Shuru
Apke Nagar Ki App…
ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ
OTV SONEPUR
ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ
More news from ଓଡ଼ିଶା and nearby areas
- ସାମାନ୍ୟ ବଚସାରୁ ଛୁରାମାଡ, ଜଣେ ମୃତ ସୁବର୍ଣ୍ଣପୁର: ବିନିକା ସହରରେ ଗତକାଲି ବିଳମ୍ବିତ ରାତି ସାଢେ଼ ଦଶଟାରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଛୁରା ମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବୁର୍ଲା ବଡ ଡ଼ାକ୍ତରଖାନାରେ ଚିକିତ୍ସକ ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।1
- ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ1
- ଯୋରସୋରରେ ଚାଲିଛି ବୀରମହାରାଜପୁର - ବାଉଁଶୁଣୀ ସେତୁ କାମ l ଖୁବ ଶୀଘ୍ର କାମ ସମ୍ପୂର୍ଣ ହେବାନେଇ ଆଶାବାଦୀ ଅଞ୍ଚଳବାସୀ2
- ସୋନପୁର ଜିଲ୍ଲା ନିଖୋଜ ହୋଇ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଅଡାଲ ଗ୍ରାମର ଖଗେଶ୍ୱର ଦେହେରି। ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଖବର ପାଆନ୍ତି ସ୍କ୍ରିନ ରେ ଦିଆ ଯାଇଥିବା ନମ୍ବର ରେ କଲ କରନ୍ତୁ। ୧- ଛବିଲ ଦେହେରି - 8658718776, ରୁଦ୍ରାକ୍ଷ ପଧାନ- 98613609551
- ସୋନପୁର ପୋଲିସ ର ବଡ ସଫଳତା ଵୋମା ସହ ମାରଣାସ୍ତ୍ର ଅସ୍ତ୍ରସସ୍ତ୍ର ସହ ଗିରଫ କଲା ପୋଲିସ ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ପଞ୍ଚାୟତ ସ୍ଥରୀୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି।1
- ବୈଠକ ରେ ଘୋର ନିଦରେ ବିଡ଼ିଓ ଓ ଉପାଧକ୍ଷ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ସମ୍ମେଳନ କକ୍ଷରେ ବୁଧବାର ଦିନ ଜିଲ୍ଲା ପ୍ଳାନିଙ୍ଗ ଏଣ୍ଡ ମନିଟରିଙ୍ଗ ୟୁନିଟ ପକ୍ଷରୁ ଆୟୋଜିତ (ଏସଡିଜି) ସମ୍ବନ୍ଧୀୟ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ! ଉକ୍ତ ପ୍ରଶିକ୍ଷଣ ଶିବିର ରେ ଶିକ୍ଷା, ସ୍ୱାସ୍ଥ୍ୟ ପରିବେଷ ଭଳି ବିଭିନ୍ନ ଦିଗରେ ଆଲୋଚନା କରାଯଇଥିଲା! କିନ୍ତୁ ଏହି ପ୍ରଶିକ୍ଷଣ ଶିବିର ଚାଲୁଥିବା ସମୟରେ ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ଓ ବ୍ଲକ୍ ଉପାଧ୍ୟକ୍ଷ କାଁହୁ ଚରଣ ନାଥ ନିଦ୍ରା ଅବସ୍ଥାରେ ଥିବା ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନ ରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି! ଅନ୍ୟପଟେ ପ୍ରଶିକ୍ଷଣ ସଭା ଚାଲିଥିବା ବେଳେ ଅନ୍ୟକେତକ ଅଧିକାରୀ ଜନ ପ୍ରତିନିଧି ଙ୍କ ଆଗ୍ରହ ପ୍ରକାଶ ମନେ ହେଉନଥିବା ଭିଡିଓ ରୁ ଅନୁମାନ କରାଯାଉଛି! ଜନପ୍ରତିନିଧିମାନଙ୍କ ମତାମତ ଓ ଆଲୋଚନାକୁ ଗୁରୁତ୍ୱ ଦେବାରେ ଇଚ୍ଛାଶକ୍ତିର ଅଭାବ ଦେଖାଯାଇଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଉଛି। ସରକାରୀ ନିର୍ଦ୍ଦେଶାନୁସାରେ ଆୟୋଜିତ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ୟକ୍ରମ ସମୟରେ ଏଭଳି ଅନାଗ୍ରହୀ ଭାବ ଦେଖାଯିବାକୁ ନେଇ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।ଏପରିକି ଏହା ଅତି ଦାୟିତ୍ୱହୀନତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି! ଏନେଇ ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭପର ନହେବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ!1
- ସୋନପୁର ସହର ର କୁଷ୍ଠା ସମ୍ପ୍ରଦାୟ ପକ୍ଷରୁ ଦୁଇଦିନ ଧରି ମା ଶୀତଳାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫାଲ୍ଗୁନ ମାସ ସୋମବାରରେ ଏହି ପୂଜା ଅନୁଷ୍ଠିତ ହୋଇଛି1