logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ଥାନା ଭାଲିଆପଦର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଡକାୟତି ଘଟଣା, ପ୍ରତିକୀୟ ରଖିଲେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍

1 hr ago
user_Ranjan Kumar Dash
Ranjan Kumar Dash
ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
1 hr ago

ବୌଦ୍ଧ ଥାନା ଭାଲିଆପଦର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଡକାୟତି ଘଟଣା, ପ୍ରତିକୀୟ ରଖିଲେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍

More news from ଓଡ଼ିଶା and nearby areas
  • ବୌଦ୍ଧ ଜିଲ୍ଲା ବିଜେପି ଦଳ ପକ୍ଷରୁ "ସମର୍ପଣ ଦିବସ" ପାଳିତ
    1
    ବୌଦ୍ଧ ଜିଲ୍ଲା ବିଜେପି ଦଳ ପକ୍ଷରୁ "ସମର୍ପଣ ଦିବସ" ପାଳିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ବୈଠକ ରେ ଘୋର ନିଦରେ ବିଡ଼ିଓ ଓ ଉପାଧକ୍ଷ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ସମ୍ମେଳନ କକ୍ଷରେ ବୁଧବାର ଦିନ ଜିଲ୍ଲା ପ୍ଳାନିଙ୍ଗ ଏଣ୍ଡ ମନିଟରିଙ୍ଗ ୟୁନିଟ ପକ୍ଷରୁ ଆୟୋଜିତ (ଏସଡିଜି) ସମ୍ବନ୍ଧୀୟ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ! ଉକ୍ତ ପ୍ରଶିକ୍ଷଣ ଶିବିର ରେ ଶିକ୍ଷା, ସ୍ୱାସ୍ଥ୍ୟ ପରିବେଷ ଭଳି ବିଭିନ୍ନ ଦିଗରେ ଆଲୋଚନା କରାଯଇଥିଲା! କିନ୍ତୁ ଏହି ପ୍ରଶିକ୍ଷଣ ଶିବିର ଚାଲୁଥିବା ସମୟରେ ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ଓ ବ୍ଲକ୍ ଉପାଧ୍ୟକ୍ଷ କାଁହୁ ଚରଣ ନାଥ ନିଦ୍ରା ଅବସ୍ଥାରେ ଥିବା ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନ ରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି! ଅନ୍ୟପଟେ ପ୍ରଶିକ୍ଷଣ ସଭା ଚାଲିଥିବା ବେଳେ ଅନ୍ୟକେତକ ଅଧିକାରୀ ଜନ ପ୍ରତିନିଧି ଙ୍କ ଆଗ୍ରହ ପ୍ରକାଶ ମନେ ହେଉନଥିବା ଭିଡିଓ ରୁ ଅନୁମାନ କରାଯାଉଛି! ଜନପ୍ରତିନିଧିମାନଙ୍କ ମତାମତ ଓ ଆଲୋଚନାକୁ ଗୁରୁତ୍ୱ ଦେବାରେ ଇଚ୍ଛାଶକ୍ତିର ଅଭାବ ଦେଖାଯାଇଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଉଛି। ସରକାରୀ ନିର୍ଦ୍ଦେଶାନୁସାରେ ଆୟୋଜିତ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ୟକ୍ରମ ସମୟରେ ଏଭଳି ଅନାଗ୍ରହୀ ଭାବ ଦେଖାଯିବାକୁ ନେଇ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।ଏପରିକି ଏହା ଅତି ଦାୟିତ୍ୱହୀନତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି! ଏନେଇ ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭପର ନହେବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ!
    1
    ବୈଠକ ରେ ଘୋର ନିଦରେ  ବିଡ଼ିଓ ଓ ଉପାଧକ୍ଷ  ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ସମ୍ମେଳନ କକ୍ଷରେ ବୁଧବାର ଦିନ ଜିଲ୍ଲା ପ୍ଳାନିଙ୍ଗ ଏଣ୍ଡ ମନିଟରିଙ୍ଗ ୟୁନିଟ ପକ୍ଷରୁ ଆୟୋଜିତ (ଏସଡିଜି) ସମ୍ବନ୍ଧୀୟ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ! ଉକ୍ତ ପ୍ରଶିକ୍ଷଣ ଶିବିର ରେ ଶିକ୍ଷା, ସ୍ୱାସ୍ଥ୍ୟ ପରିବେଷ ଭଳି ବିଭିନ୍ନ ଦିଗରେ ଆଲୋଚନା କରାଯଇଥିଲା! କିନ୍ତୁ ଏହି ପ୍ରଶିକ୍ଷଣ ଶିବିର ଚାଲୁଥିବା ସମୟରେ ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ଓ ବ୍ଲକ୍ ଉପାଧ୍ୟକ୍ଷ କାଁହୁ ଚରଣ ନାଥ ନିଦ୍ରା ଅବସ୍ଥାରେ ଥିବା ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନ ରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି! ଅନ୍ୟପଟେ ପ୍ରଶିକ୍ଷଣ ସଭା ଚାଲିଥିବା ବେଳେ ଅନ୍ୟକେତକ ଅଧିକାରୀ ଜନ ପ୍ରତିନିଧି ଙ୍କ ଆଗ୍ରହ ପ୍ରକାଶ ମନେ ହେଉନଥିବା ଭିଡିଓ ରୁ ଅନୁମାନ କରାଯାଉଛି!   