logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୪୦ ଜୋଡ଼ିଙ୍କ ବିବାହ। ବାଲେଶ୍ୱର, ୧୩/୦୩: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ବାଲେଶ୍ୱରର ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଏହି ଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ମୋଟ ୪୦ ଜୋଡ଼ି ବର–କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫ ହଜାର ଟଙ୍କା ଜମା କରାଯିବା ସହିତ ମୋଟ ୬୦ ହଜାର ଟଙ୍କା ବ୍ୟୟରେ ବିବାହ ସମ୍ପନ୍ନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

2 hrs ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
2 hrs ago

ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୪୦ ଜୋଡ଼ିଙ୍କ ବିବାହ। ବାଲେଶ୍ୱର, ୧୩/୦୩: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ବାଲେଶ୍ୱରର ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଏହି ଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ମୋଟ ୪୦ ଜୋଡ଼ି ବର–କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫ ହଜାର ଟଙ୍କା ଜମା କରାଯିବା ସହିତ ମୋଟ ୬୦ ହଜାର ଟଙ୍କା ବ୍ୟୟରେ ବିବାହ ସମ୍ପନ୍ନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • Post by MN.NEWS ODIA
    1
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ଆଜି ବିଧାନସଭା ରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର୍ ରଖିଥିଲେ ଏହାପରେ ସବୁ ଜିଲ୍ଲାରେ କିପରି ଶିକ୍ଷା ବ୍ୟବସ୍ଥା ଅଛି ସମସ୍ତ ବିବରଣୀ ପ୍ରଦାନ କରିଥିଲେ
    1
    ଆଜି ବିଧାନସଭା ରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର୍ ରଖିଥିଲେ ଏହାପରେ ସବୁ ଜିଲ୍ଲାରେ କିପରି ଶିକ୍ଷା ବ୍ୟବସ୍ଥା ଅଛି ସମସ୍ତ ବିବରଣୀ ପ୍ରଦାନ କରିଥିଲେ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • ଯୁଦ୍ଧ ପାଇଁ ସାରା ଦେଶରେ ଗ୍ୟାସ ସମସ୍ୟା ଦେଖାଦେଇଛି ଏହା ମଧ୍ୟରେ ଭଦ୍ରକ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି ଭଦ୍ରକରେ ଗ୍ୟାସ ର ଅଭାବ ନାହିଁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ।
    1
    ଯୁଦ୍ଧ ପାଇଁ ସାରା ଦେଶରେ ଗ୍ୟାସ ସମସ୍ୟା ଦେଖାଦେଇଛି ଏହା ମଧ୍ୟରେ ଭଦ୍ରକ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି ଭଦ୍ରକରେ ଗ୍ୟାସ ର ଅଭାବ ନାହିଁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    32 min ago
  • हर गुलाब में छुपा है प्यार और हर लेयर में मिठास ❤️ Special creation by @shivinaren_cakeartist ✨
    1
    हर गुलाब में छुपा है प्यार और हर लेयर में मिठास ❤️
Special creation by @shivinaren_cakeartist ✨
    user_The Cake Gallery ( Home Made Fresh Cake)
    The Cake Gallery ( Home Made Fresh Cake)
    Artist ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    17 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    50 min ago
  • ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ପ୍ରେସମିଟ୍‌ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଦଳର ମୂଲ୍ୟବୋଧ ଓ ଆଦର୍ଶ ଠାରୁ ବିଜେପି ଦୂରେଇ ଯାଇଛି। ସେ କହିଥିଲେ ଯେ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଚିଟ୍‌ଫଣ୍ଡ ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ଦଳରେ ସାମିଲ୍ କରାଯିବାକୁ ସେ କଟୁ ଆଲୋଚନା କରିଥିଲେ। ଏହା ରାଜ୍ୟ ବିଜେପିରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି। ଜୀବନ ପ୍ରଦୀପ ଦାଶ ଅଭିଯୋଗ କରିଛନ୍ତି ଯେ, ୨୦୨୪ ମସିହାରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି ଏବଂ ଦଳ ପୂର୍ବତନ ଆଦର୍ଶରୁ ଦୂରେଇଯାଇଛି। ତେବେ ଭବିଷ୍ୟତରେ ସେ କେଉଁ ଦଳରେ ଯୋଗଦେବେ କିମ୍ବା କଣ ପଦକ୍ଷେପ ନେବେ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିବା କଥା ସେ ସ୍ପଷ୍ଟ କରିଛନ୍ତି।
    1
    ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ପ୍ରେସମିଟ୍‌ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଦଳର ମୂଲ୍ୟବୋଧ ଓ ଆଦର୍ଶ ଠାରୁ ବିଜେପି ଦୂରେଇ ଯାଇଛି।
ସେ କହିଥିଲେ ଯେ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଚିଟ୍‌ଫଣ୍ଡ ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ଦଳରେ ସାମିଲ୍ କରାଯିବାକୁ ସେ କଟୁ ଆଲୋଚନା କରିଥିଲେ। ଏହା ରାଜ୍ୟ ବିଜେପିରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି।
ଜୀବନ ପ୍ରଦୀପ ଦାଶ ଅଭିଯୋଗ କରିଛନ୍ତି ଯେ, ୨୦୨୪ ମସିହାରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି ଏବଂ ଦଳ ପୂର୍ବତନ ଆଦର୍ଶରୁ ଦୂରେଇଯାଇଛି।
ତେବେ ଭବିଷ୍ୟତରେ ସେ କେଉଁ ଦଳରେ ଯୋଗଦେବେ କିମ୍ବା କଣ ପଦକ୍ଷେପ ନେବେ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିବା କଥା ସେ ସ୍ପଷ୍ଟ କରିଛନ୍ତି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    17 hrs ago
  • Post by MN.NEWS ODIA
    1
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.