Shuru
Apke Nagar Ki App…
ଶିଶୁ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ସହଯୋଗ ବୈଠକ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମନ୍ୱୟ ଓ ସହଯୋଗ ବୈଠକ ଆୟୋଜନ କରାଯାଇଥିଲା। ଶିଶୁମାନଙ୍କ ପାଇଁ ଏକ ଶିଶୁ–ମିତ୍ର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ ଅଧ୍ୟକ୍ଷତା କରି କହିଥିଲେ।
Ram Shankar Bhoi
ଶିଶୁ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ସହଯୋଗ ବୈଠକ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମନ୍ୱୟ ଓ ସହଯୋଗ ବୈଠକ ଆୟୋଜନ କରାଯାଇଥିଲା। ଶିଶୁମାନଙ୍କ ପାଇଁ ଏକ ଶିଶୁ–ମିତ୍ର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ ଅଧ୍ୟକ୍ଷତା କରି କହିଥିଲେ।
More news from ଓଡ଼ିଶା and nearby areas
- ଶିଶୁ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ସମନ୍ୱୟ ଓ ସହଯୋଗ ବୈଠକ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମନ୍ୱୟ ଓ ସହଯୋଗ ବୈଠକ ଆୟୋଜନ କରାଯାଇଥିଲା। ଶିଶୁମାନଙ୍କ ପାଇଁ ଏକ ଶିଶୁ–ମିତ୍ର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ ଅଧ୍ୟକ୍ଷତା କରି କହିଥିଲେ।1
- ସୋନପୁର କୁଳପଡାରେ ଥିବା କାଞ୍ଜିଆହୁଦା ରେ ଗାଈ ଗୋରୁଙ୍କ ରକ୍ଷାଣ ବେକ୍ଷଣରେ ଅବହେଳା l ଗୋଟିଏ ଦିନରେ ମୃତ୍ୟୁବରଣ କରିଛନ୍ତି 5 ଗାଈ1
- ଯୋରସୋରରେ ଚାଲିଛି ବୀରମହାରାଜପୁର - ବାଉଁଶୁଣୀ ସେତୁ କାମ l ଖୁବ ଶୀଘ୍ର କାମ ସମ୍ପୂର୍ଣ ହେବାନେଇ ଆଶାବାଦୀ ଅଞ୍ଚଳବାସୀ2
- ସୋନପୁର ଜିଲ୍ଲା ନିଖୋଜ ହୋଇ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଅଡାଲ ଗ୍ରାମର ଖଗେଶ୍ୱର ଦେହେରି। ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଖବର ପାଆନ୍ତି ସ୍କ୍ରିନ ରେ ଦିଆ ଯାଇଥିବା ନମ୍ବର ରେ କଲ କରନ୍ତୁ। ୧- ଛବିଲ ଦେହେରି - 8658718776, ରୁଦ୍ରାକ୍ଷ ପଧାନ- 98613609551
- ସୋନପୁର ପୋଲିସ ର ବଡ ସଫଳତା ଵୋମା ସହ ମାରଣାସ୍ତ୍ର ଅସ୍ତ୍ରସସ୍ତ୍ର ସହ ଗିରଫ କଲା ପୋଲିସ ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ପଞ୍ଚାୟତ ସ୍ଥରୀୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି।1
- ବୌଦ୍ଧ ଜିଲ୍ଲା ବିଜେପି ଦଳ ପକ୍ଷରୁ "ସମର୍ପଣ ଦିବସ" ପାଳିତ1
- ସାମାନ୍ୟ ବଚସାରୁ ଛୁରାମାଡ, ଜଣେ ମୃତ ସୁବର୍ଣ୍ଣପୁର: ବିନିକା ସହରରେ ଗତକାଲି ବିଳମ୍ବିତ ରାତି ସାଢେ଼ ଦଶଟାରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଛୁରା ମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବୁର୍ଲା ବଡ ଡ଼ାକ୍ତରଖାନାରେ ଚିକିତ୍ସକ ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।1