logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Trending Rose Garden Cake 🌹🎂 हर गुलाब में छुपा है प्यार और हर लेयर में मिठास ❤️ Special creation by @shivinaren_cakeartist ✨ हर गुलाब में छुपा है प्यार और हर लेयर में मिठास ❤️ Special creation by @shivinaren_cakeartist ✨

15 hrs ago
user_The Cake Gallery ( Home Made Fresh Cake)
The Cake Gallery ( Home Made Fresh Cake)
Artist ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
15 hrs ago

Trending Rose Garden Cake 🌹🎂 हर गुलाब में छुपा है प्यार और हर लेयर में मिठास ❤️ Special creation by @shivinaren_cakeartist ✨ हर गुलाब में छुपा है प्यार और हर लेयर में मिठास ❤️ Special creation by @shivinaren_cakeartist ✨

More news from ଓଡ଼ିଶା and nearby areas
  • हर गुलाब में छुपा है प्यार और हर लेयर में मिठास ❤️ Special creation by @shivinaren_cakeartist ✨
    1
    हर गुलाब में छुपा है प्यार और हर लेयर में मिठास ❤️
Special creation by @shivinaren_cakeartist ✨
    user_The Cake Gallery ( Home Made Fresh Cake)
    The Cake Gallery ( Home Made Fresh Cake)
    Artist ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    15 hrs ago
  • ସରା ଦେଶରେ ଗ୍ୟାସ ସମସ୍ୟା ଏହାର ଯୋରଦାର ପ୍ରତିବାଦ ଭଦ୍ରକ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ବିଶ୍ୱଗୁରୁଙ୍କ ଧୋଇଛନ୍ତି ଜିଲ୍ଲା ସଭାପତି ନଳୀନ କାନ୍ତ ମହାନ୍ତି
    1
    ସରା ଦେଶରେ ଗ୍ୟାସ ସମସ୍ୟା ଏହାର ଯୋରଦାର ପ୍ରତିବାଦ ଭଦ୍ରକ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ବିଶ୍ୱଗୁରୁଙ୍କ ଧୋଇଛନ୍ତି ଜିଲ୍ଲା ସଭାପତି ନଳୀନ କାନ୍ତ ମହାନ୍ତି
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    16 hrs ago
  • ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି
    1
    ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    9 hrs ago
  • ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ ... ତୁମକୁ ଦେବେ ଫାଡ଼ିରେ
    1
    ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ  ... ତୁମକୁ ଦେବେ ଫାଡ଼ିରେ
    user_ଯାଜପୁର ବୁଲେଟିନ
    ଯାଜପୁର ବୁଲେଟିନ
    Photographer କୋରାଇ, ଯାଜପୁର, ଓଡ଼ିଶା•
    3 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    13 hrs ago
  • गाँव में लोगों को पानी नेह मिल रहा है परंतु ईधर पानी बर्बाद हो रही हे l सरकार से अनुराध कृपया इसके ध्यान दे. अभी गर्मी का समय है आगे चलकर पानी का बहुत परिस्तिथियों जटिल होने बला है. और पाइप लाइन बाला contractor se बिनती ही इसे जल्द से जल्द सुधार कार्य किया जाए naranpu matiali road
    1
    गाँव में लोगों को पानी नेह मिल रहा है परंतु ईधर पानी बर्बाद हो रही हे l
सरकार से अनुराध कृपया इसके ध्यान दे. 
अभी गर्मी का समय है आगे चलकर पानी का बहुत परिस्तिथियों जटिल होने बला है. 
और पाइप लाइन बाला contractor se बिनती ही इसे जल्द से जल्द सुधार कार्य किया जाए 
naranpu matiali road
    user_Aasutosh das
    Aasutosh das
    ନୀଳଗିରି, ବାଲେଶ୍ୱର, ଓଡ଼ିଶା•
    23 hrs ago
  • - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ. ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା
    1
    - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ.  ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    41 min ago
  • ସମସ୍ୟାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ l ଛାତ୍ରଛାତ୍ରୀ ହନ୍ତସନ୍ତ l ୨ ଦିନ ହେଲା କଲେଜକୁ ଆସୁନାହାନ୍ତି ପ୍ରିନ୍ସପାଲ କୈଣସି କାମ ପାଇଁ ଆସି ନିରାଶ ହେଇ ଫେରୁଛନ୍ତି ଛାତ୍ରଛାତ୍ରୀ, ଅଣଛାତ୍ରଙ୍କ ପ୍ରବେଶ କୁ ନେଇ କଲେଜ ରେ ଦେଖାଦେଉଛି ଉତେଜନା
    1
    ସମସ୍ୟାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ l ଛାତ୍ରଛାତ୍ରୀ ହନ୍ତସନ୍ତ l ୨ ଦିନ ହେଲା କଲେଜକୁ ଆସୁନାହାନ୍ତି ପ୍ରିନ୍ସପାଲ କୈଣସି କାମ ପାଇଁ ଆସି ନିରାଶ ହେଇ ଫେରୁଛନ୍ତି ଛାତ୍ରଛାତ୍ରୀ, ଅଣଛାତ୍ରଙ୍କ ପ୍ରବେଶ କୁ ନେଇ କଲେଜ ରେ ଦେଖାଦେଉଛି ଉତେଜନା
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.