Shuru
Apke Nagar Ki App…
🙏ଧୁମଷୁ. ଗାଁ ରେ ବାର ଭାଇ ଲାହାତ ବୁଢା ଲେଡିଶ କୀର୍ତ୍ତନ ପାର୍ଟି
Nilam Bariha
🙏ଧୁମଷୁ. ଗାଁ ରେ ବାର ଭାଇ ଲାହାତ ବୁଢା ଲେଡିଶ କୀର୍ତ୍ତନ ପାର୍ଟି
More news from ଓଡ଼ିଶା and nearby areas
- ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍ ପାଣି ଯୋଗାଣ: ମୁଖ୍ୟମନ୍ତ୍ରୀ ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପହଁଞ୍ଚିବ ପାଇପ୍ ଜଳ । କୌଣସି ବି ରାଜସ୍ୱ ଗ୍ରାମ ଯେପରି ପାନୀୟ ଜଳ ଯୋଗାଣରୁ ବାଦ୍ ନ ପଡ଼େ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଲୋକସେବା ଭବନଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।1
- Post by SB Balangiria1
- 🙏ଧୁମଷୁ. ଗାଁ ରେ ବାର ଭାଇ ଲାହାତ ବୁଢା ଲେଡିଶ କୀର୍ତ୍ତନ ପାର୍ଟି1
- ରାହୁଲ ଗାନ୍ଧୀ ବନାମ ଅମିତ ଶାହ | ଉତପ୍ତ ୨୦୨୬ ସଂସଦରେ ବିତର୍କ | ବଜେଟ୍ ଋତୁ ରାହୁଲ ଗାନ୍ଧୀ ବନାମ ଅମିତ ଶାହ | ଉତପ୍ତ ବିତର୍କ ସଂସଦ | ବଜେଟ୍ ଋତୁ 2026 ଆମ ବିଷୟରେ: TNX ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ବଲିଉଡ୍, ଐତିହାସିକ, ମନୋରଞ୍ଜନ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, କ୍ରୀଡା ଏବଂ ଆନ୍ତର୍ଜାତୀୟ, ସମାଚାରକୁ ପ୍ରତିନିଧିତ୍ୱ କରେ। ଏହା ସମସ୍ତ ରାଜନୈତିକ ଦଳ ଦ୍ୱାରା କରାଯାଇଥିବା PC ଭିଡିଓଗୁଡ଼ିକୁ ଆପଣଙ୍କ ପାଖକୁ ଆଣିଥାଏ। ଅପଡେଟ୍ ରହିବା ପାଇଁ ଦୟାକରି TNX ନ୍ୟୁଜ୍ର ସବସ୍କ୍ରାଇବ କରନ୍ତୁ।1
- ପଞ୍ଚାୟତ ଜାଗା ଚିହ୍ନଟ ପରେ ଜବର ଦଖଲ ଉଚ୍ଛେଦ !1
- ସାମାନ୍ୟ ବଚସାରୁ ଛୁରାମାଡ, ଜଣେ ମୃତ ସୁବର୍ଣ୍ଣପୁର: ବିନିକା ସହରରେ ଗତକାଲି ବିଳମ୍ବିତ ରାତି ସାଢେ଼ ଦଶଟାରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଛୁରା ମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବୁର୍ଲା ବଡ ଡ଼ାକ୍ତରଖାନାରେ ଚିକିତ୍ସକ ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।1
- ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ1
- Bharat_Bandh__12_फरवरी_को_मजदूरों_की_हड़ताल,_क्या_Bank-Share_Market_रहेंगे_बंद__India_US_Trade_Deal1