logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Free Health camp 2026 #sbbalangiria #healthcare #healthcamp

10 hrs ago
user_SB Balangiria
SB Balangiria
Graphic designer Balangir, Odisha•
10 hrs ago

Free Health camp 2026 #sbbalangiria #healthcare #healthcamp

More news from ଓଡ଼ିଶା and nearby areas
  • ବଜେଟ୍ ଉପରେ ରାହୁଲ ଗାନ୍ଧୀଙ୍କ ଭାଷଣ: 'ତୁମେ ଭାରତକୁ ବିକିଦେଲ, ଲାଜ ନାହିଁ...' ରାହୁଲ ଗାନ୍ଧୀଙ୍କ କ୍ରୋଧିତ ଅବତାର # ସଂସଦ, # ବଜେଟ୍ ଅଧିବେଶନ, # ଲୋକସାବା, # ରାହୁଲଗାନ୍ଧୀ | ବଜେଟ୍ ଉପରେ ରାହୁଲ ଗାନ୍ଧୀଙ୍କ ଭାଷଣ: 'ତୁମେ ଭାରତକୁ ବିକିଦେଲ, ଲାଜ ନାହିଁ...' ରାହୁଲ ଗାନ୍ଧୀଙ୍କ କ୍ରୋଧିତ ଅବତାର ମୋର ହ୍ୱାଟ୍ସଅପ୍ ଚ୍ୟାନେଲ୍ ଲିଙ୍କ୍ ଅନୁସରଣ କରନ୍ତୁ
    1
    ବଜେଟ୍ ଉପରେ ରାହୁଲ ଗାନ୍ଧୀଙ୍କ ଭାଷଣ: 'ତୁମେ ଭାରତକୁ ବିକିଦେଲ, ଲାଜ ନାହିଁ...' ରାହୁଲ ଗାନ୍ଧୀଙ୍କ କ୍ରୋଧିତ ଅବତାର 
# ସଂସଦ, # ବଜେଟ୍ ଅଧିବେଶନ, # ଲୋକସାବା, # ରାହୁଲଗାନ୍ଧୀ |
ବଜେଟ୍ ଉପରେ ରାହୁଲ ଗାନ୍ଧୀଙ୍କ ଭାଷଣ: 'ତୁମେ ଭାରତକୁ ବିକିଦେଲ, ଲାଜ ନାହିଁ...' ରାହୁଲ ଗାନ୍ଧୀଙ୍କ କ୍ରୋଧିତ ଅବତାର
ମୋର ହ୍ୱାଟ୍ସଅପ୍ ଚ୍ୟାନେଲ୍ ଲିଙ୍କ୍ ଅନୁସରଣ କରନ୍ତୁ
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ଜୀବନ କୁ ବାଜି ଲଗାଇ ଭଙ୍ଗା ପୋଲ ଉପରେ ଯିବା ଆସିବା କରୁଛନ୍ତି  ଛାତ୍ରଛାତ୍ରୀ ଓ ଗ୍ରାମବାସୀ !
    2
    ଜୀବନ କୁ ବାଜି ଲଗାଇ ଭଙ୍ଗା ପୋଲ ଉପରେ ଯିବା ଆସିବା କରୁଛନ୍ତି  ଛାତ୍ରଛାତ୍ରୀ ଓ ଗ୍ରାମବାସୀ !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • ଯୋରସୋରରେ ଚାଲିଛି ବୀରମହାରାଜପୁର - ବାଉଁଶୁଣୀ ସେତୁ କାମ l ଖୁବ ଶୀଘ୍ର କାମ ସମ୍ପୂର୍ଣ ହେବାନେଇ ଆଶାବାଦୀ ଅଞ୍ଚଳବାସୀ
    2
    ଯୋରସୋରରେ ଚାଲିଛି ବୀରମହାରାଜପୁର - ବାଉଁଶୁଣୀ ସେତୁ କାମ l ଖୁବ ଶୀଘ୍ର କାମ ସମ୍ପୂର୍ଣ ହେବାନେଇ ଆଶାବାଦୀ ଅଞ୍ଚଳବାସୀ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    7 hrs ago
  • ସୋନପୁର ଜିଲ୍ଲା ନିଖୋଜ ହୋଇ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଅଡାଲ ଗ୍ରାମର ଖଗେଶ୍ୱର ଦେହେରି। ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଖବର ପାଆନ୍ତି ସ୍କ୍ରିନ ରେ ଦିଆ ଯାଇଥିବା ନମ୍ବର ରେ କଲ କରନ୍ତୁ। ୧- ଛବିଲ ଦେହେରି - 8658718776, ରୁଦ୍ରାକ୍ଷ ପଧାନ- 9861360955
    1
    ସୋନପୁର ଜିଲ୍ଲା  ନିଖୋଜ ହୋଇ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଅଡାଲ ଗ୍ରାମର ଖଗେଶ୍ୱର ଦେହେରି। ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଖବର ପାଆନ୍ତି ସ୍କ୍ରିନ ରେ ଦିଆ ଯାଇଥିବା ନମ୍ବର ରେ କଲ କରନ୍ତୁ। ୧- ଛବିଲ ଦେହେରି - 8658718776, ରୁଦ୍ରାକ୍ଷ ପଧାନ- 9861360955
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ସୋନପୁର ସହର ର କୁଷ୍ଠା ସମ୍ପ୍ରଦାୟ ପକ୍ଷରୁ ଦୁଇଦିନ ଧରି ମା ଶୀତଳାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫାଲ୍ଗୁନ ମାସ ସୋମବାରରେ ଏହି ପୂଜା ଅନୁଷ୍ଠିତ ହୋଇଛି
    1
    ସୋନପୁର ସହର ର କୁଷ୍ଠା ସମ୍ପ୍ରଦାୟ ପକ୍ଷରୁ ଦୁଇଦିନ ଧରି ମା ଶୀତଳାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫାଲ୍ଗୁନ ମାସ ସୋମବାରରେ ଏହି ପୂଜା ଅନୁଷ୍ଠିତ ହୋଇଛି
