logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ବୀରମହାରାଜପୁର,୩୧/୭(ଶୁରୁ ଆପ୍) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ନୋଡାଲ ୟୁପି ସ୍କୁଲ ରେ ସ୍କୁଲର ପ୍ରଧାନଶିକ୍ଷକ ଦୁଃଖିଶ୍ୟାମ ଭୋଇ ଙ୍କ ଉଦ୍ଦେଶ୍ୟରେ ଅଵସରକାଳୀନ ସମ୍ବର୍ଦ୍ଧନା ସଭା କରାଯାଇଛି। ବହଳପଦର କ୍ଲଷ୍ଟର ର ସିଆରସିସି କମ୍ଭୁଧର ପ୍ରଧାନ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଉକ୍ତ ସଭାରେ ଅବସର ନେଉଥିବା ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ଙ୍କ ସମେତ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ତପନ କୁମାର ସାହୁ ଓ ଶ୍ରୀ ଭୋଇ ଙ୍କ ଧର୍ମପତ୍ନୀ ଜଲି ଭୋଇ ମଞ୍ଚାସିନ ଥିଲେ। ଶିକ୍ଷକ ତପକିରଣ ସାହୁ ସଭା ସଂଯୋଜନା କରିଥିବା ବେଳେ ପ୍ରଦୀପ ଜଗଦଲା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଆକାଶ କ୍ଷେତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଶିକ୍ଷକ ସନ୍ତୋଷ ମେହେର, ଚକାବର କ୍ଲଷ୍ଟର ର ସିଆରସିସି ନାରାୟଣ ବେହେରା, ବହଳପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ସାହୁ,ନୂଆଗଡ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଯଦୁମଣି ବାଘ,ଶିକ୍ଷକ ଶୁଭାଶିଷ ମିଶ୍ର,ଅରବିନ୍ଦ ରଣା , ନିଦ୍ରାବତୀ ନାୟକ ଛାତ୍ରୀ ଅଂଶୃତି ପ୍ରିୟଦର୍ଶିନୀ ପାଢ଼ୀ ଙ୍କ ସମେତ ସମସ୍ତ ଅତିଥିମାନେ ଶ୍ରୀ ଭୋଇ ଙ୍କ ଶିକ୍ଷକତା ସମୟର ଅନୁଭୂତି, ସମୟନୁବର୍ତ୍ତିତା ଓ ଗଠନ ମୂଳକ କାର୍ଯ୍ୟକୁ ସ୍ମୃତି ଚରଣ କରି ପ୍ରଶଂସା କରିଥିଲେ। ଏହା ସହିତ ଶ୍ରୀ ଭୋଇ ଙ୍କ ଚାକିରି ପରବର୍ତ୍ତୀ ଜୀବନ ମଙ୍ଗଳମୟ ହେବାକୁ ଶୁଭ ମନାସିଥିଲେ। ଏହି ଅବସରରେ ଶ୍ରୀ ଭୋଇ ଙ୍କୁ ସ୍କୁଲ ତରଫରୁ ଉପଢୌକନ ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍କୁଲର ଛାତ୍ରୀଛାତ୍ର ଓ ପୁରାତନ ଛାତ୍ରୀଛାତ୍ର ମଧ୍ୟ ଉପହାର ଦେବା ସହିତ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ପରେ ଏକ ଶୋଭାଯାତ୍ରା ରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ଗ୍ରାମର ଅଭିଭାବକ ମାନେ ନିଜ ନିଜ ଘର ସମ୍ମୁଖରେ ଶ୍ରୀ ଭୋଇ ଙ୍କୁ ଫୁଲ ଚନ୍ଦନ ଦେଇ ବିଦାୟ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବହଳପଦର କ୍ଲଷ୍ଟର ର ସମସ୍ତ ସ୍କୁଲର ଶିକ୍ଷୟିତ୍ରୀ ,ଶିକ୍ଷକ ସମେତ ବ୍ଲକ ଓ ଜିଲ୍ଲାର ଭିନ୍ନ ଭିନ୍ନ ସ୍କୁଲରୁ ଶିକ୍ଷକମାନେ ଯୋଗଦେଇଥିଲେ।

2 hrs ago
user_Binod pandey
Binod pandey
Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
2 hrs ago
91d936e3-c098-49c3-abc7-5890be48b7e4

ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ବୀରମହାରାଜପୁର,୩୧/୭(ଶୁରୁ ଆପ୍) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ନୋଡାଲ ୟୁପି ସ୍କୁଲ ରେ ସ୍କୁଲର ପ୍ରଧାନଶିକ୍ଷକ ଦୁଃଖିଶ୍ୟାମ ଭୋଇ ଙ୍କ ଉଦ୍ଦେଶ୍ୟରେ ଅଵସରକାଳୀନ ସମ୍ବର୍ଦ୍ଧନା ସଭା କରାଯାଇଛି। ବହଳପଦର କ୍ଲଷ୍ଟର ର ସିଆରସିସି କମ୍ଭୁଧର ପ୍ରଧାନ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଉକ୍ତ ସଭାରେ ଅବସର ନେଉଥିବା ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ଙ୍କ ସମେତ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ତପନ କୁମାର ସାହୁ ଓ ଶ୍ରୀ ଭୋଇ ଙ୍କ ଧର୍ମପତ୍ନୀ ଜଲି ଭୋଇ ମଞ୍ଚାସିନ ଥିଲେ। ଶିକ୍ଷକ ତପକିରଣ ସାହୁ ସଭା ସଂଯୋଜନା କରିଥିବା ବେଳେ ପ୍ରଦୀପ ଜଗଦଲା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଆକାଶ କ୍ଷେତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଶିକ୍ଷକ ସନ୍ତୋଷ ମେହେର, ଚକାବର କ୍ଲଷ୍ଟର ର ସିଆରସିସି ନାରାୟଣ

4d837806-745c-49cc-94f9-171fbb843b42

ବେହେରା, ବହଳପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ସାହୁ,ନୂଆଗଡ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଯଦୁମଣି ବାଘ,ଶିକ୍ଷକ ଶୁଭାଶିଷ ମିଶ୍ର,ଅରବିନ୍ଦ ରଣା , ନିଦ୍ରାବତୀ ନାୟକ ଛାତ୍ରୀ ଅଂଶୃତି ପ୍ରିୟଦର୍ଶିନୀ ପାଢ଼ୀ ଙ୍କ ସମେତ ସମସ୍ତ ଅତିଥିମାନେ ଶ୍ରୀ ଭୋଇ ଙ୍କ ଶିକ୍ଷକତା ସମୟର ଅନୁଭୂତି, ସମୟନୁବର୍ତ୍ତିତା ଓ ଗଠନ ମୂଳକ କାର୍ଯ୍ୟକୁ ସ୍ମୃତି ଚରଣ କରି ପ୍ରଶଂସା କରିଥିଲେ। ଏହା ସହିତ ଶ୍ରୀ ଭୋଇ ଙ୍କ ଚାକିରି ପରବର୍ତ୍ତୀ ଜୀବନ ମଙ୍ଗଳମୟ ହେବାକୁ ଶୁଭ ମନାସିଥିଲେ। ଏହି ଅବସରରେ ଶ୍ରୀ ଭୋଇ ଙ୍କୁ ସ୍କୁଲ ତରଫରୁ ଉପଢୌକନ ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍କୁଲର ଛାତ୍ରୀଛାତ୍ର ଓ ପୁରାତନ ଛାତ୍ରୀଛାତ୍ର ମଧ୍ୟ ଉପହାର ଦେବା ସହିତ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ପରେ ଏକ ଶୋଭାଯାତ୍ରା ରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ଗ୍ରାମର ଅଭିଭାବକ ମାନେ ନିଜ ନିଜ ଘର ସମ୍ମୁଖରେ ଶ୍ରୀ ଭୋଇ ଙ୍କୁ ଫୁଲ ଚନ୍ଦନ ଦେଇ ବିଦାୟ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବହଳପଦର କ୍ଲଷ୍ଟର ର ସମସ୍ତ ସ୍କୁଲର ଶିକ୍ଷୟିତ୍ରୀ ,ଶିକ୍ଷକ ସମେତ ବ୍ଲକ ଓ ଜିଲ୍ଲାର ଭିନ୍ନ ଭିନ୍ନ ସ୍କୁଲରୁ ଶିକ୍ଷକମାନେ ଯୋଗଦେଇଥିଲେ।

