaharajpur, Sonepur•
    10 hrs ago
  • ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହେଲା ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି NuakhaiJuhar NuakhaiTihar2026 SamaleswariTemple Samada Belpahad
    1
    ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହେଲା ।।
ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି 
NuakhaiJuhar NuakhaiTihar2026 SamaleswariTemple Samada Belpahad
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.