Shuru
Apke Nagar Ki App…
ସୋନପୁର ସହର ର କୁଷ୍ଠା ସମ୍ପ୍ରଦାୟ ପକ୍ଷରୁ ଦୁଇଦିନ ଧରି ମା ଶୀତଳାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫାଲ୍ଗୁନ ମାସ ସୋମବାରରେ ଏହି ପୂଜା ଅନୁଷ୍ଠିତ ହୋଇଛି
OTV SONEPUR
ସୋନପୁର ସହର ର କୁଷ୍ଠା ସମ୍ପ୍ରଦାୟ ପକ୍ଷରୁ ଦୁଇଦିନ ଧରି ମା ଶୀତଳାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫାଲ୍ଗୁନ ମାସ ସୋମବାରରେ ଏହି ପୂଜା ଅନୁଷ୍ଠିତ ହୋଇଛି
More news from ଓଡ଼ିଶା and nearby areas
- ୧୦୦୮ କୁଣ୍ଡିଆ ଶାନ୍ତି ମହାଜାଞ୍ଜ୍ୟ ସୁରୁଖୁରୁରେ ସମାପନ ହୋଇଯାଇଛି l1
- ବୌଦ୍ଧ ଥାନା ଭାଲିଆପଦର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଡକାୟତି ଘଟଣା, ପ୍ରତିକୀୟ ରଖିଲେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍1
- ବୈଠକ ରେ ଘୋର ନିଦରେ ବିଡ଼ିଓ ଓ ଉପାଧକ୍ଷ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ସମ୍ମେଳନ କକ୍ଷରେ ବୁଧବାର ଦିନ ଜିଲ୍ଲା ପ୍ଳାନିଙ୍ଗ ଏଣ୍ଡ ମନିଟରିଙ୍ଗ ୟୁନିଟ ପକ୍ଷରୁ ଆୟୋଜିତ (ଏସଡିଜି) ସମ୍ବନ୍ଧୀୟ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ! ଉକ୍ତ ପ୍ରଶିକ୍ଷଣ ଶିବିର ରେ ଶିକ୍ଷା, ସ୍ୱାସ୍ଥ୍ୟ ପରିବେଷ ଭଳି ବିଭିନ୍ନ ଦିଗରେ ଆଲୋଚନା କରାଯଇଥିଲା! କିନ୍ତୁ ଏହି ପ୍ରଶିକ୍ଷଣ ଶିବିର ଚାଲୁଥିବା ସମୟରେ ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ଓ ବ୍ଲକ୍ ଉପାଧ୍ୟକ୍ଷ କାଁହୁ ଚରଣ ନାଥ ନିଦ୍ରା ଅବସ୍ଥାରେ ଥିବା ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନ ରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି! ଅନ୍ୟପଟେ ପ୍ରଶିକ୍ଷଣ ସଭା ଚାଲିଥିବା ବେଳେ ଅନ୍ୟକେତକ ଅଧିକାରୀ ଜନ ପ୍ରତିନିଧି ଙ୍କ ଆଗ୍ରହ ପ୍ରକାଶ ମନେ ହେଉନଥିବା ଭିଡିଓ ରୁ ଅନୁମାନ କରାଯାଉଛି! ଜନପ୍ରତିନିଧିମାନଙ୍କ ମତାମତ ଓ ଆଲୋଚନାକୁ ଗୁରୁତ୍ୱ ଦେବାରେ ଇଚ୍ଛାଶକ୍ତିର ଅଭାବ ଦେଖାଯାଇଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଉଛି। ସରକାରୀ ନିର୍ଦ୍ଦେଶାନୁସାରେ ଆୟୋଜିତ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ୟକ୍ରମ ସମୟରେ ଏଭଳି ଅନାଗ୍ରହୀ ଭାବ ଦେଖାଯିବାକୁ ନେଇ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।ଏପରିକି ଏହା ଅତି ଦାୟିତ୍ୱହୀନତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି! ଏନେଇ ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭପର ନହେବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ!1
- ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍ ପାଣି ଯୋଗାଣ: ମୁଖ୍ୟମନ୍ତ୍ରୀ ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପହଁଞ୍ଚିବ ପାଇପ୍ ଜଳ । କୌଣସି ବି ରାଜସ୍ୱ ଗ୍ରାମ ଯେପରି ପାନୀୟ ଜଳ ଯୋଗାଣରୁ ବାଦ୍ ନ ପଡ଼େ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଲୋକସେବା ଭବନଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।1
- Post by SB Balangiria1
- 🙏ଧୁମଷୁ. ଗାଁ ରେ ବାର ଭାଇ ଲାହାତ ବୁଢା ଲେଡିଶ କୀର୍ତ୍ତନ ପାର୍ଟି1
- ସୋନପୁର ଜିଲ୍ଲା ଚାଈଲଡ଼ ହେଲ୍ଫ ଲାଇନ ଦ୍ୱାରା ୧୨ ଗୋଟି ଶିଶୁ କୁ ଉଦ୍ଧାର କରାହେଲା l1
- ବୌଦ୍ଧ ଜିଲ୍ଲା ପୁରୁନାକଟକ ଥାନା ଝିମିଲିଆ ଘାଟି ବାଙ୍କ ଠାରେ ୩୦ ଫୁଟ ତଳକୁ ଖସିଲା ଯାତ୍ରୀ ବାହି ବସ, ଅଳ୍ପକେ ବର୍ତିଲେ ୨୫ ଯାତ୍ରୀ1
- Bharat_Bandh__12_फरवरी_को_मजदूरों_की_हड़ताल,_क्या_Bank-Share_Market_रहेंगे_बंद__India_US_Trade_Deal1