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ସୋନପୁର ପୋଲିସ ର ବଡ ସଫଳତା ଵୋମା ସହ ମାରଣାସ୍ତ୍ର ଅସ୍ତ୍ରସସ୍ତ୍ର ସହ ଗିରଫ କଲା ପୋଲିସ ।
    1
    ସୋନପୁର ପୋଲିସ ର ବଡ ସଫଳତା ଵୋମା ସହ ମାରଣାସ୍ତ୍ର ଅସ୍ତ୍ରସସ୍ତ୍ର ସହ ଗିରଫ କଲା ପୋଲିସ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର : ଆଜିଠୁ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର ୧୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ଆଜିଠାରୁ ନୋଡାଲ୍‌ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମ୍‌ରୁ ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୫ ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ ।
    1
    ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର : ଆଜିଠୁ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର
୧୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ଆଜିଠାରୁ ନୋଡାଲ୍‌ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମ୍‌ରୁ ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୫ ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ ।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ଛାତି ଥରାଇଦେବ ବିମାନ ଦୁର୍ଘଟଣାର ଦୃଶ୍ୟ | ସୋମାଲିଆ ବିମାନ ଦୁର୍ଘଟଣା | ବିମାନ ଦୁର୍ଘଟଣା ସମୁଦ୍ର | N18G ଭାରତ ମହାସାଗର ଉପକୂଳ ନିକଟରେ ସୋମାଲିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଉଡ଼ାଣ ଆରମ୍ଭ କରିବାର ମାତ୍ର 15 ମିନିଟ୍ ପରେ, ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା। ପାଇଲଟ୍ ସମୁଦ୍ରରେ ଜରୁରୀକାଳୀନ ଅବତରଣ କରିଥିଲେ, ଯେଉଁଥିରେ ବିମାନରେ ଥିବା ସମସ୍ତ 55 ଜଣଙ୍କୁ - 50 ଜଣ ଯାତ୍ରୀ ଏବଂ 5 ଜଣ କ୍ରୁ ସଦସ୍ୟଙ୍କୁ ରକ୍ଷା କରାଯାଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣା ସତ୍ତ୍ୱେ, ପ୍ରତ୍ୟେକ ଯାତ୍ରୀ ବଞ୍ଚି ଯାଇଥିଲେ, ଯାହା ଏକ ଚମତ୍କାର ଘଟଣା। କର୍ତ୍ତୃପକ୍ଷ ଜରୁରୀକାଳୀନ ଅବତରଣ ପାଇଁ ହୋଇଥିବା ଯାନ୍ତ୍ରିକ ତ୍ରୁଟିର ତଦନ୍ତ ଆରମ୍ଭ କରିଛନ୍ତି।
    1
    ଛାତି ଥରାଇଦେବ ବିମାନ ଦୁର୍ଘଟଣାର ଦୃଶ୍ୟ |
ସୋମାଲିଆ ବିମାନ ଦୁର୍ଘଟଣା |
ବିମାନ ଦୁର୍ଘଟଣା
ସମୁଦ୍ର |
N18G
ଭାରତ ମହାସାଗର ଉପକୂଳ ନିକଟରେ ସୋମାଲିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଉଡ଼ାଣ ଆରମ୍ଭ କରିବାର ମାତ୍ର 15 ମିନିଟ୍ ପରେ, ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା। ପାଇଲଟ୍ ସମୁଦ୍ରରେ ଜରୁରୀକାଳୀନ ଅବତରଣ କରିଥିଲେ, ଯେଉଁଥିରେ ବିମାନରେ ଥିବା ସମସ୍ତ 55 ଜଣଙ୍କୁ - 50 ଜଣ ଯାତ୍ରୀ ଏବଂ 5 ଜଣ କ୍ରୁ ସଦସ୍ୟଙ୍କୁ ରକ୍ଷା କରାଯାଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣା ସତ୍ତ୍ୱେ, ପ୍ରତ୍ୟେକ ଯାତ୍ରୀ ବଞ୍ଚି ଯାଇଥିଲେ, ଯାହା ଏକ ଚମତ୍କାର ଘଟଣା। କର୍ତ୍ତୃପକ୍ଷ ଜରୁରୀକାଳୀନ ଅବତରଣ ପାଇଁ ହୋଇଥିବା ଯାନ୍ତ୍ରିକ ତ୍ରୁଟିର ତଦନ୍ତ ଆରମ୍ଭ କରିଛନ୍ତି।
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ଜୀବନ କୁ ବାଜି ଲଗାଇ ଭଙ୍ଗା ପୋଲ ଉପରେ ଯିବା ଆସିବା କରୁଛନ୍ତି  ଛାତ୍ରଛାତ୍ରୀ ଓ ଗ୍ରାମବାସୀ !
    1
    ଜୀବନ କୁ ବାଜି ଲଗାଇ ଭଙ୍ଗା ପୋଲ ଉପରେ ଯିବା ଆସିବା କରୁଛନ୍ତି  ଛାତ୍ରଛାତ୍ରୀ ଓ ଗ୍ରାମବାସୀ !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.