Shuru
Apke Nagar Ki App…
ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି
ବନ୍ତ ଖବର
ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି
More news from ଓଡ଼ିଶା and nearby areas
- Post by ଯାଜପୁର ଖବର ପ୍ରସାରିତ1
- गाँव में लोगों को पानी नेह मिल रहा है परंतु ईधर पानी बर्बाद हो रही हे l सरकार से अनुराध कृपया इसके ध्यान दे. अभी गर्मी का समय है आगे चलकर पानी का बहुत परिस्तिथियों जटिल होने बला है. और पाइप लाइन बाला contractor se बिनती ही इसे जल्द से जल्द सुधार कार्य किया जाए naranpu matiali road1
- #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ। #ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️ #ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? ❌❌❌❌❌❌❌❌ 👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ? ❌❌❌❌❌❌❌❌ 👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି? ❌❌❌❌❌❌ 👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬 ❌❌❌❌❌❌1
- ବାଲେଶ୍ୱର: ବାଲେଶ୍ୱର ସଦରର ବିଧାୟକ ମାନସ କୁମାର ଦତ୍ତ ଜୀବନ ପ୍ରଦୀପ ଦାସଙ୍କ ଦଳ ଛାଡ଼ିବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜୀବନ ପ୍ରଦୀପ ଦାସଙ୍କ ଏହି ନିଷ୍ପତ୍ତି ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦଳ ଛାଡ଼ିବା ଘଟଣାକୁ ନେଇ ବିଭିନ୍ନ ମହଳରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି ଯେ, ଏହା ଜୀବନ ପ୍ରଦୀପ ଦାସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଏହାର ପ୍ରଭାବ ସ୍ଥାନୀୟ ରାଜନୀତିରେ ପଡ଼ିପାରେ। ଏହି ବୟାନ ପରେ ବାଲେଶ୍ୱର ରାଜନୀତିରେ ଆହୁରି ଚର୍ଚ୍ଚା ଜୋର ଧରିଛି।1
- ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଙ୍କ ମତାମତ, ବିଭିନ୍ନ ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଗୁଡିକ ଉପରେ ଅତର୍କିତ ଚଢ଼ାଉ ଉପରେ ମତାମତ ରଖିଲେ ଯୋଗାଣ ବିଭାଗ ଜିଲ୍ଲା ଅତିରିକ୍ତ ଅଧିକାରୀ I1
- କଟକ ଗାଁଉଲି ଅଞ୍ଚଳ1
- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ପକ୍ଷରୁ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସଚେତନତା କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ,ସମ୍ମାନିତ ଅତିଥି ରୂପେ ଶିଶୁ ମଙ୍ଗଳ କମିଟି ର ସଦସ୍ୟ ପ୍ରଦୀପ୍ତ କୁମାର କର, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି , ଫେଲୋସିପ ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଆଇସିଡିଏସ ର ମହିଳା ପରିଦର୍ଶିକା ଶାନ୍ତିଲତା ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସ ଙ୍କ ମଂଚ ସଂଯୋଜନା ରେ ବିଷୟ ବିଶାରଦ ରୂପେ ଲଲାଟେନ୍ଦୁ ମହାନ୍ତି ବାଲ୍ୟ ବିବାହ ନିମନ୍ତେ ଆଇନ ଓ ଦଣ୍ଡବିଧାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବାଲ୍ୟବିବାହ ର କୁ-ପରିଣତି ସହ ଶିଶୁ ର ଶିକ୍ଷା,ସ୍ୱାସ୍ଥ୍ୟ ଓ ଭବିଷ୍ୟତ କିପରି ପ୍ରଭାବିତ ହୁଏ ଦର୍ଶାଇଥିଲେ। ସେହିପରି ପ୍ରମୁଖ ଅତିଥି ମାନେ ବାଲ୍ୟବିବାହ ନିରାକରଣ ପାଇଁ ସଚେତନତା ର ପ୍ରଚାର ପ୍ରସାର ଅଧିକ ଆବଶ୍ୟକ ଓ ଅପ୍ରାପ୍ତ ବୟସ ରେ ବିବାହ ଶିଶୁ ଅଧିକାର ଉଲଂଘନ କରେ ବୋଲି ମତବ୍ୟକ୍ତ କରିଥିଲେ।କୌଣସି ବ୍ୟକ୍ତି ବାଲ୍ୟବିବାହ ଘଟଣା ସୂଚନା ପାଇବା ମାତ୍ରେ ତୁରନ୍ତ ୧୦୯୮ ଚାଇଲ୍ଡ ହେଲ୍ପ ଲାଇନ, ପୋଲିସ ବା ବାଲ୍ୟବିବାହ ନିରାକରଣ ଅଧିକାରିଣୀ ଙ୍କୁ ଅବଗତ କରିବା ଉଚିତ୍ ବୋଲି କର୍ମଶାଳାରେ ଆଲୋକପାତ ହୋଇଥିଲା।1
- ଢେଙ୍କାନାଳ କପିଳାସ କୁ ଗଲା ବିରାଟକାୟ ଅହିରାଜ ବିରାଡ଼ିଆ ଫାଣ୍ଡି ନିକଟରୁ ଏହା ସ୍ନକେ ହେଲ୍ପଲାଇନ ଦ୍ୱାରା ଏହା ସମ୍ଭବ ବୋଲି ସୂଚନା1
- କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଉଠା ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଙ୍କ ଉପରେ ଯୋଗାଣ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ,କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରିତମ ଦାସ ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନିମୁହାଣୀ ଛକରେ ଥିବା ବିଭିନ୍ନ ଜଳଖିଆ ଏବଂ ଫାଷ୍ଟଫୁଡ ଦୋକାନୀ ମାନଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି I ଦୋକାନୀ ଗୁଡିକ କମରସିଆଲ ରନ୍ଧନ ଗ୍ୟାସ ବଦଳରେ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ କୁ ରଖି ବ୍ୟବହାର କରୁଥିଲେ ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ I1