logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Bharat_Bandh__12_फरवरी_को_मजदूरों_की_हड़ताल,_क्या_Bank-Share_Market_रहेंगे_बंद__India_US_Trade_Deal

7 hrs ago
user_ODISHA NEWS
ODISHA NEWS
Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
7 hrs ago

Bharat_Bandh__12_फरवरी_को_मजदूरों_की_हड़ताल,_क्या_Bank-Share_Market_रहेंगे_बंद__India_US_Trade_Deal

More news from ଓଡ଼ିଶା and nearby areas
  • ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍‌ ପାଣି ଯୋଗାଣ: ମୁଖ୍ୟମନ୍ତ୍ରୀ ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପହଁଞ୍ଚିବ ପାଇପ୍‌ ଜଳ । କୌଣସି ବି ରାଜସ୍ୱ ଗ୍ରାମ ଯେପରି ପାନୀୟ ଜଳ ଯୋଗାଣରୁ ବାଦ୍‌ ନ ପଡ଼େ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଲୋକସେବା ଭ‍ବନଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
    1
    ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍‌ ପାଣି ଯୋଗାଣ: ମୁଖ୍ୟମନ୍ତ୍ରୀ
୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପହଁଞ୍ଚିବ ପାଇପ୍‌ ଜଳ । କୌଣସି ବି ରାଜସ୍ୱ ଗ୍ରାମ ଯେପରି ପାନୀୟ ଜଳ ଯୋଗାଣରୁ ବାଦ୍‌ ନ ପଡ଼େ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଲୋକସେବା ଭ‍ବନଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।
୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    4 hrs ago
  • Post by SB Balangiria
    1
    Post by SB Balangiria
    user_SB Balangiria
    SB Balangiria
    Graphic designer Balangir, Odisha•
    10 hrs ago
  • 🙏ଧୁମଷୁ. ଗାଁ ରେ ବାର ଭାଇ ଲାହାତ ବୁଢା ଲେଡିଶ କୀର୍ତ୍ତନ ପାର୍ଟି
    1
    🙏ଧୁମଷୁ. ଗାଁ ରେ ବାର ଭାଇ ଲାହାତ ବୁଢା ଲେଡିଶ କୀର୍ତ୍ତନ ପାର୍ଟି
    user_Nilam Bariha
    Nilam Bariha
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • ରାହୁଲ ଗାନ୍ଧୀ ବନାମ ଅମିତ ଶାହ | ଉତପ୍ତ ୨୦୨୬ ସଂସଦରେ ବିତର୍କ | ବଜେଟ୍ ଋତୁ ରାହୁଲ ଗାନ୍ଧୀ ବନାମ ଅମିତ ଶାହ | ଉତପ୍ତ ବିତର୍କ ସଂସଦ | ବଜେଟ୍ ଋତୁ 2026 ଆମ ବିଷୟରେ: TNX ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ବଲିଉଡ୍, ଐତିହାସିକ, ମନୋରଞ୍ଜନ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, କ୍ରୀଡା ଏବଂ ଆନ୍ତର୍ଜାତୀୟ, ସମାଚାରକୁ ପ୍ରତିନିଧିତ୍ୱ କରେ। ଏହା ସମସ୍ତ ରାଜନୈତିକ ଦଳ ଦ୍ୱାରା କରାଯାଇଥିବା PC ଭିଡିଓଗୁଡ଼ିକୁ ଆପଣଙ୍କ ପାଖକୁ ଆଣିଥାଏ। ଅପଡେଟ୍ ରହିବା ପାଇଁ ଦୟାକରି TNX ନ୍ୟୁଜ୍‌ର ସବସ୍କ୍ରାଇବ କରନ୍ତୁ।
    1
    ରାହୁଲ ଗାନ୍ଧୀ ବନାମ ଅମିତ ଶାହ | ଉତପ୍ତ ୨୦୨୬
ସଂସଦରେ ବିତର୍କ | ବଜେଟ୍ ଋତୁ
ରାହୁଲ ଗାନ୍ଧୀ ବନାମ ଅମିତ ଶାହ | ଉତପ୍ତ ବିତର୍କ
ସଂସଦ | ବଜେଟ୍ ଋତୁ 2026
ଆମ ବିଷୟରେ:
TNX ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ବଲିଉଡ୍, ଐତିହାସିକ, ମନୋରଞ୍ଜନ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, କ୍ରୀଡା ଏବଂ ଆନ୍ତର୍ଜାତୀୟ, ସମାଚାରକୁ ପ୍ରତିନିଧିତ୍ୱ କରେ। ଏହା ସମସ୍ତ ରାଜନୈତିକ ଦଳ ଦ୍ୱାରା କରାଯାଇଥିବା PC ଭିଡିଓଗୁଡ଼ିକୁ ଆପଣଙ୍କ ପାଖକୁ ଆଣିଥାଏ।
ଅପଡେଟ୍ ରହିବା ପାଇଁ ଦୟାକରି TNX ନ୍ୟୁଜ୍‌ର ସବସ୍କ୍ରାଇବ କରନ୍ତୁ।
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    58 min ago
  • ପଞ୍ଚାୟତ ଜାଗା ଚିହ୍ନଟ ପରେ ଜବର ଦଖଲ ଉଚ୍ଛେଦ !
    1
    ପଞ୍ଚାୟତ ଜାଗା ଚିହ୍ନଟ ପରେ ଜବର ଦଖଲ ଉଚ୍ଛେଦ !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ସାମାନ୍ୟ ବଚସାରୁ ଛୁରାମାଡ, ଜଣେ ମୃତ ସୁବର୍ଣ୍ଣପୁର: ବିନିକା ସହରରେ ଗତକାଲି ବିଳମ୍ବିତ ରାତି ସାଢେ଼ ଦଶଟାରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଛୁରା ମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବୁର୍ଲା ବଡ ଡ଼ାକ୍ତରଖାନାରେ ଚିକିତ୍ସକ ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।
    1
    ସାମାନ୍ୟ ବଚସାରୁ ଛୁରାମାଡ, ଜଣେ ମୃତ 
ସୁବର୍ଣ୍ଣପୁର: ବିନିକା ସହରରେ ଗତକାଲି ବିଳମ୍ବିତ ରାତି ସାଢେ଼ ଦଶଟାରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଛୁରା ମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବୁର୍ଲା ବଡ ଡ଼ାକ୍ତରଖାନାରେ ଚିକିତ୍ସକ ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ
    1
    ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Bharat_Bandh__12_फरवरी_को_मजदूरों_की_हड़ताल,_क्या_Bank-Share_Market_रहेंगे_बंद__India_US_Trade_Deal
    1
    Bharat_Bandh__12_फरवरी_को_मजदूरों_की_हड़ताल,_क्या_Bank-Share_Market_रहेंगे_बंद__India_US_Trade_Deal
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.