ଜନପ୍ରତିନିଧିମାନଙ୍କ ମତାମତ ଓ ଆଲୋଚନାକୁ ଗୁରୁତ୍ୱ ଦେବାରେ ଇଚ୍ଛାଶକ୍ତିର ଅଭାବ ଦେଖାଯାଇଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଉଛି। ସରକାରୀ ନିର୍ଦ୍ଦେଶାନୁସାରେ ଆୟୋଜିତ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ୟକ୍ରମ ସମୟରେ ଏଭଳି ଅନାଗ୍ରହୀ ଭାବ ଦେଖାଯିବାକୁ ନେଇ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।ଏପରିକି ଏହା ଅତି ଦାୟିତ୍ୱହୀନତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି!  ଏନେଇ ହରଭଙ୍ଗା ବିଡ଼ିଓ ବିଜୟ ପ୍ରଧାନ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭପର ନହେବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ!
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ପଞ୍ଚାୟତ ସ୍ଥରୀୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ପଞ୍ଚାୟତ ସ୍ଥରୀୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି।
    user_Premananda Naik
    Premananda Naik
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    6 hrs ago
  • ଶିଶୁ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ସହଯୋଗ ବୈଠକ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମନ୍ୱୟ ଓ ସହଯୋଗ ବୈଠକ ଆୟୋଜନ କରାଯାଇଥିଲା। ଶିଶୁମାନଙ୍କ ପାଇଁ ଏକ ଶିଶୁ–ମିତ୍ର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ ଅଧ୍ୟକ୍ଷତା କରି କହିଥିଲେ।
    1
    ଶିଶୁ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ସହଯୋଗ ବୈଠକ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମନ୍ୱୟ ଓ ସହଯୋଗ ବୈଠକ ଆୟୋଜନ କରାଯାଇଥିଲା। ଶିଶୁମାନଙ୍କ ପାଇଁ ଏକ ଶିଶୁ–ମିତ୍ର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ ଅଧ୍ୟକ୍ଷତା କରି କହିଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ
    1
    ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଯୋରସୋରରେ ଚାଲିଛି ବୀରମହାରାଜପୁର - ବାଉଁଶୁଣୀ ସେତୁ କାମ l ଖୁବ ଶୀଘ୍ର କାମ ସମ୍ପୂର୍ଣ ହେବାନେଇ ଆଶାବାଦୀ ଅଞ୍ଚଳବାସୀ
    2
    ଯୋରସୋରରେ ଚାଲିଛି ବୀରମହାରାଜପୁର - ବାଉଁଶୁଣୀ ସେତୁ କାମ l ଖୁବ ଶୀଘ୍ର କାମ ସମ୍ପୂର୍ଣ ହେବାନେଇ ଆଶାବାଦୀ ଅଞ୍ଚଳବାସୀ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    10 hrs ago
  • ସୋନପୁର ଜିଲ୍ଲା ନିଖୋଜ ହୋଇ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଅଡାଲ ଗ୍ରାମର ଖଗେଶ୍ୱର ଦେହେରି। ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଖବର ପାଆନ୍ତି ସ୍କ୍ରିନ ରେ ଦିଆ ଯାଇଥିବା ନମ୍ବର ରେ କଲ କରନ୍ତୁ। ୧- ଛବିଲ ଦେହେରି - 8658718776, ରୁଦ୍ରାକ୍ଷ ପଧାନ- 9861360955
    1
    ସୋନପୁର ଜିଲ୍ଲା  ନିଖୋଜ ହୋଇ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଅଡାଲ ଗ୍ରାମର ଖଗେଶ୍ୱର ଦେହେରି। ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଖବର ପାଆନ୍ତି ସ୍କ୍ରିନ ରେ ଦିଆ ଯାଇଥିବା ନମ୍ବର ରେ କଲ କରନ୍ତୁ। ୧- ଛବିଲ ଦେହେରି - 8658718776, ରୁଦ୍ରାକ୍ଷ ପଧାନ- 9861360955
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ବୌଦ୍ଧ ଥାନା ଭାଲିଆପଦର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଡକାୟତି ଘଟଣା, ପ୍ରତିକୀୟ ରଖିଲେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍
    1
    ବୌଦ୍ଧ ଥାନା ଭାଲିଆପଦର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଡକାୟତି ଘଟଣା, ପ୍ରତିକୀୟ ରଖିଲେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.