More news from Odisha and nearby areas
  • ବରପାହାଡ଼ ଖୋଲ ଚେକ ଡେମ ନିର୍ମାଣ ରେ ହୋଇଥିବା ନିମ୍ନମାନର କାମ କୁ ନେଇ ବନଖଣ୍ଡ ଅଧିକାର କଣ କହୁଛନ୍ତି ଶୁଣନ୍ତୁ #rishitv #checkdam #ranger #forestdeparment #subarnapur #sonepur #cmoodisha #village #menda #highlight #trendingpost ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରହମଣୀପାଲି ରାଜପାଲି ର ବରପାହାଡ଼ ଖୋଲ ରେ ହୋଇଛି ନିମ୍ନମାନର ଚେକ ଡେମ କାମ...
    1
    ବରପାହାଡ଼ ଖୋଲ  ଚେକ ଡେମ ନିର୍ମାଣ  ରେ ହୋଇଥିବା ନିମ୍ନମାନର 
କାମ କୁ ନେଇ ବନଖଣ୍ଡ ଅଧିକାର କଣ କହୁଛନ୍ତି ଶୁଣନ୍ତୁ 
#rishitv #checkdam #ranger #forestdeparment 
#subarnapur #sonepur #cmoodisha #village 
#menda #highlight #trendingpost 
 ସୁବର୍ଣପୁର ଜ଼ିଲ୍ଲା  ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ 
ବ୍ରହମଣୀପାଲି  ରାଜପାଲି ର ବରପାହାଡ଼ ଖୋଲ ରେ ହୋଇଛି ନିମ୍ନମାନର ଚେକ ଡେମ କାମ...
    user_Ranjan hota
    Ranjan hota
    Sonepur, Odisha•
    5 hrs ago
  • ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ଵାଡ ପକ୍ଷରୁ ପିକପ୍ ସହ 100 କେଜି ଗଞ୍ଜେଇ ଜବତ୍
    1
    ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ଵାଡ ପକ୍ଷରୁ ପିକପ୍ ସହ 100 କେଜି ଗଞ୍ଜେଇ ଜବତ୍
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    14 hrs ago
  • ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ। ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୁପ୍ତ ହେବ ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି, ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    3
    ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ
 :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ।
ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ  ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା 
ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ  ବିଲୁପ୍ତ ହେବ  ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା  କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି,  ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା।
କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    1
    ଜାତୀୟ_ରାଜପଥ_୫୭_ବ୍ଲକ୍_ଛକରୁ_ପଟାଭାଡି_ଅବରୋଧ ପହଂଚିଲେ ଜିଲ୍ଲାପାଳ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    8 hrs ago
  • मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी। उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें। संबलपुरी दिवस की हार्दिक शुभकामनाएँ! 🌺🙏 #SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी। उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें। संबलपुरी दिवस की हार्दिक शुभकामनाएँ! 🌺🙏 #SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress
    1
    मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी।

उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें।

संबलपुरी दिवस की हार्दिक शुभकामनाएँ! 🌺🙏

#SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress


मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी।
उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें।
संबलपुरी दिवस की हार्दिक शुभकामनाएँ! 🌺🙏
#SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ #ମୋର_ମା_ଆଏ_ସମ୍ବଲପୁରୀ ଜୁଆନ୍ କବି - ମନୋରଞ୍ଜନ ଲୁହା ....& କବିୟତ୍ରୀ ଜ୍ୟୋତି ଲିନା ପଣ୍ଡା....
    1
    #ମୋର_ମା_ଆଏ_ସମ୍ବଲପୁରୀ 
#ମୋର_ମା_ଆଏ_ସମ୍ବଲପୁରୀ 
#ମୋର_ମା_ଆଏ_ସମ୍ବଲପୁରୀ
#ମୋର_ମା_ଆଏ_ସମ୍ବଲପୁରୀ 
ଜୁଆନ୍ କବି - ମନୋରଞ୍ଜନ ଲୁହା ....& କବିୟତ୍ରୀ ଜ୍ୟୋତି ଲିନା ପଣ୍ଡା....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    5 hrs ago
  • ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    1
    ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର 
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    9 hrs ago
  • 🚨 BREAKING NEWS | P24NEWS EXPRESS 🚨 🌧️ बारिश के बीच दिखा चौंकाने वाला नज़ारा! 😳🐸🐍 एक वायरल वीडियो में मेढक को सांप को अपने जबड़ों में पकड़े हुए देखा गया। आमतौर पर सांप मेढक का शिकार करता है, लेकिन इस दुर्लभ दृश्य ने लोगों को हैरान कर दिया। ⚠️ नोट: वीडियो के स्थान और समय की स्वतंत्र पुष्टि नहीं हो सकी है। वायरल वीडियो होने के कारण इसकी सत्यता की आधिकारिक पुष्टि उपलब्ध नहीं है। 📲 ऐसी ही ताज़ा और वायरल खबरों के लिए जुड़े रहें P24NEWS EXPRESS के साथ। #P24NewsExpress #BreakingNews #ViralVideo #Rain #Frog #Snake #Nature #Wildlife #Trending #NewsUpdate #ViralReels 🚨 BREAKING NEWS | P24NEWS EXPRESS 🚨 🌧️ बारिश के बीच दिखा चौंकाने वाला नज़ारा! 😳🐸🐍 एक वायरल वीडियो में मेढक को सांप को अपने जबड़ों में पकड़े हुए देखा गया। आमतौर पर सांप मेढक का शिकार करता है, लेकिन इस दुर्लभ दृश्य ने लोगों को हैरान कर दिया। ⚠️ नोट: वीडियो के स्थान और समय की स्वतंत्र पुष्टि नहीं हो सकी है। वायरल वीडियो होने के कारण इसकी सत्यता की आधिकारिक पुष्टि उपलब्ध नहीं है। 📲 ऐसी ही ताज़ा और वायरल खबरों के लिए जुड़े रहें P24NEWS EXPRESS के साथ। #P24NewsExpress #BreakingNews #ViralVideo #Rain #Frog #Snake #Nature #Wildlife #Trending #NewsUpdate #ViralReels
    1
    🚨 BREAKING NEWS | P24NEWS EXPRESS 🚨

🌧️ बारिश के बीच दिखा चौंकाने वाला नज़ारा! 😳🐸🐍

एक वायरल वीडियो में मेढक को सांप को अपने जबड़ों में पकड़े हुए देखा गया। आमतौर पर सांप मेढक का शिकार करता है, लेकिन इस दुर्लभ दृश्य ने लोगों को हैरान कर दिया।

⚠️ नोट: वीडियो के स्थान और समय की स्वतंत्र पुष्टि नहीं हो सकी है। वायरल वीडियो होने के कारण इसकी सत्यता की आधिकारिक पुष्टि उपलब्ध नहीं है।

📲 ऐसी ही ताज़ा और वायरल खबरों के लिए जुड़े रहें P24NEWS EXPRESS के साथ।

#P24NewsExpress #BreakingNews #ViralVideo #Rain #Frog #Snake #Nature #Wildlife #Trending #NewsUpdate #ViralReels


🚨 BREAKING NEWS | P24NEWS EXPRESS 🚨
🌧️ बारिश के बीच दिखा चौंकाने वाला नज़ारा! 😳🐸🐍
एक वायरल वीडियो में मेढक को सांप को अपने जबड़ों में पकड़े हुए देखा गया। आमतौर पर सांप मेढक का शिकार करता है, लेकिन इस दुर्लभ दृश्य ने लोगों को हैरान कर दिया।
⚠️ नोट: वीडियो के स्थान और समय की स्वतंत्र पुष्टि नहीं हो सकी है। वायरल वीडियो होने के कारण इसकी सत्यता की आधिकारिक पुष्टि उपलब्ध नहीं है।
📲 ऐसी ही ताज़ा और वायरल खबरों के लिए जुड़े रहें P24NEWS EXPRESS के साथ।
#P24NewsExpress #BreakingNews #ViralVideo #Rain #Frog #Snake #Nature #Wildlife #Trending #NewsUpdate #ViralReels
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ଜାତୀୟ ରାଜପଥରେ ଖାଲ : ଖାଲରେ ପଡ଼ି ଯାତ୍ରୀବାହୀ ଅଟୋ ଓଲଟି ଅଟୋ ଚାଳକ ଗୁରୁତର
    1
    ଜାତୀୟ ରାଜପଥରେ ଖାଲ : ଖାଲରେ ପଡ଼ି ଯାତ୍ରୀବାହୀ ଅଟୋ ଓଲଟି ଅଟୋ ଚାଳକ ଗୁରୁତର
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.